ଆଖିବୁଜି ମୃଦଙ୍ଗ ମାଡ଼, ଭକ୍ତିରେ ବିଲୀନ…
ବଲାଙ୍ଗୀର : ନାଇକେନସିରା ଗାଁ ବୀରକିଶୋର ବାରିକଙ୍କ ଚାରି ବର୍ଷର ପୁଅ ବ୍ଳାସନ ବାରିକ । ତାଳଲୟରେ ତାଙ୍କର ଦାଖଲ, ମୃଦଙ୍ଗ ବଜାଇବାରେ ପାରଙ୍ଗମ । ଅଜାର ଦାସକାଠିଆ ତାଳେ ତାଳେ କାନ୍ଧରେ ମୃଦଙ୍ଗ ପକାଇ ବଜାଇ ଚାଲନ୍ତି ମନପ୍ରାଣ ଦେଇ । ତାଳରେ ବଜାଇବା ସହ ମୁହଁରେ ସୁନ୍ଦର ଠାଣି। ଏଭଳି ମୃଦଙ୍ଗ ବଜାଇ ଏବେ…