ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

who

ଭାଇରାଲ ହେପାଟାଇଟିସ୍‌କୁ ନେଇ ‘ହୁ’ ର…

ନୂଆଦିଲ୍ଲୀ: ଭାଇରାଲ ହେପାଟାଇଟିସ୍‌ ରୋଗ ଦିନକୁ ଦିନ ଘାତକ ହେବାରେ ଲାଗିଛି। ଏହି ରୋଗୀସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତଦନୁସାରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଚେତାବନୀ ଜାରି କରିଛି। ଏହି ସଂକ୍ରାମକ ରୋଗ ବିଶ୍ବରେ ଦିନକୁ…

୫ କୋଟି ଲୋକଙ୍କ ଜୀବନ ନେଇପାରେ ନୂଆ…

ନୂଆଦିଲ୍ଲୀ : ମାଡିଆସୁଛି ଆଉ ଏକ ମହାମାରୀ। କରୋନାଠାରୁ ବି ଭୟଙ୍କର ବିପତ୍ତିର ସାମ୍ନା କରିବ ବିଶ୍ବ । ଏନେଇ ବିଶ୍ବବାସୀଙ୍କୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କରୋନାଭାଇରସ୍ ସାରା ବିଶ୍ୱରେ ବିପର୍ଯ୍ୟୟ ଘଟାଇଛି ଏବଂ ଅନେକ ଦେଶର ଲୋକମାନେ କ୍ରମାଗତ ଭାବରେ ଏହି ମହାମାରୀରେ ଏବେ ବି ଶିକାର…

ସମ୍ପୂର୍ଣ୍ଣ ତଥ୍ୟ ଦେଉନି ଚୀନ୍‌: କରୋନା…

ନୂଆଦିଲ୍ଲୀ: ଏବେ ଚୀନ୍‌ରେ କରୋନା ସଂକ୍ରମଣ ଏବଂ କରୋନାଜନିତ ମୃତ୍ୟୁ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ଗତ ମାସ ପ୍ରାରମ୍ଭରୁ ବଢିଥିବା ସଂକ୍ରମଣ ଲଗାତର ଭାବେ କାୟା ବିସ୍ତାର କରି ଚାଲଇଥିବା ବେଳେ ଦୈନିକ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କିନ୍ତୁ ଚୀନ୍‌ ଏ ସମ୍ପର୍କରେ ବିଶ୍ବ ସ୍ବାସ୍ଥ୍ୟ…

ଭାରତ ନିର୍ମିତ କଫ୍ ସିରପ ପିଇ ଗାମ୍ୱିଆରେ…

ନୂଆଦିଲ୍ଲୀ: ଥଣ୍ତା, ଜ୍ୱର ଓ କଫ ପାଇଁ ହରିୟାଣାରେ ମେଡେନ ଫାର୍ମାସ୍ୟୁଟିକାଲ ତରଫରୁ ପ୍ରସ୍ତୁତ ୪ଟି କଫ୍ ସିରପ ବ୍ୟବହାର ନ କରିବାକୁ ସତର୍କ କରାଇଲା ହୁ'। ଏହି ସିରପ ପିଇ ଗାମ୍ୱିଆରେ ୬୬ ଶିଶୁଙ୍କ ମୃତ୍ୟୁ ପରେ ଭାରତ ସମେତ ସବୁ ଦେଶକୁ ସତର୍କତା ଜାରି କରିଛି ହୁ' । ଲ୍ୟାବରାଟୋରୀରେ ଏହି ସିରପ ପରୀକ୍ଷା…

ଚିନ୍ତାଜନକ ସ୍ଥିତିରେ ମଙ୍କିପକ୍ସ…

ନୂଆଦିଲ୍ଲୀ : ବିଶ୍ବରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି। ମଙ୍କିପକ୍ସ ମାମଲା ବିଶ୍ୱରେ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିବା ପରେ ଏହାକୁ ଗୁରୁତର ସହ ନେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ସଂକ୍ରମଣକୁ ଦୃଷ୍ଟିରେ ରଖି ମଙ୍କିପକ୍ସକୁ ଅନ୍ତର୍ଜାତୀୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା…

କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର…

ନୂଆଦିଲ୍ଲୀ:କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ । କୋଭିଡର ତୃତୀୟ ଲହରି ବର୍ତ୍ତମାନ ଭାରତର ଦ୍ୱାରଦେଶରେ ପହଞ୍ଚି ସାରିଲାଣି । ତେଣୁ ଗତ ଦୁଇବର୍ଷ ଧରି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବା ଏହି କୋଭିଡ ମହାମାରୀର ଅନ୍ତ କେବେ…

ସତର୍କ କଲା ‘ହୁ’ : ଓମିକ୍ରନ ଯୋଗୁଁ…

ନୂଆଦିଲ୍ଲୀ : କରୋନା ଜୀବାଣୁର ଏକ ନୂତନ ତଥା ଅଧିକ ସଂକ୍ରାମକ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁଣିଥରେ ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) । ସମଗ୍ର ବିଶ୍ବରେ କରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ସାଂଘାତିକ କଥା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ହୁ କହିଛି,…

ସତର୍କ କରାଇଲା ‘ହୁ’ : ସାରା ବିଶ୍ବ ପାଇଁ…

ନୂଆଦିଲ୍ଲୀ : କରୋନା ପ୍ରକୋପ ଏକପ୍ରକାର ସରି ଆସୁଥିବା ବେ ଏବେ ଭୂତାଣୁର ନୂଆ ଭ୍ୟାରିଆଣ୍ଟ ‘ଓମିକ୍ରନ’କୁ ନେଇ ସାରା ବିଶ୍ବରେ ପୁଣି ଭୟ ବାତାବରଣ ସୃଷ୍ଟି ହୋଇଛି।ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭ୍ୟାରିଆ ମାତ୍ର ୬ ଦିନ ମଧ୍ୟରେ ୧୬ଟି ରାଷ୍ଟ୍ରରେ ପହଞ୍ଚି ସାରିଥିବା ବେଳେ ଏହା ସାରା…

ଭାରତର କରୋନା ଟିକା କୋଭାକ୍ସିନକୁ ମିଲିଲା…

ନୂଆଦିଲ୍ଲୀ: ଭାରତର କରୋନା ଟିକା କୋଭାକ୍ସିନକୁ ସ୍ୱୀକୃତି ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ । କୋଭାକ୍ସିନକୁ ସ୍ୱୀକୃତି ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନକୁ ସ୍ୱୀକୃତି ମିଳିଥିବା ସୂଚନା ମିଳିଛି। କୋଭାକ୍ସିନ ଭାରତ ବାୟୋଟେକ ଦ୍ୱାରା ନିର୍ମିତ…

କରୋନାର ଡେଲ୍ଟା ଭାରିଆଣ୍ଟଠୁ ଅଧିକ…

ଜିନେଭା: ଦିନକୁ ଦିନ ନିଜର ରୂପ ବଦଳାଉଛି ମହାମାରୀ କରୋନା ଭୁତାଣୁ । କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । କରୋନାର ବିଭିନ୍ନ ଭାରିଆଣ୍ଟ ଆସିବା ପରେ ଏବେ ଆସିଛି ନୂଆ ଭାରିଆଣ୍ଟ 'ମୁ' । ଏହି ନୂଆ ଭୁତାଣୁର…