ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

West Bengal

ବାଲେଶ୍ୱର ସୀମାବର୍ତ୍ତି ପଶ୍ଚିମବଙ୍ଗ…

ବାଲେଶ୍ୱର : ଆଡେନୋ ଭୁତାଣୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଆତଙ୍କ ଖେଳାଉଛି। ଏହି ଭୁତାଣୁର ସଂକ୍ରମଣ ବାଲେଶ୍ୱର ଜିଲ୍ଲାର ପଶ୍ଚିମବଙ୍ଗ ସୀମାବର୍ତ୍ତି ଅଞ୍ଚଳରେ ବ୍ୟାପିବାରେ ଲାଗିଛି। ପ୍ରାୟ ଦଶ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଏହି ଭୁତାଣୁ ଅଧିକ ସଂକ୍ରମିତ କରୁଥିବା ଜଣାଯାଇଛି।ତେବେ ପଡୋଶୀ ରାଜ୍ୟର…

ଆଜି ନବୀନ ପଟ୍ଟନାୟକଙ୍କୁ ଭେଟିବେ…

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାକୁ ଏକ ସୌଜନ୍ୟମୁଳକ ସାକ୍ଷାତ ବୋଲି ମମତା କହିଛନ୍ତି । ହକି ବିଶ୍ବକପ୍ ସମୟରେ ନବୀନ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ…

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ…

କୋଲକାତା: ପଶ୍ଚିମବଙ୍ଗ ହାୱଡାରେ ଶୁକ୍ରବାର ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମରେ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଲାଗିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇ ସଭା ମଞ୍ଚକୁ ଉଠି ନାହାନ୍ତି। ରାଗରେ ଚିଡ଼ି ଯିବାପରେ ମଞ୍ଚକୁ ନଯାଇ ମଞ୍ଚ ତଳେ ଏକ ଚେୟାରରେ…

ପଶ୍ଚିମବଙ୍ଗ ଟିଏମସି ନେତାଙ୍କ ଘରେ ବୋମା…

କୋଲକାତା: ଗତକାଲି ରାତିରେ ପଶ୍ଚିମବଙ୍ଗ ଅନ୍ତର୍ଗତ ପୂର୍ବ ମେଦିନୀପୁର ସ୍ତିତ ଅର୍ଜୁନ ନଗର ଅଞ୍ଚଳରେ ରହୁଥିବା ତ୍ରୁଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ଅଚାନକ ବୋମା ବିସ୍ଫୋରଣ ହୋଇ ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣ ପରେ ସ୍ଥାନୀୟ…

ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା…

କୋଲକାତା: ପୁଅ ସହ ମିଶି ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ମା' । ପଶ୍ଚିମବଙ୍ଗର ଦକ୍ଷିଣ ପରଗାନାର ବାରୁପୁର ଅଞ୍ଚଳରୁ ଏପରି ଏକ ଭୟାନକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ନୌସେନାରୁ ଅବସରପ୍ରାପ୍ତ ବାପଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତରେ…

ଡକ୍ଟର ସିଭି ଆନନ୍ଦା ବୋଷ ହେଲେ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ହେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡ.ସିଭି ଆନନ୍ଦା ବୋଷ । କେନ୍ଦ୍ର ସରକାରଙ୍କ ସୁପାରିସକ୍ରମେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଭାବେ ଡକ୍ଟର ବୋଷଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତାଙ୍କର ଏହି…

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ ଘଟଣା: ନିଜ…

କୋଲକାତା: ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନିଜ ଦଳର ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା…

ରାଷ୍ଟ୍ରପତିଙ୍କୁ ତାଚ୍ଛଲ୍ୟ କରି ଅରୁଚିକର…

ନୂଆଦିଲ୍ଲୀ: ମର୍ଯ୍ୟାଦାର ସୀମା ଲଂଘିଲେ ମମତାଙ୍କ ମନ୍ତ୍ରୀ । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ତାଚ୍ଛଲ୍ୟ କରିଛନ୍ତି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅଖିଳ ଗିରି । ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଆୟୋଜିତ ଏକ ଜନସଭାରେ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ…

ସ୍ମାର୍ଟ ଫୋନ୍‌ କିଣିବା ନିଶା; ଟଙ୍କା…

କୋଲକାତା: ଆଜିକାଲି ସବୁକିଛି ମୋବାଇଲ ଫୋନ ଦ୍ବାରା କରିବା ସମ୍ଭବ। ଏଥିପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। କିନ୍ତୁ ସ୍ମାର୍ଟଫୋନ ନିଶାରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଯାହା କରିଛନ୍ତି ତାହା ଶୁଣିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପଡ଼ିବେ।…

କୋଲକତାରେ ମା’ ଦୁର୍ଗାଙ୍କ…

କୋଲକାତା: କୋଲକତାର ଜଲପାଇଗୁଡ଼ିରେ ମା' ଦୁର୍ଗାଙ୍କ ଭସାଣି ସମୟରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ସମୟରେ ଜଲପାଇଗୁଡ଼ିର ମାଲ ନଦୀ କୂଳରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନଦୀରେ ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ…