ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

youtube

ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ…

ଭୁବନେଶ୍ବର : ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ 'ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଛି। ଆଜି ଅପରାହ୍ନ ୩ଟାଠୁ ଏପରି ସମସ୍ୟା ଦେଖାଦେଇଛି ବୋଲି ସୋସିଆଲ ମିଡିଆରେ ଉପଭୋକ୍ତା ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍‌ଲାଇନ୍‌ ଭିଡିଓ ଫ୍ଲାଟ୍‌ଫର୍ମ 'ୟୁଟ୍ୟୁବ୍‌’ର ସର୍ଭର ଡାଉନ୍‌ ହୋଇଥିବା ଯୋଗୁ ଅନେକ…

ୟୁଟ୍ୟୁବ୍‌ ଦେଖାଇଲା ରାସ୍ତା;…

ପାଠ ପଞ୍ଚମ; କିନ୍ତୁ କୃଷି ଜ୍ଞାନ ଉତ୍ତମ। କେଉଁ ମାଟି ଓ ପରିବେଶରେ କେଉଁ ଚାଷ ଭଲ ହେବ ତାଙ୍କୁ ଜଣା। ଇଣ୍ଟରନେଟରୁ କୃଷି ଜ୍ଞାନ ପାଇବା ସହ ଏହାକୁ ସେ କାମରେ ଲଗାଇଛନ୍ତି। ସାଧାରଣତଃ ହିମାଚଳପ୍ରଦେଶ ଭଳି ଶୀତଳ ଜଳବାୟୁରେ ସବୁଜ ସେଓ ଫଳେ। କିନ୍ତୁ କଳାହାଣ୍ଡିର ଗରମ ପରିବେଶରେ ବି ଏ ସେଓ ଫଳାଇବାରେ ସଫଳ…

ଉଠିଲା ବ୍ୟାନ, ଦୀର୍ଘ ଦୁଇ ବର୍ଷ ପରେ…

ଓ୍ୱାଶିଂଟନ: ଫେସବୁକ୍ ଓ ୟୁଟ୍ୟୁବକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ବିଭିନ୍ନ ବିବାଦୀୟ ବୟାନବାଜି କାରଣରୁ ତାଙ୍କୁ ଦୁଇ ବର୍ଷ ତଳେ ଫେସବୁକ ଓ ୟୁଟ୍ୟୁବରୁ ହଟାଇଦିଆଯାଇଥିଲା । ଗତ ୨୦୨୧ ଜାନୁଆରୀରେ ଓ୍ବାଶିଂଟନରେ ହଙ୍ଗାମା ସୃଷ୍ଟି କାରଣରୁ ତାଙ୍କୁ ହଟାଇ ଦେଇଥିଲେ ଦୁଇ…

ୟୁଟ୍ୟୁବର ସିଇଓ ହେବେ ଭାରତୀୟ ବଂଶୋଦ୍ଭବ…

ନୂଆଦିଲ୍ଲୀ: ୟୁଟ୍ୟୁବର ସିଇଓ ହେବେ ଭାରତୀୟ।  ଭାରତୀୟ ବଂଶୋଦ୍ଭବ ନୀଲ ମୋହନ ହେବେ ୟୁଟ୍ୟୁବର ନୂଆ ସିଇଓ । ସୁସାନ ଓଜେସିକିଙ୍କ ଇସ୍ତଫା ଘୋଷଣା ପରେ ନୀଲ ମୋହନ ପିନ୍ଧିବେ ମୁକୁଟ । ପ୍ରାୟ ୯ ବର୍ଷ ଦାୟିତ୍ବ ସମ୍ଭାଳିବା ପରେ ସୁସାନ ଦେଇଛନ୍ତି ଇସ୍ତଫା । ୧୯୯୬ରେ ନୀଲ ମୋହନ ଆସେଣ୍ଟ୍ୱରରେ ଆରମ୍ଭ କରିଥିଲେ…

୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ…

ନୂଆଦିଲ୍ଲୀ: ୧୦ଟି ୟୁଟ୍ୟୁବ୍‌ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ । ଗୁଇନ୍ଦା ଏଜେନ୍ସିମାନଙ୍କ ଠାରୁ ମିଳିଥିବା ସୂଚନାକୁ ଆଧାର ଏହି ଭିଡିଓ ଗୁଡିକୁ ବ୍ଲକ କରି ଦିଆଯାଇଛି।  ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥତା ମାର୍ଗଦର୍ଶିକା ଏବଂ ଡିଜିଟାଲ ଗଣମାଧ୍ୟମ ଆଚରଣ…

ପ୍ରିମିୟମ୍ ସବସ୍କ୍ରାଇବରଙ୍କ ପାଇଁ…

ନୂଆଦିଲ୍ଲୀ:  ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍ ଏକ ନୂଆ ମୋବାଇଲ ଆପ୍‌ ଫିଚର୍‌ ଟେଷ୍ଟିଂ କରୁଛି। ଏହି ଫିଚର୍‌ ମାଧ୍ୟମରେ ୟୁଟ୍ୟୁବ୍‌ର ପ୍ରିମିୟମ୍ ସବସ୍କ୍ରାଇବର ଯେକୌଣସି ଭିଡିଓକୁ ଜୁମ୍ ଇନ୍ କରିପାରିବେ। ଅର୍ଥାତ୍ ଏ ଫିଚର କେବଳ ପ୍ରିମିୟମ୍ ମେମ୍ବରଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ସେହିପରି ଏହି…

ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ…

ଭୁବନେଶ୍ୱର: ଓଡିଶା ବିଧାନସଭାର ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ ହୋଇଛି । ଗତକାଲିଠାରୁ ଆରମ୍ଭ ହୋଇଛି ୟୁଟ୍ୟୁବ ଚ୍ୟାନେଲ । ବିଧାନସଭା ୟୁଟ୍ୟୁବ ଚ୍ୟାନେଲ ପରେ ପରବର୍ତ୍ତୀ ସମୟରେ ବିଧାନସଭା ଟିଭି ମଧ୍ୟ ଆରମ୍ଭ ହେବ ବୋଲି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ବିଧାନସଭା ପତ୍ରିକା ନାମକ…

ୟୁଟ୍ୟୁବ ରେ ଭିଡିଓ ଛାଡି ୪ ଲକ୍ଷ ଟଙ୍କା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିପଦକୁ ସୁଯୋଗରେ ପରିଣତ କରିବାକୁ ଆହ୍ବାନ ଦେଇ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡକରୀ ଏହାକୁ ସତ ପ୍ରମାଣିତ କରିଛନ୍ତି। ସେ କରୋନା ସମୟରେ ଆୟର ଏକ ନୂଆ ଉପାୟ ଖୋଜିଛନ୍ତି। ଇନ୍ଦୋରରେ ସଡ଼କ ନିର୍ମାଣ ପ୍ରକଳ୍ପର ଉଦଘାଟନ ଏବଂ ଓ ଭିଭିପ୍ରସ୍ତର…

ରୋଜଗାରର ମାଧ୍ୟମ ସାଜିଲା ୟୁଟ୍ୟୁବ୍‌:…

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ତରାଗୋ ଗ୍ରାମର ଅର୍ପିତା ପ୍ରିୟଦର୍ଶିନୀ ଅଦରକାରୀ ଜିନିଷରେ ସୁନ୍ଦର ସୁନ୍ଦର କୁହନ୍ତି । କଳାକୃତି କରି ଏବେ ଚର୍ଚ୍ଚାରେ । ଚିରା ଖବରକାଗଜ, ବ୍ୟବହୃତ ଆଇସ୍‌କ୍ରିମ୍ କାଠି ଏବଂ ପ୍ଲାଷ୍ଟିକ୍ ଚାମଚରେ ସେ ତିଆରି କରୁଛନ୍ତି ଆକର୍ଷଣୀୟ ଫଟୋଫ୍ରେମ୍ ଓ ଫୁଲଦାନି । ଏହି…

ଏଣିକି ୟୁ-ଟ୍ୟୁବ୍‌ରୁ ପାଠ ପଢ଼ିବେ ସ୍କୁଲ…

ଭୁବନେଶ୍ବର : ଏଣିକି ୟୁ-ଟ୍ୟୁବ୍‌ରୁ ଲାଇଭ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ। କରୋନା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ବିକଳ୍ପ ଶିକ୍ଷାଦାନ ପାଇଁ ବିଭାଗ ପକ୍ଷରୁ ଅଭିନବ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ତେବେ ଲାଇଭ କ୍ଲାସ୍ ପାଇଁ ଜିଲ୍ଲାସ୍ତରରେ ଅନ୍ତତଃ ଦୁଇଟି ସ୍କୁଲ ଚୟନ କରିବା ପାଇଁ ଜିଲ୍ଲା…