ଚୀନରେ ସି ଜିନପିଙ୍ଗଙ୍କ ଦବଦବା ଜାରି;…
ନୂଆଦିଲ୍ଲୀ: ଚୀନ୍ରେ ଲଗାତାର ତୃତୀୟ ଥର ପାଇଁ ଆରମ୍ଭ ହେଲା ସି ଜିନ୍ପିଙ୍ଗ ଯୁଗ । ଚୀନରେ ଜିନପିଙ୍ଗଙ୍କ ଆଧିପତ୍ୟ ଜାରି ରହିବା ସହିତ ତୃତୀୟ ଥର ପାଇଁ ସମ୍ଭାଳିବେ ଦେଶର ଶାସନ କ୍ଷମତା । ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ…