ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Zomato

ଜୋମାଟୋ ଲଞ୍ଚ କଲା ‘ଶୁଦ୍ଧ ଭେଜ୍…

ନୂଆଦିଲ୍ଲୀ: ଅନଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ଗ୍ରାହକଙ୍କ ପାଇଁ 'ଶୁଦ୍ଧ ଭେଜ୍ ମୋଡ୍' ଏବଂ 'ଶୁଦ୍ଧ ଭେଜ୍ ଫ୍ଲିଟ' ଲଞ୍ଚ କରିଛି। ଜୋମାଟୋ ପ୍ରତିଷ୍ଠାତା ତଥା ସିଇଓ ଦୀପିନ୍ଦର ଗୋୟଲ ମଙ୍ଗଳବାର ଦିନ ନିଜେ ସୋସିଆଲ ମଡିଆ 'ଏକ୍ସ'ରେ ଏହି ସୂଚନା ଦେଇଛନ୍ତି।On that note, just stepping out…

ଭାଇରାଲ ହେଉଛି ଜୋମାଟୋର ଟ୍ବିଟ୍:…

ମୁମ୍ଵାଇ: ବର୍ତ୍ତମାନ ଜୋମାଟୋର ଏକ ଟ୍ବିଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖାଦ୍ୟ ବିତରଣ କମ୍ପାନୀ ନିଜ ଟ୍ୱିଟରେ ଭୋପାଳର ବାସିନ୍ଦା ଅଙ୍କିତାଙ୍କୁ କ୍ୟାଶ ଅନ୍ ଡେଲିଭରି (COD) ରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ନିକଟକୁ ଖାଦ୍ୟ ପଠାଇବା ବନ୍ଦ କରିବାକୁ ଅନୁରୋଧ କରିଛି।ଟ୍ୱିଟ୍ କରି…

ଜୋମାଟୋରେ ମା’ ହାତ ରନ୍ଧା ପିଠା;…

କେନ୍ଦ୍ରାପଡ଼ା: ଓଡିଆ ଘରର ବିଭିନ୍ନ ପ୍ରକାରର ପିଠା ଆଜି ଅନଲାଇନରେ ଉପଲବ୍ଧ । ମଣ୍ଡାଠାରୁ ଆରମ୍ଭ କରି ଚକୁଳି, ଆରିସା, କାକରା, ଚିତଉ ଭଳି ଘରେ ତିଆରି ହେଉଥିବା ପିଠାକୁ ଜୋମାଟୋରେ ବିକ୍ରି କରାଯାଉଛି । ଏହି ପିଠା ତିଆରି କରି ମହିଳା ଜଣଙ୍କ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ…

ଟ୍ୱିଟର-ଅମାଜନ୍ ପରେ କର୍ମଚାରୀ ଛଟେଇ…

ନୂଆଦିଲ୍ଲୀ : ବିଶ୍ବର ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କ ଛଟେଇ ଆରମ୍ଭ କରିଦେଇଛନ୍ତି । ସମ୍ଭାବ୍ୟ ଆର୍ଥିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି କମ୍ପାନୀଗୁଡିକ ଆଗୁଆ ଛଟେଇ କରିବାରେ ଲାଗିପଡିଲେଣି । ମେଟାରୁ ଆରମ୍ଭ କରି ଟ୍ବିଟର୍ ଏବଂ ଆମାଜନ ଠାରୁ ମାଇକ୍ରୋସଫ୍ଟ ଯାଏଁ, ବଡ ବଡ କମ୍ପାନୀ ଏବେ କର୍ମଚାରୀଙ୍କୁ…

ମହାମାରୀ ସମୟରେ ଡିଜିଟାଲ୍ ବିବାହ:…

ପଶ୍ଚିମବଙ୍ଗ: ଦେଶରେ ଆରମ୍ଭ ହୋଇଛି କରୋନାର ତୃତୀୟ ଲହର। ତେବେ କରୋନାର ପ୍ରଥମ ଲହରରୁ ହିଁ ବାହାଘର ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାଡମ୍ବରରେ ବାହାଘରଗୁଡ଼ିକ ଅନୁଷ୍ଠିତ ହେଉଛି, ଯାହା ଏଯାବତ୍ ଜାରି ଅଛି। ପଶ୍ଚିମବଙ୍ଗର ସନ୍ଦୀପନ ସରକାର ଓ ଅଦିତି ଦାସଙ୍କ ବାହାଘର…

ନୂଆବର୍ଷରୁ ଅନଲାଇନ୍ ଡେଲିଭରୀ…

ନୂଆଦିଲ୍ଲୀ: ୨୦୨୨ରୁ ଜିଏସ୍‌ଟି ନିୟମରେ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଓଲା କିମ୍ବା ଉବେର ଭଳି ଯାତ୍ରୀ ପରିବହନକାରୀ ଅନଲାଇନ କମ୍ପାନୀ ଏବଂ ଫୁଡ ଡେଲିଭରୀ ଦେଉଥିବା ଇ-କମର୍ସ କମ୍ପାନୀଗୁଡ଼ିକ ଉପରେ ନୂଆବର୍ଷରୁ ଜିଏସ୍‌ଟି ଲାଗୁ ହେବ। ଅନ୍ ଲାଇନ କମ୍ପାନୀଙ୍କ ବ୍ୟତୀତ ନୂଆ ବର୍ଷରୁ କିଛି ବିଶେଷ…