ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Washington

ଏୟାର ସୋ’ ବେଳେ ମଝି ଆକାଶରେ ଧକ୍କା ହେଲା…

ୱାଶିଂଟନ: ଏୟାର ସୋ’ ଚାଲିଥିବାବେଳେ ମଝି ଆକାଶରେ ଧକ୍କା ହେଲା ଦୁଇ ବିମାନ। ଆମେରିକା ଟେକ୍ସାସର ଡାଲାସ୍‌ ଏକଜିକ୍ୟୁଟିଭ୍‌ ଏୟାରପୋର୍ଟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ବୋଇଂ B-17 ଏୟାରକ୍ରାଫ୍ଟ ସହ ଛୋଟ ବିମାନର ମୁହାଁମୁହିଁ ଧକ୍କା ହୋଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହି ଦୁଇ ସାମରିକ ବିମାନ…

ବିଶ୍ବରେ ପ୍ରଥମ: ମନୁଷ୍ୟର ବିନା…

ୱାଶିଂଟନ(ଏଜେନ୍ସି): ରୋବୋଟିକ୍ସ କ୍ଷେତ୍ରରେ ମନୁଷ୍ୟକୁ ବଡ଼ ସଫଳତା ମିଳିଛି। ବିଶ୍ବରେ ପ୍ରଥମ ଥର ପାଇଁ ଏକ ରୋବୋଟ ମନୁଷ୍ୟ ସହାୟତା ବିନା ସଫଳ ଅସ୍ତ୍ରୋପଚାର କରିଛି। ଆମେରିକାର ଜନ୍‌ ହପ୍‌କିନ୍ସ ୟୁନିଭର୍ସିଟିର ସ୍ମାର୍ଟ ଟିସୁ ଅଟୋନମସ ରୋବୋଟ (ଷ୍ଟାର) ଏକ ଘୁଷୁରୀର ସ୍ନାୟୁ ଅସ୍ତ୍ରୋପଚାର କରିବାରେ ସଫଳ…

ଖ୍ରୀଷ୍ଟମାସ ପରେଡ୍ ବେଳେ ବ୍ୟାରିକେଡ୍…

ୱାଶିଂଟନ୍: ଆଗକୁ ଆସୁଛି ଖ୍ରୀଷ୍ଟମାସ ଦିନ । ଏଥିପାଇଁ ଖ୍ରୀଷ୍ଟମାସ ପରେଡ୍‌ରେ ଲୋକମାନେ ବାଜା ବଜେଇ ନାଚ ଗୀତରେ ମସ୍‌ଗୁଲ୍ ହୋଇ ରାସ୍ତାରେ ଯାଉଥିଲେ। ଏହି ସମୟରେ ଘଟିଲା ଏକ ବଡ ଅଘଟଣ। ପରେଡ୍‌ କରୁଥିବା ଲୋକଙ୍କ ଉପରେ ମାଡିଗଲା ଏକ ଏସ୍‌ୟୁଭି କାର୍‌। ଫଳରେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ…

ସାବଧାନ! ପିଆଜ ଖାଇବାରୁ ବ୍ୟାପୁଛି ରୋଗ

ୱାଶିଂଟନ: ଆମେରିକାର ୩୭ ରାଜ୍ୟରେ ସାଲମୋନେଲା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଅଧିକାଂଶ ଶିଶୁ ଏବଂ ବଯସ୍କ ଏଥିରେ ଆକ୍ରାନ୍ତ ହେଉଛନ୍ତି। ପିଆଜ ଖାଇବା ଯୋଗୁଁ ଏହି ରୋଗ ବ୍ୟାପୁଥିବା କୁହାଯାଉଛି। ଏହି ସଂକ୍ରମଣକୁ ଦେଖି ଆମେରିକା ଖାଦ୍ୟ ଏବଂ ଡ୍ରଗ୍ସ ପ୍ରଶାସନ(ଏଫ୍‌ଡିଏ) ଲୋକଙ୍କୁ ଘରେ ଥିବା ନାଲି, ଧଳା…

ପାକିସ୍ତାନର କାର୍ଯ୍ୟକଳାପ ଉପରେ ନଜର…

ୱାଶିଂଟନ: ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନର ଚିନ୍ତାଧାରାରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତ ଏବଂ ଆମେରିକା ନଜର ରଖିଥିବା କହିଛନ୍ତି ଭାରତର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ୱାଶିଂଟନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଏଭଳି…