ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Vigilance Net

ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ…

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଚଢ଼ାଉ। ବାଲୁଗାଁ ସର୍କଲ ଅବକାରୀ ASI ସୁଦୀପ୍ତ ଦାସଙ୍କ ବିରୋଧରେ ଥିଲା ଅଭିଯୋଗ। ୪ DSPଙ୍କ ନେତୃତ୍ୱରେ ୬ ଇନ୍ସପେକ୍ଟର କରିଛନ୍ତି ଚଢ଼ାଉ । ଏକାକାଳୀନ ୪ଟି ସ୍ଥାନରେ ଚଢ଼ାଉ ହେଉଥିବା ନେଇ ସୂଚନା । ନୟାଗଡ଼ ସ୍ଥିତ ପୈତୃକ ଘର, ନୟାଗଡ଼ ସ୍ଥିତ ଭଡା ଘରେ…

ଭିଜିଲାନ୍ସ ଜାଲରେ ସହିଦନଗର ଥାନା ଏଏସଆଇ:…

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ଏଏସଆଇ। ସହିଦନଗର ଥାନା ଏଏସଆଇ ମମତା ବସ୍ତିଆ। ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ସହିଦନଗର ଥାନାରେ ଭିଜିଲାନ୍ସ ଟିମର ଛାନଭିନ। ଗୋଟିଏ କେସରୁ ନାଁ କାଟିବା ପାଇଁ ନେଉଥିଲେ ଲାଞ୍ଚ। ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି। ମମତା ବସ୍ତିଆଙ୍କ ଦୁଇଟି…

ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ…

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟ କିରାଣୀ। ଶନିବାର ସକାଳେ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଭିଜିଲାନ୍ସ ଦଳର ୫ଟି ସ୍ଥାନରେ ଚଢାଉ। ବାରିପଦା କାର୍ଯ୍ୟାଳୟ, ତେନ୍ତୁଳିଡିଙ୍ଗା-ଗାଙ୍ଗରାଜସ୍ଥିତ ବାସଭବନ, ତାଙ୍କ ଶ୍ବଶୁର ଘର ଓ ଆତ୍ମୀୟଙ୍କ ଘରେ ଏକକାଳୀନ ଚଢାଉ…

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ଅତିରିକ୍ତ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଏକକାଳୀନ ୭ଟି ସ୍ଥାନରେ ଚାଲିଛି ଚଢ଼ାଉ। ଖୋର୍ଦ୍ଧା, ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରେ ଚଢ଼ାଉ ଚାଲିଛି।…

ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ…

ଭୁବନେଶ୍ବର: ଆୟ ବହିଭୂର୍ତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ସହକାରୀ ଯନ୍ତ୍ରୀ ମାନସ ରଞ୍ଜନ ସାମଲ। ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୧ର ସହକାରୀ ଯନ୍ତ୍ରୀଙ୍କ ଘରେ ସୋମବାର ସକାଳୁ ଚଢ଼ାଉ କରାଯାଉଛି। ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ଏକକାଳୀନ ୬ଟି ସ୍ଥାନରେ କରାଯାଉଛି। କଟକ ସିଡିଏ…

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ…

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଗଞ୍ଜାମ ତୁରୁବୁଡ଼ି ପଞ୍ଚାୟତର ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଗ୍ରାମ୍ୟ ହିତାଧିକାରୀଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଘର ତିଆରି ବାବଦରେ ଲାଞ୍ଚ…

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଉପଖଣ୍ଡ…

ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ ମଳୟ କୁମାର ନାୟକ କାରନ୍ଦା ଛକରେ ଦୁଃଖବନ୍ଧୁ ସାହୁ ନାମକ ଜଣେ ଖଣି ମାଲିକଙ୍କ ଠାରୁ ଖଣି ଅନୁମତି ଦେବାପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ କାବୁ କରି ଗିରଫ କରିଛନ୍ତି ।

ଭିଜିଲାନ୍ସ ଜାଲରେ ରାୟଗଡା ଅବକାରୀ…

ରାୟଗଡା : ରାୟଗଡା ଅବକାରୀ ଅଧୀକ୍ଷକ ନିନା ବେଉରା ଗିରଫ । ରାୟଗଡାରୁ ଭୁବନଶ୍ୱେରକୁ ଆସିବା ସମୟରେ ଗିରଫ ହୋଇଛନ୍ତି । ଅବକାରୀ ଅଧୀକ୍ଷକ ନିନାଙ୍କ ଠାରୁ ୬ଲକ୍ଷ ଟଙ୍କା ଜବତ କରାଯାଇଛି । ଟଙ୍କା ସମ୍ପର୍କରେ ପଚାରିବାରୁ ନିନା ସନ୍ତୋଷଜନକ ଉତ୍ତର ହେଇପାରି ନଥିଲେ । ନିନା ଏବଂ ସମ୍ପର୍କୀୟଙ୍କ ଘରେ…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର…

ବୋରିଗୁମ୍ମା : ବୋରିଗୁମ୍ମା ଭିଜିଲାନ୍ସ ଫାସରେ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । ବିଦ୍ୟୁତ ବିଭାଗରେ ଆଉଟସୋର୍ସିଂ ଆଧାରରେ ନିୟୋଜିତ ହେଲପରଙ୍କ ଠାରୁ 10,000 ଟଙ୍କା ଲାଞ୍ଚ ମାଗିଥିଲେ ଏବଂ ଅନ୍ୟଥା ଚୁକ୍ତିନାମା ବନ୍ଦ କରିବାକୁ ଧମକ ଦେଇଥିଲେ। ଲାଞ୍ଚ ନେଉଥିବା ବେଳେ TPSODL ବୋରିଗୁମ୍ମା…