ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

World Cup

ବିଶ୍ୱକପ ୨୦୨୩ ପୁରସ୍କାର ରାଶି :…

ନୁଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ କାଲି ଶେଷ ହେବ। କାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଏହି ମ୍ୟାଚକୁ ନେଇ ବହୁ ଚର୍ଚ୍ଚା ଆଲୋଚନା କରାଯାଉଛି। ଭାରତ ଚଳିତ ବିଶ୍ବକପ୍‌ରେ ଅପରାଜେୟ ରହିଥିଲେ ମଧ୍ୟ…

୨୦୦୩ର ଅଷ୍ଟ୍ରେଲିଆ=୨୦୨୩ର ଭାରତ : ରହିଛି…

ନୂଆଦିଲ୍ଲୀ : ଚଳିତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ ବିଶ୍ୱକପ୍‌‌ରେ ଆୟୋଜକ ଭାରତ ଓ ଅଷ୍ଟ୍ରେଲିଆ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ହାଇଭୋଲ୍ଟେଜ ମ୍ୟାଚ୍‌‌ ଉପରେ ସାରା ବିଶ୍ୱର ନଜର ରହିଛି।…

ବିଶ୍ବକପ୍‌ରୁ ବିଦା ହେଲା ପାକିସ୍ତାନ :…

ନୂଆଦିଲ୍ଲୀ : ଭାରତରେ ଖେଳାଯାଉଥିବା ଚଳିତ ବିଶ୍ବକପ୍‌ରୁ ବିଦା ହୋଇଛି ପାକିସ୍ତାନ। ଦଳର ସେମିଫାଇନାଲ ଆଶା ଧୂଳିସାତ୍ କରିଦେଇଛି ଇଂଲଣ୍ଡ । ଶେଷ ଲିଗ୍ ମ୍ୟାଚରେ ପାକିସ୍ତାନକୁ ବିଶାଳ ୩୩୮ ରନ୍‌ର ଟାର୍ଗେଟ୍ ଦେଇଥିଲା ଇଂଲଣ୍ଡ। ନ୍ୟୁଜିଲାଣ୍ଡର ରନ୍ ରେଟକୁ ଟପି ଟପ୍-୪ରେ ରହିବା ପାଇଁ ଏହି ବିଜୟଲକ୍ଷ୍ୟକୁ…

ଅହମ୍ମଦାବାଦରେ ଭାରତର ବଡ଼ ବିଜୟ :…

ଅହମ୍ମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍‌ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଭାରତ। ପାକିସ୍ତାନ ବିପକ୍ଷରେ ଦମ୍‌ଦାର ବିଜୟ ସହ ଭାରତ ଚଳିତ ବିଶ୍ବକପ୍‌ରେ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୩ ଟି ଲିଗ୍‌ ମ୍ୟାଚରେ ବିଜୟ ସହ ୬ ପଏଣ୍ଟ ହାସଲ କରିଛି। ଆଜି…

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ…

ଅହମ୍ମଦାବାଦ୍‌‌ : ଆସନ୍ତାକାଲି ଅର୍ଥାତ ଶନିବାର ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌‌ର ସବୁଠାରୁ ଚର୍ଚ୍ଚିତ ମ୍ୟାଚ୍‌‌ ଖେଳାଯିବ। ଚଳିତ ୨୦୨୩ ବିଶ୍ବକପ୍‌ରେ ଉଭୟ ଦଳ ଦମ୍‌ଦାର ଫର୍ମରେ ରହିଛନ୍ତି। ଉଭୟ ଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଚଳିତ ବିଶ୍ବକପ୍‌ରେ ଦୁଇଟି…

ଜାଣନ୍ତୁ ବିଶ୍ୱକପ୍‌‌ରେ ଅଂଶଗ୍ରହଣକାରୀ…

ନୂଆଦିଲ୍ଲୀ : ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ଆଜିଠୁ ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍‌‌ ମ୍ୟାଚ୍‌‌ ଆରମ୍ଭ ହୋଇଛି । ପ୍ରତ୍ୟେକ ଦଳ ୨ଟି ଲେଖାଏଁ…

ବିଶ୍ୱକପ ପୁରସ୍କାର ରାଶି ଘୋଷଣା କଲା…

ନୂଆଦିଲ୍ଲୀ : ଅକ୍ଟୋବର ୫ରୁ ଭାରତରେ ଖେଳାଯିବ ବିଶ୍ୱକପ ୨୦୨୩। ବିଶ୍ବକପ୍‌ ନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଆଜି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବିଶ୍ବକପ୍‌ର ପୁରସ୍କାର ରାଶି ଘୋଷଣା କରିଛି। ଆଇସିସି ଟୁର୍ନାମେଣ୍ଟ ପାଇଁ ମୋଟ୍‌ ୧୦ ମିଲିୟନ ଆମେରିକୀୟ ଡଲାର…

ବିଶ୍ବକପ୍ ଇତିହାସରେ ପ୍ରଥମ,…

ନନ୍ଦିଘୋଷ ବ୍ୟୁରୋ: କ୍ରିକେଟ ବିଶ୍ୱ କପର ପ୍ରାରମ୍ଭିକ ପର୍ଯ୍ୟାୟରେ ୧୯୭୫ ଏବଂ ୧୯୭୯ରେ ଦୁଇଥର ବିଶ୍ୱ କପ ବିିଜେତା ହୋଇଥିବା ଓ୍ବେଷ୍ଟଇଣ୍ଡିଜକୁ ନିରାଶାଜନକ ପ୍ରଦର୍ଶନ କରିଛି। ଦଳ ଚଳିତ ବିଶ୍ୱକପ୍ ଖେଳିବା ପାଇଁ କ୍ୱାଲିଫାଏ କରିପାରିନାହିଁ। ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ସ୍କଟଲାଣ୍ଡ…

ଟି-୨୦ ବିଶ୍ବକପ୍‌ : ଦକ୍ଷିଣ ଆଫ୍ରିକା…

ପର୍ଥ: ଆଜି ଅଷ୍ଟ୍ରେଲିଆ ପର୍ଥରେ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି। ଭାରତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଭାରତ ବିଜୟ ହେଲେ ସେମିଫାଇନାଲରେ ଟିମ୍ ଇଣ୍ଡିଆର ସ୍ଥାନ ସୁନିଶ୍ଚିତ ହେବ। ଭାରତ ଓ ଦକ୍ଷିଣ ଆଫ୍ରିକା ମୁକାବିଲା ଉପରେ…

ଭାରତୀୟ କ୍ରିକେଟ ଦଳକୁ ବଡ ଝଟକା; ଟି-୨୦…

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍‌ ପୂର୍ବରୁ ଭାରତକୁ ଲାଗିଛି ବଡ ଝଟକା । ଟିମ ଇଣ୍ଡିଆର ଦକ୍ଷ ଦ୍ରୁତ ବୋଲର ଯଶପ୍ରିତ ବୁମରା ବିଶ୍ୱକପ ଦଳରୁ ବାଦ ପଡିଛନ୍ତି । ପିଠିରେ ଆଘାତ ଲାଗିବା କାରଣରୁ ତାଙ୍କୁ ବିଶ୍ୱକପରୁ ଓହରିବାକୁ ପଡିଛି । ଭାରତର କ୍ରିକେଟ ପ୍ରଶଂସକମାନଙ୍କ ଆଶା ଥିଲା ଯେ ବୁମରାହ ସୁସ୍ଥ ହୋଇ…