Browsing Tag

West Bengal

ପୁଅ ସହ ମିଶି ସ୍ୱାମୀକୁ ହତ୍ୟା କଲା…

କୋଲକାତା: ପୁଅ ସହ ମିଶି ସ୍ବାମୀକୁ ମାରି ୬ରୁ ୮ଖଣ୍ଡ କରି କାଟି ଦେଲା ମା' । ପଶ୍ଚିମବଙ୍ଗର ଦକ୍ଷିଣ ପରଗାନାର ବାରୁପୁର ଅଞ୍ଚଳରୁ ଏପରି ଏକ ଭୟାନକ ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ପୁଅ ନୌସେନାରୁ ଅବସରପ୍ରାପ୍ତ ବାପଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗ ପରେ ମାମଲାର ତଦନ୍ତରେ…

ଡକ୍ଟର ସିଭି ଆନନ୍ଦା ବୋଷ ହେଲେ…

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ହେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡ.ସିଭି ଆନନ୍ଦା ବୋଷ । କେନ୍ଦ୍ର ସରକାରଙ୍କ ସୁପାରିସକ୍ରମେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଭାବେ ଡକ୍ଟର ବୋଷଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତାଙ୍କର ଏହି…

ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ ଘଟଣା: ନିଜ…

କୋଲକାତା: ମନ୍ତ୍ରୀ ଅଖିଳ ଗିରିଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରି ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ନିଜ ଦଳର ମନ୍ତ୍ରୀ ଅଖିଳ ଗିରିଙ୍କ ପାଇଁ କ୍ଷମା ମାଗିଲେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା…

ରାଷ୍ଟ୍ରପତିଙ୍କୁ ତାଚ୍ଛଲ୍ୟ କରି ଅରୁଚିକର…

ନୂଆଦିଲ୍ଲୀ: ମର୍ଯ୍ୟାଦାର ସୀମା ଲଂଘିଲେ ମମତାଙ୍କ ମନ୍ତ୍ରୀ । ଦେଶର ପ୍ରଥମ ନାଗରିକ ତଥା ଓଡ଼ିଆ ଝିଅ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ତାଚ୍ଛଲ୍ୟ କରିଛନ୍ତି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅଖିଳ ଗିରି । ପଶ୍ଚିମବଙ୍ଗର ନନ୍ଦିଗ୍ରାମର ଆୟୋଜିତ ଏକ ଜନସଭାରେ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ…

ସ୍ମାର୍ଟ ଫୋନ୍‌ କିଣିବା ନିଶା; ଟଙ୍କା…

କୋଲକାତା: ଆଜିକାଲି ସବୁକିଛି ମୋବାଇଲ ଫୋନ ଦ୍ବାରା କରିବା ସମ୍ଭବ। ଏଥିପାଇଁ ପିଲାଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ସ୍ମାର୍ଟଫୋନ ଉପରେ ନିର୍ଭରଶୀଳ ହୋଇପଡିଛନ୍ତି। କିନ୍ତୁ ସ୍ମାର୍ଟଫୋନ ନିଶାରେ ପଶ୍ଚିମବଙ୍ଗର ଜଣେ ନାବାଳିକା ଯାହା କରିଛନ୍ତି ତାହା ଶୁଣିଲେ ଅନେକ ହୁଏତ ଆଶ୍ଚର୍ଯ୍ୟ ହୋଇପଡ଼ିବେ।…

କୋଲକତାରେ ମା’ ଦୁର୍ଗାଙ୍କ…

କୋଲକାତା: କୋଲକତାର ଜଲପାଇଗୁଡ଼ିରେ ମା' ଦୁର୍ଗାଙ୍କ ଭସାଣି ସମୟରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ସମୟରେ ଜଲପାଇଗୁଡ଼ିର ମାଲ ନଦୀ କୂଳରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନଦୀରେ ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ…

ଅଧାରେ ରହିଗଲା ବୋଲବମ ଯାତ୍ରା: ସର୍ଟ…

କୋଲକାତା: ପଶ୍ଚିମବଙ୍ଗର କୋଚ ବିହାରରେ ଅଭାବନୀୟ ଘଟଣା । ଜେନେଟରରୁ ସର୍ଟ ସର୍କିଟ ଯୋଗୁଁ ୧୦ ବୋଲବମ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ କାଉଡ଼ିଆ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶ୍ରାବଣ ମାସ ପାଇଁ ଜଳଲାଗି ପାଇଁ ପିକ ଅପ୍ ଭ୍ୟାନରେ ଆସୁଥିଲେ କାଉଡ଼ିଆ । ଉକ୍ତ ଭ୍ଯାନରେ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା:…

କଲିକତା: ବିଦା ହେଲେ ପାର୍ଥ। ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପ୍ରମାଣ ମିଳିବା ପରେ ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ…

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ…

କୋଲକାତା: ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କଲା ଇଡି । ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ପାର୍ଥଙ୍କୁ ଗିରଫ କରାଯାଇଛି । ୨୬ ଘଣ୍ଟା ମାରାଥନ ଜେରା ପରେ ପାର୍ଥଙ୍କୁ ଗିରଫ କରାଯାଇଛି । ଗତକାଲି ଇଡି ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଚଢାଉ…

ଭୁବନେଶ୍ୱର ରେଳ ଷ୍ଟେସନରୁ ନିଖୋଜ…

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସ୍ୱିଟି ରଏ ନିଖୋଜ ଘଟଣା ଉପରୁ ଉଠିଲା ପରଦା । ପଶ୍ଚିମବଙ୍ଗ ହାୱଡ଼ା ଷ୍ଟେସନର ସିସିଟିଭି ଫୁଟେଜ୍‌ରୁ ସ୍ୱିଟି ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଠାବ କରିଛି ଜିଆରପି । ଏବେ ସେମାନେ ଚିତ୍ତପୁର ଟାଉନ୍‌ରେ ଥିବା ଜଣାପଡ଼ିଛି । ଛାତ୍ରୀଙ୍କୁ ଉଦ୍ଧାର…