ମାଂସପେଶୀ ମଜବୁତ ପାଇଁ ଚତୁରଙ୍ଗ ଦଣ୍ଡାସନ
ଯୋଗାସନ ପଦ୍ଧତି: ଦୁଇ ହାତକୁ କହୁଣିର ତଳକୁ ଭରାଦେଇ ରଖନ୍ତୁ। କହୁଣି କାନ୍ଧ ତଳକୁ ହେବା ଆବଶ୍ୟକ। ନିତମ୍ବକୁ ଆଗ ଆଡ଼କୁ ଝୁକାନ୍ତୁ। ସବୁ ମାଂସପେଶୀକୁ ଶରୀର ମଝିରେ କେନ୍ଦ୍ରୀଭୂତ କରି ସ୍ଥିର ରଖନ୍ତୁ। ଏହା ଏକ ପ୍ରକାର ଦଣ୍ଡ ଲଗେଇବା ପରି ଜଣାପଡ଼େ।
ଫଳପ୍ରାପ୍ତି: ଏହି ଆସନ ଅଭ୍ୟାସ ଦ୍ବାରା ପେଟ ଉପରେ…