ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Vastu Tips

ରୋଷେଇ ଘରେ କେବେ ବି ରଖନ୍ତୁନି ଏହିସବୁ…

ରୋଷେଇ ଘରେ ଦେବୀ ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି ହିନ୍ଦୁଧର୍ମରେ ବିଶ୍ବାସ ରହିଛି। ତେଣୁ ରୋଷେଇ ଘର ସବୁବେଳେ ସଫାସୁତରା ରଖିବା ପାଇଁ କୁହାଯାଏ। ତେବେ ରୋେଷଇ ଘରେ ଲୋକେ ଅଜାଣତରେ ଏମିତି କିଛି ଜିନିଷ ରଖିଦିଅନ୍ତି,ଯେଉଁଥିପାଇଁ ବାସ୍ତୁଦୋଷ ସୃଷ୍ଟି ହୋଇ ଭବିଷ୍ୟତରେ ଆର୍ଥିକ ସଙ୍କଟର ସାମନା କରିବାକୁ…

ଅକ୍ଷୟ ତୃତୀୟା: ଜାଣି ରଖନ୍ତୁ ବାସ୍ତୁ…

ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳିତ ହୋଇଥାଏ ପବିତ୍ର ଅକ୍ଷୟ ତୃତୀୟା। ବାସ୍ତୁଶାସ୍ତ୍ର ଅନୁସାରେ, ଅକ୍ଷୟ ତୃତୀୟାର ଅନେକ ମହତ୍ତ୍ବ ରହିଛି। ତେଣୁ ଏହିଦିନ କିଛି ବାସ୍ତୁ ନିୟମ ଆପଣାଇବା ଦ୍ବାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ପରିବାରରେ ସୁଖସମୃଦ୍ଧି ଆସିଥାଏ। ତେବେ, ଆସନ୍ତୁ…

ରୁପା ନିର୍ମିତ ମାଛ ଘରେ ରଖିବା ହୋଇଥାଏ…

ମାନ୍ୟତା ଅନୁସାରେ ରୁପା ସବୁଠାରୁ ଶୁଦ୍ଧ ଓ ଶୀତଳ ଧାତୁ ହୋଇଥାଏ। ସେହି ଧାତୁକୁ ବ୍ୟବହାର କରି ଶୁଭ ତଥା ମଙ୍ଗଳମୟ ପ୍ରତିମା, ଯେପରି ମୟୁର , ଗାଈ, ହାତୀ , ସିଂହ ଓ ମାଛ ତିଆରି କରାଯାଏ। ତେବେ ଚାଲନ୍ତୁ ଜାଣିବା ରୂପାରେ ତିଆରି ମାଛକୁ ରଖିବାର ମହତ୍ବ ଏବଂ ଏହାକୁ  ଘରେ ରଖିବା ଦ୍ବାରା କ’ଣ ଲାଭ ମିଳିଥାଏ…

ଘରର ଏହି ଦିଗରେ ରଖନ୍ତୁ ଆକ୍ବାରିୟମ୍‌,…

ଆକ୍ବାରିୟମ୍‌ ରଖିଲେ କେବଳ ଘରର ସୌନ୍ଦର୍ଯ୍ୟ ବଢ଼ିଥାଏ ତାହା ନୁହେଁ, ଏହାଦ୍ୱାରା ଐଶ୍ୱର୍ଯ୍ୟ ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଆକ୍ୱାରିୟମ୍‌ ରଖିବାକୁ ନେଇ କେଉଁ ସବୁ ନିୟମ ରହିଛି ଆସନ୍ତୁ ଜାଣିବା ସେଗୁଡ଼ିକ ସମ୍ପର୍କରେ।…

ବାସ୍ତୁ ଅନୁସାରେ ଚୟନ କରନ୍ତୁ ରଙ୍ଗ;…

ରଙ୍ଗର ପର୍ବ ହୋଲିରେ ବିଭିନ୍ନ ପ୍ରକାରର ରଙ୍ଗର ମହତ୍ତ୍ବ ଭିନ୍ନ ଭିନ୍ନ ହୋଇଥାଏ। ହୋଲି ଖେଳିବା ସମୟରେ ବାସ୍ତୁ ଅନୁସାରେ, ସଠିକ୍‌ ରଙ୍ଗକୁ ଚୟନ କରିବା ଦ୍ବାରା ଭାଗ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ନକାରାତ୍ମକ ଶକ୍ତି ଦୂର କରିଥାଏ।ଲାଲ୍ ଉତ୍ସାହ ଓ ଉନ୍ମାଦନାକୁ ବୃଦ୍ଧି କରିବା ପାଇଁ ହୋଲିରେ…

