ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

vssut

ଓଡ଼ିଶାର ଇଞ୍ଜିନିୟରିଂ ଶିକ୍ଷାରେ ଏକ…

ସମ୍ବଲପୁର(ଶୁଭମ୍‌, ମାନସ): ଇଞ୍ଜିନିୟରିଂ ଶିକ୍ଷାର ୬୬ ବର୍ଷର ଗୌରବଶାଳୀ ଇତିହାସର ମୂକସାକ୍ଷୀ ହେଉଛି ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ। ସ୍ୱାଧୀନତା ସଂଗ୍ରାମୀ ବୀରସୁରେନ୍ଦ୍ରଙ୍କ ଅମର ଗାଥାକୁ ବହନ କରି ଓଡ଼ିଶା ଆଇନ ୯, ୨୦୦୯ ମସିହାରେ ପ୍ରତିଷ୍ଠା ଲାଭ କରିଛି ଏହି ବିଶ୍ୱବିଦ୍ୟାଳୟ।…

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ…

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲାରେ ଆସିଲା ଡାଏଟମ ରିପୋର୍ଟ । ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଡାଏଟମ୍ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ ରହିଛି । ବ୍ୟବଚ୍ଛେଦ ରିପୋର୍ଟ ଯାହା ବୟାନ କରୁଥିଲା ଡାଏଟମ୍ ଟେଷ୍ଟ ରିପୋର୍ଟରେ ବି ସମାନ…

ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ,…

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ପୁଣି ରାଗିଂ ଅଭିଯୋଗ । ପୁଲହ ହଷ୍ଟେଲରେ ରହୁଥିବା ଦ୍ବିତୀୟ ବର୍ଷ ଟେଲିକମ୍ୟୁନିକେସନର ଜଣେ ଛାତ୍ରଙ୍କୁ, ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିବା ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଏହି ରାଗିଂ ହୋଇଥିବା ବେଳେ, ପୋଲିସକୁ ଟୋଲଫ୍ରି ନମ୍ବରରେ…

ବୁର୍ଲା ଭିସୁଟ୍‍ ରୂପାନ୍ତରିକରଣ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍‌ନୋଲେଜି (VSSUT)ର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ…

ଭିସୁଟରେ ପୁଣି ରାଗିଂ ! ୩ ଜୁନିୟର…

ସମ୍ୱଲପୁର: ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‍)ରେ ରାଗିଂ ମାମଲା ଥମିବାର ନାଁ ଧରୁନି। ରାଗିଂ ମାମଲାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର ଆଭିମୁଖ୍ୟ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ସିନିୟର ଛାତ୍ର ଏଥିରୁ ବିରତ ହେଉନାହାନ୍ତି। ଏବେ…

ବୁର୍ଲା ଭିସୁଟକୁ ସଟଡାଉନ୍ ଘୋଷଣାକଲେ…

ସମ୍ବଲପୁର: ବୁର୍ଲା ଭିସୁଟକୁ ସଟଡାଉନ ଘୋଷଣା କରାଯାଇଛି। ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ କୋଭିଡ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାପାଳ ତଥା ବର୍ତ୍ତମାନର ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀ ଏହି ଘୋଷଣା କରିଛନ୍ତି ।ଭିସୁଟର ୧୧ଟି ହଷ୍ଟେଲ୍ କଣ୍ଟେନମେଣ୍ଟ ଜୋନ୍ ଘୋଷଣା…