Browsing Tag

Vladimir Putin

ପ୍ରତିଶୋଧ ପରାୟଣ ରୁଷ୍‌ ଏବେ ରକ୍ତମୁଖା;…

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୮ ମାସ ଛୁଇଁଛି। ଦୀର୍ଘ ଅବଧିର ଏହି ଯୁଦ୍ଧ ମଧ୍ୟରେ ଉଭୟ ରୁଷ ଏବଂ ୟୁକ୍ରେନର ପର୍ଯ୍ୟାପ୍ତ କ୍ଷତି ଘଟିଥିଲେ ହେଁ ଏହା ଥମିବାର ନାଁ ଧରୁନି। କାରଣ ରାଷ୍ଟ୍ରପତି ପୁତିନ ଏବଂ ଜେଲେଁସ୍କି ଏବେ ମଧ୍ୟ ନିଜ ଅହଂକାର ଏବଂ ଜିଦ୍‌ରେ ଅଟଳ ରହିଛନ୍ତି। ଯାହାକୁ ନେଇ ଯୁଦ୍ଧ…

ୟୁକ୍ରେନର ୪ ଅଞ୍ଚଳକୁ ରୁଷିଆ ନିଜ ସୀମାରେ…

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିଲା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ,…

ଯୁଦ୍ଧଖୋର୍‌ ପୁତିନଙ୍କ ବିରୋଧରେ ରୁଷରେ…

ମସ୍କୋ: ୟୁକ୍ରେନ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ପୁତିନ ଗତକାଲି ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଚେତାବନୀ ଜାରି କରିବା ସହିତ ରୁଷ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଥିଲେ। ଏଥିସହିତ ଲଢ଼େଇ ପାଇଁ ପ୍ରଶିକ୍ଷଣ ନେଇଥିବା ୩ ଲକ୍ଷ ରିଜର୍ଭ ଯୋଦ୍ଧାଙ୍କୁ ୟୁକ୍ରେନ ପଠାଇବାକୁ ଘୋଷଣା…

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ…

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଜାରି ରହିଥିବାବେଳେ ଋଷରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଉପରେ ହୋଇଛି ଆତ୍ମଘାତି ହମ୍‌ଲା । କଡା ସୁରକ୍ଷା ଭେଦ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବାବେଳେ ସେ ଅଳ୍ପକରେ…

ହଣ୍ଟ-ଟୁ-କିଲ୍‌ ଅଭିଯାନ ଆରମ୍ଭ :…

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧ ମଙ୍ଗଳବାର ୯୬ ଦିନରେ ପହଞ୍ଚିଛି। ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା…

ପୁତିନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର !

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ଅବଧି ଯେତିକି ବଢି ଚାଲିଛି ରାଷ୍ଟ୍ରପତି ପ୍ରତିନଙ୍କ ଅବଶତା ମଧ୍ୟ ସେତିକି ବଢିବାରେ ଲାଗିଛି । ୨୬ ଦିନରେ ପହଞ୍ଚିଥିବା ଯୁଦ୍ଧ ସ୍ଥିତିକୁ ନେଇ ପ୍ରତିନ ଦିନକୁ ଦିନ ବିଚଳିତ ହେବାରେ ଲାଗିଛନ୍ତି। ବିଶେଷକରି ୟୁକ୍ରେନ ଉପରେ ଆକ୍ରମଣ ପରେ ରୁଷିଆକୁ ବିଶ୍ବ ଦୁନିଆ ଆର୍ଥିକ…

ରୁଷ-ୟୁକ୍ରେନ ଯୁଦ୍ଧ: ରୁଷର ପରାଜିତ…

ମସ୍କୋ(ଏଜେନ୍ସି): ୟୁକ୍ରେନ ଯୁଦ୍ଧରେ ପରାଜିତ ରୁଷ ସୈନିକଙ୍କୁ ମୃତ୍ୟୁଭୟ ଘାରିଛି। ସେମାନେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭୟରେ ଘରକୁ ଫେରିପାରୁନାହାନ୍ତି। ସେଠାରେ ଚିତା ସଜା ହୋଇ ରହିଛି ଏବଂ ଲୋକେ ମୃତ୍ୟୁ ହୋଇ ସାରିଥିବା ଭାବୁଛନ୍ତି ବୋଲି ପରାଜିତ ସୈନିକ କହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ…

ପୁତିନଙ୍କୁ ଚେଚନିଆ ନେତାଙ୍କ ଆହ୍ବାନ :…

ମସ୍କୋ : ୟୁକ୍ରେନରେ ରୁଷିଆର ଆକ୍ରମଣ ନବମ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ବହୁ ବଡ଼ ସହର ଧ୍ବଂସ ବିଧ୍ବସ୍ତ ହୋଇପଡ଼ିଥିବା ବେଳେ ଶୁକ୍ରବାର ୟୁରୋପର ସର୍ବବୃହତ ଆଣବିକ କେନ୍ଦ୍ରକୁ ରୁଷିଆ ସେନା କବଜା କରିଛି। ଏହାସତ୍ତ୍ବେ ରାଜଧାନୀ କିଭ୍‌କୁ ଅକ୍ତିଆର କରିପାରି ନାହିଁ। ତେବେ ଏହା ମଧ୍ୟରେ…

ପୁତିନଙ୍କୁ ହତ୍ୟା କରିବାକୁ ଆମେରିକା…

ୱାଶିଂଟନ : ୟୁକ୍ରେନର ଶାସନ କ୍ଷମତାକୁ ଦଖଲ କରିବା ଜିଦରେ ଆକ୍ରମଣ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ହତ୍ୟା କରିବା ପାଇଁ ଆମେରିକାର ଜଣେ ସାଂସଦ ଆହ୍ବାନ ଦେଇଛନ୍ତି। ଯଦି ରୁଷିଆର କୌଣସି ବ୍ୟକ୍ତି ସାହାସର ସହିତ ଆଗକୁ ଆସି ପୁତିନଙ୍କୁ ହତ୍ୟା କରନ୍ତି ତେବେ ଯୁଦ୍ଧ ବନ୍ଦ…