ଘରେ କଦାପି ରଖନ୍ତୁ ନାହିଁ ଏହି ସବୁ…

ପ୍ରାୟତଃ ସମସ୍ତଙ୍କ ଘରେ ପୁରୁଣା ଏବଂ ଭଙ୍ଗା ଜିନିଷ ରହିଥାଏ। କାରଣ ବେଳେବେଳେ ଏହି ଅଦରକାରୀ ବସ୍ତୁଗୁଡ଼ିକ କାମରେ ଲାଗିଥାଏ। କିନ୍ତୁ ଘରେ ଏପରି ଜିନିଷ ରଖିବା ଦ୍ବାରା ଅଜାଣତରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ସୁଖ ଏବଂ ଶାନ୍ତି ଘରର ବସ୍ତୁ ସହିତ ମଧ୍ୟ…

ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ…

ଏମିତି ଅନେକ ଜିନିଷ ଅଛି, ଯାହାକୁ ଘରେ ରଖିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହେବା ସହିତ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କିନ୍ତୁ ସେସବୁର ଦିଗ ସମ୍ପର୍କିତ ନିୟମ ଜାଣିବାକୁ ହୋଇଥାଏ। ନଚେତ୍‌ ସେସବୁ ବସ୍ତୁ ନକାରାତ୍ମକ ପ୍ରଭାବ ପକାଏ। ଆସନ୍ତୁ ଜାଣିନେବା ସୌଭାଗ୍ୟ ବୃଦ୍ଧି କରୁଥିବା ସେମିତି କିଛି ମୂର୍ତ୍ତି…

ବାସ୍ତୁ ନିୟମ ଅନୁସାରେ ଏହି ଦିଗକୁ ମୁହଁ…

ଖାଦ୍ୟ ସିଧାସଳଖ ଆମର ଶରୀର ଉପରେ ପ୍ରଭାବ ପକାଇଥାଏ। ଏହି ପରିପ୍ରେକ୍ଷୀରେ ବାସ୍ତୁଶାସ୍ତ୍ରରେ ଖାଦ୍ୟ ଗ୍ରହଣ କରିବା ପାଇଁ କିଛି ନିୟମ ରହିଛି। ଏହିସବୁ ନିୟମ ନ ମାନିଲେ, ପରିବାରର ସଦସ୍ୟମାନେ ରୋଗରେ ପୀଡ଼ିତ ହେବା ସହିତ ସୁଖସମୃଦ୍ଧି ହ୍ରାସ ହୋଇଥାଏ ବୋଲି ବିଶ୍ବାସ ରହିଛି। ତେବେ ଆସନ୍ତୁ ଜାଣିବା…

ଘରର କେନ୍ଦ୍ରସ୍ଥଳ ବା ବ୍ରହ୍ମସ୍ଥାନ ପାଇଁ…

ବାସ୍ତୁ ଅନୁସାରେ, କୌଣସି ଘର କିମ୍ବା ଭୂଖଣ୍ଡର ମଧ୍ୟଭାଗକୁ ବ୍ରହ୍ମସ୍ଥାନ କୁହାଯାଏ। ଏହି ସ୍ଥାନରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ ଏହି ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଈଶାନ କୋଣ ଭଳି ବ୍ରହ୍ମସ୍ଥାନ ପାଇଁ ମଧ୍ୟ କିଛି ବାସ୍ତୁ ନିୟମ ରହିଛି, ଯାହାକୁ ମାନିବା ଉଚିତ। ତେବେ ଆସନ୍ତୁ…

ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇବା…

ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇଁ ଶୋଇବା ପୂର୍ବରୁ କିଛି ଛୋଟ ଛୋଟ କାମ କରିବା ଆବଶ୍ୟକ। ଏସବୁ କାମ ଦ୍ବାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଦ୍ବାରା ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହୁଏ।ଶୋଇବା ପୂର୍ବରୁ ରୋଷେଇ ଘରକୁ…