ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Vigilance

ଓଡ଼ିଶା ଭିଜିଲାନ୍ସକୁ ସଫଳତା : ବେଆଇନ…

ଭୁବନେଶ୍ବର : ସାଧାରଣ ଜୀବନରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରରେ ମଧ୍ୟ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି  ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(NCRB) ତଥ୍ୟ। ଯେଉଁଥିରେ ଆୟ ବହିର୍ଭୂତ…

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ…

ଭୁବନେଶ୍ବର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ​‌ରେ ଗିରଫ ହେଲେ ଭୁବନେଶ୍ବର ଜନସ୍ବାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ବବନ୍ଧୁ ପାଣିଗ୍ରାହୀ । ଭିଜିଲାନ୍ସ ରେଡ଼୍ ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରୁ କୋଠା ସାଙ୍ଗକୁ ବିଳାସପୂର୍ଣ୍ଣ ଫ୍ଲାଟ୍‌, ପ୍ରମୁଖ ସ୍ଥାନରେ ପ୍ଲଟ୍‌, ବ୍ୟାଙ୍କ ଆକାଉଣ୍ଟ୍‌ରେ…

ସରକାରୀ ହଷ୍ଟେଲ ନିର୍ମାଣରେ ଟଙ୍କା ହଡ଼ପ…

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ୩୪ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କୋଠା ନିର୍ମାଣ କରିଥିବା ଠିକା ସଂସ୍ଥାର ଦୁଇ ଇଞ୍ଜିନିୟରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗିରଫ ଇଞ୍ଜିନିୟରମାନେ ହେଲେ ସୌରଭ ଦେ ଓ…

ଚାକିରିରୁ ବହିଷ୍କୃତ ହେଲେ ବିଜେପୁର RWSS…

ବିଜେପୁର: ଚାକିରିରୁ ବହିଷ୍କୃତ ହେଲେ ବିଜେପୁର RWSS ସେକ୍ସନର ସହକାରୀ ଯନ୍ତ୍ରୀ ଉପେନ୍ଦ୍ରଭଞ୍ଜ ନାଏକ । ଏକ କେସ୍‌ର ବିଚାର ବେଳେ ମିଛ ତଥ୍ୟ ଉପସ୍ଥାପନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଅଭିଯୁକ୍ତକୁ ସାହାଯ୍ୟ ପାଇଁ ସାକ୍ଷୀଭାବେ ମିଥ୍ୟା ପ୍ରମାଣ ଦେଇଥିବା ଅଭିଯୋଗ ହୋଇଥିଲା ତାଙ୍କ ନାଁରେ…

ଲାଞ୍ଚ ନେଲାବେଳେ ଚାନ୍ଦିପୁର ଥାନା IIC ଓ…

ବାଲେଶ୍ବର: ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ IIC ଓ ASIଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ଚାନ୍ଦିପୁର ଥାନାର IIC ଗଣେଶ୍ବର ପ୍ରଧାନ ଓ  ASI ବଳି ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ମଦ ବେପାରୀଙ୍କ ଠାରୁ ମାସିକିଆ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ଅଧିକାରୀ ।…

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ୩ ହଜାର…

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ସ୍ୱତନ୍ତ୍ର କୋର୍ଟ ସ୍ପେଶାଲ ଜଜଙ୍କ ନିକଟରେ ଚାର୍ଜସିଟ୍ ଦାଖଲ ହୋଇଛି। ପ୍ରଦୀପ ପାଣିଗ୍ରାହୀ ଏବେ ଗୋପାଳପୁର ବିଧାୟକ ଅଛନ୍ତି।…

ମହଙ୍ଗା ପଡ଼ିଲା ଧାନ ପାଇଁ ଚାଷୀଙ୍କଠୁ…

ଭଦ୍ରକ: ଧାନ କିଣିବାକୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ସେବା ସମବାୟ ସମିତିର ସମ୍ପାଦକ ତପନ ନାୟକ । ଚାଷୀଙ୍କଠୁ ଲାଞ୍ଚ ନେବାବେଳେ ତପନଙ୍କୁ ଧରିଛି ଭିଜିଲାନ୍ସ । ଚାଷୀ ଶ୍ରୀଧର ସାମଲ ୨୪୦ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ । ମାତ୍ର ଏଥିପାଇଁ ୯ ହଜାର ୬ଶହ ଟଙ୍କା…

ଭିଜିଲାନ୍ସ ଜାଲରେ ଆପ ବିଧାୟକ ଓ ତାଙ୍କ…

ନୂଆଦିଲ୍ଲୀ: ଭିଜିଲାନ୍ସ ଜାଲରେ ବିଧାୟକ । ପଞ୍ଜାବର ଭଟିଣ୍ଡା( ଗ୍ରାମୀଣ) ଆସନରୁ ଆମ ଆଦମୀ ପାର୍ଟି ବିଧାୟକ ଅମିତ ରତନ କୋଟଫାଙ୍କୁ ଲାଞ୍ଚ ନେବା ସମୟରେ ଗିରଫ କରିଛି ଭିଜିଲାନ୍ସ ଟିମ । ଜଣେ ସରପଞ୍ଚଙ୍କ ବିଲ୍ ପାସ୍ କରାଇବା ନେଇ ବିଧାୟକଙ୍କ ପିଏ ରମେଶ ସିଂ ଏହି ଲାଞ୍ଚ ନେଇଥିଲେ । ୪ ଲକ୍ଷ ଟଙ୍କା ଲାଞ୍ଚ…

ବନ୍ଧାହେଲେ ଲାଞ୍ଚୁଆ ଲାଇନ ମ୍ୟାନ୍, ନୂଆ…

ଫୁଲବାଣୀ: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଲାଇନ ମ୍ୟାନ୍ । ନୂଆ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ ବିଭାଗ । କନ୍ଧମାଳ ଜିଲ୍ଲା ଟିକାବାଲି ବିଦୁତ ବିଭାଗର ଲାଇନ ମ୍ୟାନ କାଳୁ ଚରଣ ପଲେଇଙ୍କୁ ଗିରଫ କରିଛି ଭିଜିଲାନ୍ସ । ଲାଇନ ମ୍ୟାନଙ୍କୁ ଗିରଫ…

କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର…

ଭୁବନେଶ୍ୱର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୁବେର ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ । ରିମାଣ୍ଡ ଅନୁମତି ଦେଇଛନ୍ତି ଭିଜିଲାନ୍ସ କୋର୍ଟ । କ୍ରିପଟୋ କରେନ୍ସୀରେ ଲାଗିଥିବା କୋଟି କୋଟି ଟଙ୍କାର ଖୋଳତାଡ କରୁଛି ଭିଜିଲାନ୍ସ…