ଆଜି ବିଶ୍ବ ସାମାଜିକ ନ୍ୟାୟ ଦିବସ
ଜାତିସଂଘ ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୦୯ରୁ ପ୍ରତିବର୍ଷ ଫେବୃଆରୀ ୨୦ ତାରିଖକୁ ବିଶ୍ବ ସାମାଜିକ ନ୍ୟାୟ ଦିବସ ଭାବେ ପାଳନ କରାଯାଉଛି । ୨୬ ନଭେମ୍ବର ୨୦୦୭ରେ ଏଥପାଇଁ ଆନୀତ ପ୍ରସ୍ତାବ ଜାତିସଂଘରେ ମଞ୍ଜୁରୀ ଲାଭ କରିଥିଲା । ଦାରିଦ୍ର୍ୟ, ସାମାଜିକ ବାସନ୍ଦ, ବେକାରି ଆଦି ଦୂର କରିବା ଦିଗରେ ମିଳିତ…