ସ୍ବାଗତମ୍ ୨୦୨୩: ଜ୍ୟୋତିଷିକ ଗଣନା…
ବିଶ୍ବ ନିୟନ୍ତାଙ୍କ ସୃଷ୍ଟି ବେଶ୍ ରହସ୍ୟମୟ । ଏହି ରହସ୍ୟମୟ ସୃଷ୍ଟିର ସମସ୍ତ ଜୀବଜଗତ ନିୟତିର ବିଧି ନିର୍ଦ୍ଦିଷ୍ଟ ନିତିନିୟମରେ ପରିଚାଳିତ। ସମସ୍ତ ଗ୍ରହ ନକ୍ଷତ୍ର ନିୟତିର ଅଧୀନ ଓ ମଣିଷର ଭାଗ୍ୟ ଦୈବର ଅଧୀନ। ଭାଗ୍ୟ ଫଳତି ସର୍ବତ୍ରଂ ନ ଚ ବିଦ୍ୟା ନ ଚ ପୌରୁଷମ୍। ସୌରଜଗତର ଗ୍ରହ ନକ୍ଷତ୍ରଙ୍କୁ…