ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Winter Season

ଖସୁଛି ରାତି ତାପମାତ୍ରା, ରାଜ୍ୟରେ ପୁଣି…

ଭୁବନେଶ୍ୱର: ରାତିରେ କମୁଛି ପାରଦ । କଲବଲ କରୁଛି ଶୀତ । ଅସହ୍ୟ ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ସ୍ବାଭାବିକ ତାପମାତ୍ରା ଠାରୁ ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରା । ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାର ପାତ ଲାଗି ରହିଥିବା ନେଇ ଖବର ଆସିଛି ।…

ରାଜ୍ୟରେ ତଳମୁହାଁ ପାରଦ; ରାତି ତୁଳନାରେ…

ଭୁବନେଶ୍ୱର: ଦୁଇ ଦିନ ଲଗାଣ ବର୍ଷା ପରେ ରାଜ୍ୟରେ ଶୀତ ବଢ଼ିବାରେ ଲାଗିଛି । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଲଗାଇ ବସୁଛନ୍ତି ଲୋକେ । ବର୍ତ୍ତମାନ ରାଜ୍ୟରେ ରାତି ତୁଳନାରେ ଦିନରେ ତାପମାତ୍ରା ସ୍ୱାଭାବିକଠାରୁ କମ୍‌‌ ରହୁଛି। ଏହାଦ୍ୱାରା ଦିନ ବେଳା ଥଣ୍ଡା ଅନୁଭୂତ ହେଉଛି। ମାତ୍ର…

ଖସୁଛି ପାରଦ, ବଢୁଛି ଶୀତ; ୧୫ ଡିଗ୍ରୀ…

ଭୁବନେଶ୍ୱର: ଓଡ଼ିଶାକୁ ଛୁଇଁଛି ପହିଲି ଶୀତ । ପାରଦ ଖସିବା ସହ ଧୀରେ ଧୀରେ ବଢୁଛି ଶୀତ । ଶୀତ ସହ ଦୃଶ୍ୟମାନ ହେଉଛି ଘନ କୁହୁଡି । ସ୍ବାଭାବିକ ଠାରୁ ୨ ରୁ ୪ଡିଗ୍ରୀ କମିଛି ତାପମାତ୍ରା । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୪ଟି ସହରର ରାତି ତାପମାତ୍ରା ୧୫ ଡିଗ୍ରୀ ତଳେ…

ଜାନୁଆରୀ ପ୍ରଥମ ସପ୍ତାହରେ କମ୍‌ ରହିବ…

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବୃଦ୍ଧି ଜାରି ରହିଛି। ରାଜ୍ୟକୁ ପ୍ରବେଶ କରୁଥିବା ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ତାପମାତ୍ରା ବୃଦ୍ଧି କରାଇବାରେ ସହାୟକ ହେଉଛି। ଫଳରେ ଶୀତର ପ୍ରକୋପ ଯଥେଷ୍ଟ କମ୍‌‌ ରହୁଛି। ଡିସେମ୍ବର ୩୧ରୁ ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ…

ଶୀତଦିନରେ ଆଣ୍ଠୁଗଣ୍ଠି ସମସ୍ୟାର କିପରି…

ଶୀତଦିନ ଆସିବା ମାତ୍ରେ ବୟସ୍କ ବ୍ୟକ୍ତିଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଅଧିକ ହୁଏ। ଅନିୟମିତ ଜୀବନଶୈଳୀ ଓ ଅସ୍ବାସ୍ଥ୍ୟକର ଖାଦ୍ୟ ଯୋଗୁଁ ଆର୍ଥ୍ରାଇଟିସ୍‌ ସମସ୍ୟା ଏବେ ଶିଶୁ ଓ ଯୁବକଙ୍କଠାରେ ମଧ୍ୟ ଦେଖାଯାଉଛି। ଶୀତଦିନ ଆସିଲେ, ଆର୍ଥ୍ରାଇଟିସ୍‌ ରୋଗୀଙ୍କ କଷ୍ଟ ଆହୁରି ବଢ଼ିଯାଇଥାଏ। ତେଣୁ ନିୟମିତ ଭାବେ…

ଆସନ୍ତା ୨ ଦିନ ପରେ ୪ ଡିଗ୍ରୀ କମିବ…

ଭୁବନେଶ୍ୱର: ଆସନ୍ତା ୨ ଦିନ ପରେ ରାଜ୍ୟରେ ତାମପାତ୍ରା ପୁଣି ହ୍ରାସ ପାଇବ। ଅନେକ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ। ଫଳରେ ରାଜ୍ୟରେ ପୁଣି ଥରେ ପ୍ରବଳ ଶୀତ ଅନୁଭୂତ ହେବ। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଥିବା ଅବପାତ ପ୍ରଭାବରେ ରାଜ୍ୟକୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ପ୍ରବେଶ…

ଖୁବଶୀଘ୍ର ରାଜ୍ୟରେ ବୃଦ୍ଧି ପାଇବ ଶୀତର…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୩-୪ ଦିନ ମଧ୍ୟରେ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଫଳରେ ବର୍ତ୍ତମାନ ତୁଳନାରେ ରାଜ୍ୟରେ ଅଧିକ ଥଣ୍ଡା ଅନୁଭୂତ ହେବ। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶେଷ ଶୀତ ଅନୁଭୂତ ହୋଇନାହିଁ। ତାପମାତ୍ରା କମିଥିଲେ ମଧ୍ୟ କେବଳ ରାତିରେ ସାମନ୍ୟ ଥଣ୍ଡା ହେଉଛି।…

ଡିସେମ୍ବର ଅଧା ହେଲାଣି ମାତ୍ର ଶୀତ…

ଭୁବନେଶ୍ୱର: ଡିସେମ୍ବର ମାସ ଅଧା ହେଲାଣି। ଦିନ କେଇଟା ପରେ ଶୀତ ଦିନ ଶେଷ ହେବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଥଣ୍ଡା ଲହରୀ ପଡ଼ି ପାରି ନାହିଁ। ଓଡ଼ିଶା ଉପରେ ବାରମ୍ବାର ପାଣିପାଗ ଜନିତ ଅସୁବିଧା ରହୁଛି। ଏହା ଦ୍ୱାରା ତାପମାତ୍ରରେ ବିଶେଷ ହ୍ରାସ ହୋଇପାରୁ ନାହିଁ। ପାଗ ମେଘୁଆ ହେତୁ ସ୍ୱାଭାବିକ ଉପରେ…

ବଦଳିଲା ପାଗ, ୨ ଦିନରେ ରାଜ୍ୟରେ ବଢିବ…

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ରାଜ୍ୟରେ ବଢ଼ିବ ଶୀତ। ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇ ପ୍ରଭାବ ହରାଇଥିବା ବେଳେ ଏବେ ତାପମାତ୍ରା କମିବ। ତେଣୁ ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ। ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। ଲଘୁଚାପଜନିତ…