ଚାନ୍ଦିପୁରରୁ ସ୍ବଳ୍ପ ଦୂରଗାମୀ VSHORADS…
ବାଲେଶ୍ବର: ଡିଆରଡିଓର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି(ଆଇଟିଆର୍)ରୁ ଅତି ସ୍ବଳ୍ପ ଦୂରଗାମୀ ଏୟାର ଡିଫେନ୍ସ ସିଷ୍ଟମ (ଭିଏସ୍ଆର୍ଏଡିଏସ୍) ମିସାଇଲର କ୍ରମାଗତ ୨ଟି ପରୀକ୍ଷଣ ସଫଳ ହୋଇଛି। ଭିଏସ୍ଆର୍ଏଡିଏସ୍ ହେଉଛି ଏକ ମ୍ୟାନ୍ ପୋର୍ଟେବଲ୍ ଏୟାର ଡିଫେନ୍ସ ସିଷ୍ଟମ୍ ଯାହା ସ୍ୱଳ୍ପ ଦୂରତାରେ…