ଥଣ୍ଡାରୁ ମିଳିବ ତ୍ରାହି; ରାଜ୍ୟରେ ଆଜିଠୁ…
ଭୁବନେଶ୍ୱର: ବିଗତ ୩ ଦିନର ଶୀତ ଲହରି ପରେ ରାଜ୍ୟବାସୀଙ୍କୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିବ। ମଙ୍ଗଳବାରଠାରୁ ରାଜ୍ୟରେ ଶୀତ କମିବ। ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଶୁଷ୍କ ବାୟୁର ପ୍ରବାହ କମିବା ଆରମ୍ଭ ହୋଇଥିବା ବେଳେ ରାଜ୍ୟକୁ ଏବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁର ପ୍ରବାହ ବୃଦ୍ଧି ହେଉଛି। ଏହାଦ୍ୱାରା…