ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

WeatherUpdate

୩୫ ଡିଗ୍ରୀ ଛୁଇଁଲା ୪ ଜିଲ୍ଲାର ପାରଦ, ଆଉ…

ଭୁବନେଶ୍ୱର: ମାଘରେ ବାଘଖରା। ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ…

ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ…

ଭୁବନେଶ୍ୱର : ଓଡ଼ିଶାରେ ବଡ ବର୍ଷା ସମ୍ଭାବନା । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ମିଆଁମାର ଉପକୂଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆସନ୍ତା ୭୨ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ । ପ୍ରଭାବରେ ୧୫ ତାରିଖ ପର୍ଯ୍ୟନ୍ତ ଅବିଶ୍ରାନ୍ତ…

ବର୍ଷା ଅଭାବରୁ ୧୧ ଜିଲ୍ଲା ସ୍ଥିତି…

ଭୁବନେଶ୍ୱର: ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ନିଅଣ୍ଟିଆ ବର୍ଷାର ପ୍ରଭାବ ଜାରି ରହିଛି। ନିଷ୍କ୍ରିୟ ମୌସୁମୀ ଯୋଗୁଁ ତାତି ବଢ଼଼ିବା ସହିତ ଗରମ ଗୁଳୁଗୁଳି ଲାଗି ରହିଛି। ବର୍ଷା ଅଭାବରୁ ରାଜ୍ୟର ୧୧ ଜିଲ୍ଲାରେ ସ୍ଥିତି ଖରାପ ହେବାରେ ଲାଗିଛି। ଦିନେ ଦୁଇଦିନ ମଧ୍ୟରେ ବର୍ଷା ନ ହେଲେ ପରିସ୍ଥିତି ଆହୁରି…

ରାଜ୍ୟରେ ଅସହ୍ୟ ତାତି: ଦିନ ସାଢେ ୧୧ଟା…

ଭୁବନେଶ୍ୱର: ସାରା ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ତତଲା ତାୱାରେ ଭାଜି ହେଉଛି ସାରା ରାଜ୍ୟ। ଗତ କିଛି ଦିନଧରି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ଆଜି ଦିନ ସାଢେ ୧୧ଟା ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ଅନୁସାରେ ସମ୍ବଲପୁର…

ରାଜ୍ୟରେ ଆହୁରି ଦୁଇ ଦିନ ଭୀଷଣ ଗ୍ରୀଷ୍ମ…

ଭୁବନେଶ୍ୱର: ଅସହ୍ୟ ତାତି ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଶିଜୁଛି ଓଡ଼ିଶା। ମୌସୁମୀ ବର୍ଷା ବଦଳରେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ସକାଳୁ ରୌଦ୍ରତାପ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି ରହୁଥିବା ବେଳେ ଦିନ ତମାମ ଗୁଳୁଗୁଳିରେ ଲୋକେ ନକଲବଲ ହେଉଛନ୍ତି। ବାହାରେ ତାତି…

ଆଜିଠୁ ବଢ଼ିବ ତାତି

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟରେ ଦିନର ତାପମାତ୍ରା ଅଧିକ ରହୁଥିବା ବେଳେ ସୋମବାରଠାରୁ ଉଭୟ ଦିନ ଓ ରାତିର ତାପମାତ୍ରା ଅଧିକ ରହିବ। ଫଳରେ ଗତ ୨-୩ ଦିନ ହେବ ରାତିରେ ଅନୁଭୂତ ହେଉଥିବା ଥଣ୍ଡା ହ୍ରାସ ପାଇବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା ୪…

ଆଜିଠୁ ବଢ଼ିବ ଥଣ୍ଡା

ଭୁବନେଶ୍ୱର : ରାଜ୍ୟକୁ ପୁଣି ଶୀତ ଫେରିବ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ତାପମାତ୍ରା ତଳକୁ ଖସିବ। ଧୀରେ ଧୀରେ ରାଜ୍ୟକୁ ଉତ୍ତରା ଶୁଷ୍କ ବାୟୁ ପ୍ରବେଷ କରିବା ଆରମ୍ଭ ହୋଇଛି। ୬ ତାରିଖ ସୁଦ୍ଧା ଏହାର ଆହୁରି ଶକ୍ତିଶାଳୀ ହେବ। ତେଣୁ ଗୁରୁବାର ରାତିଠାରୁ ରାଜ୍ୟରେ ଶୀତର ପ୍ରକୋପ ବଢ଼଼ିବ ବୋଲି ଆକଳନ…

ଆସନ୍ତା ୨ ଦିନ ଭିତରେ ଛୁଇଁବ ମୌସୁମୀ

ଭୁବନେଶ୍ୱର : ଆସନ୍ତା ୨ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ। ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ ମୌସୁମୀ ଜନିତ ବର୍ଷା ଲାଗି ରହିଛି। ଏହାସହିତ ଓଡ଼ିଶା କିଛି ଅଞ୍ଚଳକୁ ମୌସୁମୀ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। ତେଣୁ ଆସନ୍ତା ୪୮ ଘଣ୍ଟା ମୌସୁମୀ ଓଡ଼ିଶା ଛୁଇଁବା…

ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ…

ଭୁବନେଶ୍ୱର : ଆସନ୍ତା ୪ରୁ ୫ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁସାରିଲାଣି । ତେବେ ଯଦି ଆସନ୍ତା…

ପ୍ରତିବର୍ଷ ବଢୁଛି ୦.୦୩ ଡିଗ୍ରୀ…

ଭୁବନେଶ୍ୱର : ସେଦିନର ଯୋଜନାବଦ୍ଧ ସହର ରାଜଧାନୀ ଆଉ ୟୁନିଟ୍‍ ଭିତରେ ସୀମିତ ହୋଇ ରହିନି। ଏବେ ଆଇଗିଣିଆରୁ-ନଖରା, ଭରତପୁରରୁ-ଧଉଳି ପର୍ଯ୍ୟନ୍ତ ଲମ୍ବିଲାଣି ନୂଆ ରାଜଧାନୀ କଳେବର। ଯେଉଁ ସହର ପାଇଁ ସେ ସମୟରେ ମାତ୍ରା ୬୧୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା ସେଠି ଏବେ ଗୋଟେ ଗୋଟେ ପ୍ରକଳ୍ପ ପାଇଁ ରାତାରାତି…