ଭିଜିଲାନ୍ସ ଜାଲରେ ଡାକ୍ତର, ୬ହଜାର ଟଙ୍କା…
ଝାରସୁଗୁଡ଼ା: ଭିଜିଲାନ୍ସ ଜାଲରେ ଡାକ୍ତର । ୬ହଜାର ଟଙ୍କା ଲାଞ୍ଚ ନେଇ ଭିଲିଲାନ୍ସ ହାତରେ ଧରାପଡ଼ିଛନ୍ତି ଡାକ୍ତର ସୌରଭ ସୁପ୍ରୀତ। ଝାରସୁଗୁଡ଼ା ଜିଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ସୌରଭ ସୁପ୍ରୀତ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ଧରିଥିଲା। ଅପରେସନ କରିବାକୁ ୨ ରୋଗୀଙ୍କଠାରୁ ଲାଞ୍ଚ ନେଉଥିବା…