ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

weather

ରାଜ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ବର୍ଷା ଓ…

ଭୁବନେଶ୍ବର: ଭୁବନେଶ୍ବର: ରାଜ୍ଯରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିଛି। ଅପରାହ୍ନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ପବନ ସହ କୁଆପଥର ବୃଷ୍ଟି ହେଉଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ରହିଛି। ଏ ନେଇ ଟ୍ବିନ ସିଟି ସମେତ…

ଆଜିଠୁ ବଦଳିବ ପାଗ : ୫ରୁ ପୁଣି ବର୍ଷା,…

ଭୁବନେଶ୍ୱର : ରାଜ୍ୟକୁ ପୁଣି ବର୍ଷା ଫେରିବ। ଖରାର ପ୍ରକୋପ କମିବା ସହିତ ପୁଣି ମେଘୁଆ ଆକାଶ ଦେଖାଯିବ। ବୁଧବାରଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ହ୍ରାସ ପାଇବ। ଆସନ୍ତା ୫ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଏହି ସ୍ଥିତି ସୃଷ୍ଟିହେବାକୁ ଥିବା ବେଳେ ଦୁର୍ବଳ ରହିଥିବା…

ତାତିରୁ ତ୍ରାହି: କାଳବୈଶାଖୀ ପ୍ରଭାବରେ…

ବାଲେଶ୍ବର: କାଳବୈଖାଶୀ ପ୍ରଭାବରେ ମଙ୍ଗଳବାର ଦିନ ବାଲେଶ୍ବର ସହରରେ ବର୍ଷା ସାଙ୍ଗକୁ ବିଜୁଳି ଓ ଘଡଘଡି ହୋଇଥିଲା। ବର୍ଷା ସହିତ ହାଲୁକା ପବନ ମଧ୍ୟ ହୋଇଥିଲା। ତେବେ ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ମଙ୍ଗଳବାର ଦିନ ଏହି କାଳବୈଖାଶୀ ବର୍ଷା ତାତିରୁ ଅଳ୍ପକେ ତ୍ରାହି ଦେଇଛି।…

ଶୀତରେ ଥରୁଛି ମୟୂରଭଞ୍ଜ, ଶିମିଳିପାଳରେ…

ବାରିପଦା : ଶୀତରେ ଥରୁଛି ସମଗ୍ର ମୟୂରଭଞ୍ଜ ଜିଲ୍ଲା । ପୂର୍ବରୁ ପଶ୍ଚିମ ୨୬ଟି ବ୍ଲକ ମଧ୍ୟରୁ ଅଧିକାଂଶ ସ୍ଥାନରେ ୭ଦିନ ଧରି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହୁଥିବା ବେଳେ ଗତ ଚବିଶଘଣ୍ଟା (ରବିବାର ସନ୍ଧ୍ୟାରୁ ସୋମବାର ସକାଳ) ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ର ତଳକୁ ଖସି…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ…

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୂତ ହେବ। ୧୪ ଯାଏଁ ପ୍ରବଳ ପ୍ରବଳ ବର୍ଷା ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଜି କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଧା, ପୁରୀ ଓ ଜଗତସିଂହପୁର…

ରାଜ୍ଯର ବିଭିନ୍ନ ଜିଲ୍ଲାରେ ୩ ଦିନ ଯାଏ…

ଭୁବନେଶ୍ୱର: ରାଜ୍ଯର ବିଭିନ୍ନ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୧ ତାରିଖ ଯାଏ ରାଜ୍ୟ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଏସଆରସି ସେସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି…

ବର୍ଷା ଓ ବଜ୍ରପାତ ନେଇ ୧୪ ଜିଲ୍ଲାକୁ…

ଭୁବନେଶ୍ୱର: ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ତିନୋଟି ସ୍ଥାନରେ କଳାବୈଶାଖୀର ପ୍ରଭାବରେ ଘଡଘଡି ସହ ବର୍ଷା ଦେଖାଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାରେ ୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୧୬.୦ ମିଲିମିଟର ଓ…

୨୨ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା,…

ଭୁବନେଶ୍ୱର : ଶୁକ୍ରବାରଠାରୁ ରାଜ୍ୟରେ କାଳବୈଶାଖୀ ବୃଦ୍ଧି ପାଇବ। ୨୨ ତାରିଖ ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବାର ସମ୍ଭାବନା ଥିବା ବେଳେ ଏହା ପ୍ରଭାବରେ ଉପର ଓଳି ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ। ବିଶେଷ କରି ଶୁକ୍ରବାର ଓ ଶନିବାର ଦୁଇ ଦିନ ଏହାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି।…

ବଢ଼ିବ ତାପମାତ୍ରା, ଆସିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଏଣକି ତାପମାତ୍ରା ବୃଦ୍ଧି ପାଇବା ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହେବ। ବୁଧବାର ମୟୂରଭଞ୍ଜ ସମେତ କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆଗକୁ ବି ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ପାଣପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ବରଗଡ଼,…

ତତଲା କଡେଇରେ ଭାଜି ହେଉଛି ଭୁବନେଶ୍ବର,…

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ବର। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଛି। ଗଲା ତିନି ଦିନ ଧରି ସମଗ୍ର ଦେଶର ଉତ୍ତପ୍ତ ସହର ରହି ଆସିଥିବା ଭୁବନେଶ୍ବର ଆଜି ମଧ୍ୟ  ଚତୁର୍ଥ ଦିନ ପାଇଁ ରାଜଧାନୀ ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ।…