ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Yaas

ୟସ ପୋଛିନେଲା ସିଂଥି ସିନ୍ଦୂର, ବାପ…

ଔପଦା/ବାଲେଶ୍ୱର : ସଧବା ସିଂଥିରୁ ସିନ୍ଦୁର ପୋଛି ନେଲା ବାତ୍ୟା ୟସ ର କରାଳ ଗତି। ଏପଟେ ବାପ ଛେଉଣ୍ଡ ହେଇଗଲେ ୩ ନାବାଳିକା। ନା ଅଛି ଖାଇବାକୁ, ନା ବାସ ଅଛି ମୁଣ୍ଡ ଗୁଞ୍ଜିବାକୁ । ଶୁଦ୍ଧିକ୍ରିୟା ପାଇଁ ବି ଅର୍ଥ ମିଳୁନି। ନିଷ୍ଠୁର ବିଧାତାର ଅଙ୍କ ଏମାନଙ୍କ ପାଇଁ ଭୁଲ ହୋଇଯାଇଛି।। ବିଧବା ପତ୍ନୀ ଆଉ…

ନବୀନ ସୃଷ୍ଟି କଲେ ନୂଆ ପରମ୍ପରା ;…

ଭୁବନେଶ୍ୱର: ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର ଉପରେ ଓଡିଶା ଅତିରିକ୍ତ ଚାପ ପକାଇବ ନାହିଁ । ପ୍ରତିଶୋଧ ପରାୟଣ ରାଜନୀତି ଏବଂ ଆକ୍ରୋଶ ମୂଳକ ଆଭିମୁଖ୍ୟରୁ ସେ ବହୁ ଦୂରରେ । ସ୍ଥିତି ଦେଖି ନିଷ୍ପତି, ରାଜ୍ୟ ସ୍ବାର୍ଥରେ କରନ୍ତି ରାଜନୀତି । ବ୍ୟକ୍ତିତ୍ୱ ଯେପରି ରାଜନୀତି ମଧ୍ୟ ସେହିପରି ।…

ଓଡ଼ିଶାକୁ ୫୦୦ କୋଟି ଟଙ୍କା ବାତ୍ୟା…

ଭୁବନେଶ୍ବର: ବାତ୍ୟା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାତ୍ୟା ୟସର ସମୀକ୍ଷା ପରେ ଓଡ଼ିଶା ପାଇଁ ୫ ଶହ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳେ ବାତ୍ୟା ୟସ କ୍ଷୟକ୍ଷତି ଆକଳନ କରିବା ପରେ ସହାୟତା ରାଶି ଘୋଷଣା…

୮୯୮ଟି ବାତ୍ୟା ଆଶ୍ରୟସ୍ଥଳୀରେ ୭୮୩୯୦…

କେନ୍ଦ୍ରାପଡ଼ା : ଭୟଙ୍କର ରୂପ ନେଇ ଆସୁଛି ବାତ୍ୟା ‘ୟସ୍‌’ l ଏହାର ପ୍ରଭାବରେ ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ସାଙ୍ଗକୁ ପବନ ହେବା ଆରମ୍ଭ ହୋଇଛି l ସେପଟେ ଧୀରେ ଧୀରେ ବର୍ଷା ଆଉ ପବନର ବେଗ ବଢ଼ିବାରେ ଲାଗିଛି l ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ…

ବାତ୍ୟା ‘ୟସ୍’ ପାଇଁ ବୁଧବାର ଭୁବନେଶ୍ୱର…

ଭୁବନେଶ୍ୱର: ବାତ୍ୟା ୟସ୍ ପାଇଁ ବୁଧବାର ବନ୍ଦ ରହିବ ଟିକାକରଣ । ରାଜଧାନୀ ଭୁବନେଶ୍ୱର ସହ ରାଉରକେଲା ସହରାଞ୍ଚଳରେ ଆସନ୍ତାକାଲି କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ । ଏନେଇ ୨ ମହାନଗର ନିଗମ ସୂଚନା ଦେଇଛନ୍ତି । ବିଏମସି ଅଞ୍ଚଳରେ ୨୬ ତାରିଖରେ ଟିକା ନେବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ କରିଥିଲେ…

ବାତ୍ୟା ‘ୟସ୍’ ମୁକାବିଲା ନେଇ ଜାଣନ୍ତୁ…

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ଉତ୍ତରପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟସ୍’ । ଦକ୍ଷିଣ-ଦକ୍ଷିଣପୂର୍ବରେ…

ବାତ୍ୟା ‘ୟସ୍’ ର ମୁକାବିଲା…

ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ବାତ୍ୟା ୟସ ର ମୁକାବିଲା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସଆରସି କଣ୍ଟ୍ରୋଲ ରୁମରୁ ବାତ୍ୟାର ମୁକାବିଲା କିପରି କରାଯାଉଛି ସେନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ନବୀନ ନିବାସରୁ ରହି…

ଗୋଟେପଟେ କରୋନା ଅନ୍ୟପଟେ ବାତ୍ୟା : ଘର…

ବାଲେଶ୍ବର : ଗୋଟିଏପଟେ କରୋନା କଲବଲ କରୁଛି ତ ଅନ୍ୟପଟେ ମାଡିଆସୁଛି ବାତ୍ୟା ୟସ୍‌। ତେବେ ଏହାକୁ ନେଇ ଲେକେ‌ ଭୟଭୀତ ମଧ୍ୟ ଅଛନ୍ତି। ଏପରି ସମୟରେ ବାତ୍ୟାରୁ ଲୋକଙ୍କ ଜୀବନକୁ ସୁରକ୍ଷା ଦେବା ପାଇଁ ବାଲେଶ୍ବର ଜିଲ୍ଲା ସମୁଦ୍ରକୂଳ ଅଞ୍ଚଳରୁ ଦୁଇ ଦିନ ଧରି ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।…

ବାତ୍ୟା ସ୍ଥାନାନ୍ତରଣ, ଭିତ୍ତିଭୂମି,…

କେନ୍ଦ୍ରାପଡ଼ା : ସମ୍ବାବ୍ୟ ବାତ୍ୟା ୟସ ମୁକାବିଲା ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି l ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଶୁନ ମୃତାହତକୁ ନେଇ ଜିଲ୍ଲା ପ୍ରଶାସନ କାର୍ଯ୍ୟ ଆରମ୍ଭ କରିଛି l ବାତ୍ୟା ମୁକାବିଲା ନେଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି l ସେହି ସୁବିଧା…

ଆଉ କିଛି ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର…

ଭୁବନେଶ୍ୱର: ଅତି ଭୀଷଣ ରୂପ ନେଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି ବାତ୍ୟା ‘ୟସ୍’ । ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୬ କିମି ବେଗରେ ଆଗକୁ ବଢ଼ୁଛି ବାତ୍ୟା ‘ୟସ୍’ ।…