ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Winter

ହାଡଭଙ୍ଗା ଜାଡରେ ଥରୁଛି ସାରା ଓଡିଶା,…

ଭୁବନେଶ୍ୱର: ହାଡଭଙ୍ଗା ଶୀତରେ ଥରୁଛି ସାରା ଓଡିଶା । ଅସହ୍ୟ ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ପବନ ବହୁଥିବାରୁ ପ୍ରବଳ ଜାଡ ଅନୁଭବ ହେବା ସହ ପାରଦ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ କମୁଛି। ୩ ଦିନ ପରେ ରାଜ୍ୟରେ ବାୟୁ ଚଳାଚଳରେ ଧୀରେ ଧୀରେ…

ଆଜିଠୁ କମିବ ଶୀତ ପ୍ରକୋପ, ୨-୩ ଡିଗ୍ରୀ…

ଭୁବନେଶ୍ୱର: ଗତ କିଛି ଦିନ ହେବ ଭୀଷଣ ଜାଡ଼ରେ ଥରୁଥିବା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିର ଖବର ଆଣିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ରର ଆକଳନ ଅନୁଯାୟୀ, ରାତି ତାପମାତ୍ରାରେ ୨ରୁ ୩ଡିଗ୍ରୀ ବୃଦ୍ଧି ପାଇବ ଏବଂ ଏଥିଯୋଗୁଁ ଶୀତର ପ୍ରକୋପ କମିବ। ବାୟୁମଣ୍ଡଳର ଉପରିଭାଗରେ ପଶ୍ଚିମା-ନିମ୍ନ…

କନ୍ଧମାଳରେ ପର୍ଯ୍ୟଟନ ଋତୁ, ‘ଶୀତ’ ଦେଉଛି…

କନ୍ଧମାଳ (ସଞ୍ଜୟ ପାତ୍ର): କନ୍ଧମାଳର ପ୍ରକୃତି ବେଶ ମନୋରମ। ଜିଲ୍ଲାର ପରିବେଶ ଓ ପ୍ରକୃତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ କନ୍ଧମାଳକୁ ଆସିଥାଆନ୍ତି। ଶୀତ ଦିନ ଆସିଲେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟ ବଢ଼଼ିବାରେ ଲାଗେ। ଏକ ପ୍ରକାର କହିଲେ କନ୍ଧମାଳ ଶୀତ ଲୋକଙ୍କୁ ଦେଉଛି…

ଆମେରିକାରେ ‘ଆର୍କଟିକ୍‌’ ବିସ୍ଫୋରଣ;…

ମାସାଚୁସେଟ୍ସ: ଆମେରିକାରେ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। ଏହା ମଧ୍ୟରେ ଶୁକ୍ରବାର ଆର୍କଟିକ୍‌ ବ୍ଲାଷ୍ଟ ହୋଇଛି। ବରଫ ଝଡ଼ ଯୋଗୁଁ କ୍ଷେତ୍ରର ତାପମାତ୍ରା ରେକର୍ଡ ହ୍ରାସ ପାଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟାତ ପ୍ରଭାବିତ ହୋଇଛି। ନ୍ୟୁ ହ୍ୟାମ୍ପସାୟରର ମାଉଣ୍ଟ ୱାଶିଂଟନରେ…

ଡିସେମ୍ବର ମାସ ଆରମ୍ଭ ପରେ ବି ରାଜ୍ୟରେ…

ଭୁବନେଶ୍ୱର: ଡିସେମ୍ବର ମାସର ପ୍ରଥମ ସପ୍ତାହ ଅଧା ହେଲାଣି। କିନ୍ତୁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଶୀତ ପ୍ରକୋପ ବଢ଼଼ୁନାହିଁ। ଏପର୍ଯ୍ୟନ୍ତ ଗୋଟିଏ ବି ଶୀତ ଲହର ଆସି ନ ଥିବା ବେଳେ ସ୍ୱାଭାବିକ ତଳକୁ ତାପମାତ୍ରା ଖସିବାରେ ନାଁ ଧରୁ ନାହିଁ। ଯଦିଓ ଏହି ସମୟ ମଧ୍ୟରେ ୨-୪ ଲେଖାଏଁ ୨ ଟି ପର୍ଯ୍ୟାୟରେ ଶୀତ…

ରାଜ୍ୟରେ ତାପମାତ୍ରା କମିବା ସହ ବଢୁଛି…

ଭୁବନେଶ୍ବର: ପ୍ରବଳ ଜାଡରେ ଥରୁଛି ଓଡ଼ିଶା । ପାରଦ କ୍ରମଶଃ ତଳକୁ ଖସିବା ସହ ବଢୁଛି ଶୀତର ପ୍ରକୋପ । ସକାଳୁ ସକାଳୁ ସବୁଠି ପ୍ରାୟ ଅଧିକାଂଶ ଜାଗାରେ ଘନ କୁହୁଡ଼ି ଆସ୍ତରଣ । ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଫଳରେ କମିଛି ତାପମାତ୍ରା । ମେଘମୁକ୍ତ ଆକାଶ ଏବଂ ଥଣ୍ଡା ପବନ ପ୍ରବାହ ପାଇଁ…

ରାଜ୍ୟରେ ତାପମାତ୍ରା କମିବା ସହ ବଢୁଛି…

ଭୁବନେଶ୍ୱର: ରାଜ୍ୟରେ କମୁଛି ତାପମାତ୍ରା ବଢୁଛି ଶୀତ । ଆହୁରି ୩ ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ। ଆସନ୍ତା ୩-୪ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ପାଗ ଶୁଖିଲା ରହିବା ସହ ରାତିର ତାପମାତ୍ରା ହ୍ରାସ ପାଇବ। ତାପମାତ୍ରା କମିବା ଯୋଗୁଁ ଅନେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ…

କାଲି ଅବପାତର ରୂପ ନେବ ବଙ୍ଗୋପସାଗରରେ…

ଭୁବନେଶ୍ୱର: ଦକ୍ଷିଣପୂର୍ବ ବଙ୍ଗୋପସାଗର ସଂଲଗ୍ନ ଆଣ୍ଡାମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଗୁରୁବାର ସକାଳେ ଏହି ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଧୀରେ ଧୀରେ ଏହା ଅଧିକ ଶକ୍ତିଶାଳୀ ହେଉଛି। ଏହି ଲଘୁଚାପ କ୍ଷେତ୍ରଟି ଆସନ୍ତା କାଲି ସୁଦ୍ଧା ଶକ୍ତିଶାଳୀ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ଥିବା…

ରାଜ୍ୟରେ ତଳମୁହାଁ ପାରଦ, ରାତି…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ । ପାରଦ ତଳମୁହାଁ ହେବା ଯୋଗୁଁ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ଖସିଛି । ଲଗାତାର ଭାବେ ତାମାତ୍ରା ହ୍ରାସ ହେବା କାରଣରୁ ଥଣ୍ଡା ଅନୁଭୂତ ହେଉଛି । ମୁଖ୍ୟତଃ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋ ଅଧିକ ହେଉଥିବା…

ଶୀତରେ ଥରୁଛି ସାରା ଓଡିଶା, ୧୦ ଡିଗ୍ରୀ…

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରି ଜାରି କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ ଟି ଜିଲ୍ଲାରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ ଦାରିଙ୍ଗବାଡ଼ିରେ ପାରଦ ୬ ଡିଗ୍ରୀରେ ପହଞ୍ଚିଛି। ଏହି ସ୍ଥିତି ଆହୁରି ଗୋଟିଏ ଦିନ ଜାରି ରହିବା ସହିତ ସୋମବାର ସକାଳ ପର୍ଯ୍ୟନ୍ତ ୬ ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ…