ବିଜ୍ଞାନର କରାମତି: ମଶାଙ୍କୁ ମାରିବେ ମଶା
ସମୟ ଯେତେ ଗଡ଼ିଚାଲିଛି, ବିଜ୍ଞାନ କ୍ଷେତ୍ରରେ ସେତେ ନୂଆ ନୂଆ ଜ୍ଞାନକୌଶଳର ବିକାଶ ହେବାରେ ଲାଗିଛି। ଏହି ଧାରାରେ ଏବେ ବିଜ୍ଞାନର ନୂଆ ଆବିଷ୍କାର ହେଉଛି ଜେନେଟିକାଲି ମୋଡିଫାୟାଡ୍ ମଶା। ଆମେରିକାର ଫ୍ଲୋରିଡାରେ ଏ ସମ୍ପର୍କରେ ଗବେଷଣା କରାଯାଇ ପ୍ରାୟ ୫ କୋଟି ଜେନେଟିକାଲି ମୋଡିଫାୟାଡ୍ ମଶା ସୃଷ୍ଟି…