ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

WESTERN ODISHA

ଆଦିବାସୀ ବହୁଳ ଅଞ୍ଚଳରେ ହେଉଥିବା…

(ବିରେନ ନାଗ): ଶୁଭ ବିବାହ, ଏହା ଏକ କାର୍ଯ୍ୟକ୍ରମ ନୁହେଁ। ଅଚିହ୍ନା, ଅଜଣା ଦୁଇଟି ମନ ମିଶି ନୂଆ ସଂସାର ଗଢିବାର ଲୋକ ପରମ୍ପରା। ବଂଶରକ୍ଷା ପାଇଁ ବଂଶାନୁକ୍ରମିକ ଭାବରେ ପାଳନ କରାଯାଉଥିବା ପବିତ୍ର ବିଧି, ପଦ୍ଧତି ହେଉଛି ବାହାଘର। ଧର୍ମ, ଜାତି, ସମାଜ ଅନୁସାରେ ଭିନ୍ନ ସ୍ଥାନରେ ଭିନ୍ନ ପରମ୍ପରା ରହିଛି।…

ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା…

ସମ୍ବଲପୁର: ମାଆ ସମଲେଶ୍ୱରୀଙ୍କ ଠାରେ ଲାଗି ହେଲା ନବାନ୍ନ । ନିର୍ଦ୍ଧାରିତ ସମୟରେ ଲାଗିହେଲା ନବାନ୍ନ । ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଛି ପଶ୍ଚିମ ଓଡ଼ିଶା । ଘରେଘରେ ନୂଆ ଖାଉଛନ୍ତି ପଶ୍ଚିମ ଓଡ଼ିଶାବାସୀ ।ନୂଆଁଖାଇ ମାଟି ମା’ର ପର୍ବ । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ…

ପ୍ରକୃତିର ପାର୍ବଣ ନୂଆଁଖାଇ, ବହୁ…

ନୂଆଁଖାଇ ମାଟି ମା’ର ପର୍ବ । ଯେଉଁ ମାଟି ବଞ୍ଚିରହିବା ପାଇଁ ମଣିଷକୁ ଅନ୍ନ ମୁଠାଏ ଦିଏ, ତା’ର ପୂଜା ନ କରି ମଣିଷ ନବାନ୍ନ ଗ୍ରହଣ କରିପାରେନା । ବହୁ ଆଡ଼ମ୍ବରରେ ପଶ୍ଚିମ ଓଡ଼ିଶାର ଘରେ ଘରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । କୃଷିଭିତ୍ତିକ ଏହି ପର୍ବ ଚାଷୀ ପରିବାରରେ ନୂଆ ଆନନ୍ଦ ଆଣିଦେଇ ଥାଏ। ସମସ୍ତେ…

ଆଜି ‘ସମ୍ବଲପୁରୀ ଦିନ୍’…

ସମ୍ବଲପୁର: ଆଜି 'ସମ୍ବଲପୁରୀ ଦିନ୍' ପାଲଉଛି ପଶ୍ଚିମ ଓଡ଼ିଶା। ସମ୍ବଲପୁରୀ ପୋଷକା ପିନ୍ଧି ମା' ସମଲେଇଙ୍କୁ ପୂଜାର୍ଚ୍ଚାନା କରୁଛନ୍ତି ପଶ୍ଚିମ ଓଡ଼ିଶାବସୀ । ବିଶିଷ୍ଟ ସମ୍ବଲପୁରୀ ଲେଖକ ତଥା ସମ୍ବଲପୁରୀ ଭାଷାରେ ବ୍ୟାକରଣ ଲେଖି ଚର୍ଚ୍ଚାକୁ ଆସିଥିବା ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ…

ଆଜି ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା…

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବିକାଶ କାହାଣୀରେ ଯୋଡ଼ିହେବାକୁ ଯାଉଛି ଆଉ ଏକ ଐତିହାସିକ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲା ଗସ୍ତ ଅବସରରେ ନୂଆପଡ଼ାଠାରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ…

ଆଜି ପ୍ରକୃତିର ପାର୍ବଣ ନୂଆଁଖାଇ :…

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଚଳଚଞ୍ଚଳ ପଶ୍ଚିମ ଓଡ଼ିଶାର ଗାଁଠୁ ସହର। ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା ସମଲେଇଙ୍କ ନିକଟରେ ପଶ୍ଚିମଓଡ଼ିଶା ତଥା ରାଜ୍ୟବାସୀଙ୍କ ମଙ୍ଗଳ…

ପ୍ରକୃତିର ପାର୍ବଣ ନୂଆଁଖାଇ

ନୂଆଁଖାଇ ହେଉଛି କୃଷି ଓ କୃଷକର ପର୍ବ। ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଏହା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି,ଭାଷା,ପରମ୍ପରା,ଚାଲି-ଚଳଣ ଏବଂ ସର୍ବୋପରି ଭାବାବେଗ ସହିତ ଓତଃପ୍ରୋତ…

ସୁନ୍ଦରଗଡ଼ରେ ଏମ୍ସକୁ କେନ୍ଦ୍ରର…

ଭୁବନେଶ୍ୱର : ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ବେଶ୍‍ ଉଦ୍‍ବିଗ୍ନ ଓ ଏ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ରାଜ୍ୟର ବିଜେପି ସାଂସଦ ଓ ଦଳର ନେତାମାନେ ଅନେକବାର ତୁମ୍ଭୀତୋଫାନ କରିଥିବା ଦେଖାଯାଇଛି। ମାତ୍ର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ…

ନବୀନଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା : ନୂଆ…

ଭୁବନେଶ୍ବର : ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ରାଜ୍ୟ ସରକାରଙ୍କ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ରାଜ୍ୟରେ ପଶ୍ଚିମ ଓଡ଼ିଶାରେ ବିକାଶ ହେଉନଥିବା ଏବଂ ପଛୁଆ…

ସନ୍ତୁଳିତ ଓ ସମନ୍ୱିତ ବିକାଶ ଲକ୍ଷ୍ୟରେ…

ଭୁବନେଶ୍ୱର : ରାଜ୍ୟର ସନ୍ତୁଳିତ ଓ ସମନ୍ୱିତ ବିକାଶ ସରକାରଙ୍କ ପ୍ରାଥମିକତା ହୋଇ ଆସିଛି। ସମସ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ସହ ଆଞ୍ଚଳିକ ବୈଷମ୍ୟ ଦୂରୀକରଣ ପ୍ରତି ଯୋଜନାର ମୂଳ ଲକ୍ଷ୍ୟ ହୋଇଛି। ଏହାକୁ ହାସଲ କରିବା ପାଇଁ ‘ମିଶନ୍‍ ପଶ୍ଚିମ ଓଡ଼ିଶା’ ଅଧୀନରେ ପଶ୍ଚିମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ,…