Browsing Tag

Vastu Tips For Home

ଘରର କେନ୍ଦ୍ରସ୍ଥଳ ବା ବ୍ରହ୍ମସ୍ଥାନ ପାଇଁ…

ବାସ୍ତୁ ଅନୁସାରେ, କୌଣସି ଘର କିମ୍ବା ଭୂଖଣ୍ଡର ମଧ୍ୟଭାଗକୁ ବ୍ରହ୍ମସ୍ଥାନ କୁହାଯାଏ। ଏହି ସ୍ଥାନରୁ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ ଏହି ସ୍ଥାନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଈଶାନ କୋଣ ଭଳି ବ୍ରହ୍ମସ୍ଥାନ ପାଇଁ ମଧ୍ୟ କିଛି ବାସ୍ତୁ ନିୟମ ରହିଛି, ଯାହାକୁ ମାନିବା ଉଚିତ। ତେବେ ଆସନ୍ତୁ…

ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇବା…

ମା’ ଲକ୍ଷ୍ମୀଙ୍କ କୃପାପ୍ରାପ୍ତି ପାଇଁ ଶୋଇବା ପୂର୍ବରୁ କିଛି ଛୋଟ ଛୋଟ କାମ କରିବା ଆବଶ୍ୟକ। ଏସବୁ କାମ ଦ୍ବାରା ଘରର ବାସ୍ତୁଦୋଷ ଦୂର ହେବା ସହିତ ଘରେ ନକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଦ୍ବାରା ଘରେ ଧନ ଓ ସୁଖଶାନ୍ତି ବୃଦ୍ଧି ହୁଏ। ଶୋଇବା ପୂର୍ବରୁ ରୋଷେଇ ଘରକୁ…

ବାସ୍ତୁ ଟିପ୍ସ: ଘରେ ଧନବୃଦ୍ଧି ସହ ସମସ୍ତ…

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ୭ଟି ଦୌଡ଼ୁଥିବା ଘୋଡ଼ାର ପେଣ୍ଟିଂ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଏ। ଏହାକୁ ଘରେ ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ କାମକାର୍ଯ୍ୟରେ ଶୀଘ୍ରତା ପରିଲକ୍ଷିତ ହୁଏ। ଘରେ ଧନବୃଦ୍ଧି ହେବା ସହ ବାଧାବିଘ୍ନ ଦୂର ହୁଏ। ଏହା ସହିତ ଧଳାଘୋଡ଼ା ହେଉଛି ଶାନ୍ତିର ପ୍ରତୀକ।…

ବାସ୍ତୁ ନିୟମ ଅନୁସାରେ ଘରର ଛାତ ଉପରେ…

ସୁଖ ଓ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ । କିନ୍ତୁ ଅନେକ ସମୟରେ ପରିବାରରେ ଅଯଥା ଆର୍ଥିକ କ୍ଷତି ସହ କଳିଝଗଡ଼ା ଲାଗି ରହିଥାଏ । ଏହିସବୁ ପରିସ୍ଥିତି ବାସ୍ତୁ ନିୟମକୁ ନ ମାନିବା ଦ୍ବାରା ହୋଇଥାଏ। ତେବେ ଘର ନିର୍ମାଣ ଓ ସାଜସଜ୍ଜା ସମୟରେ ବାସ୍ତୁ ନିୟମକୁ ଅନୁସରଣ କରିବା ଉଚିତ୍। ଏହି ଧାରାରେ ଏମିତି…

ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ…

ବାସ୍ତୁଶାସ୍ତ୍ରରେ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକ ଶକ୍ତି ବୃଦ୍ଧି କରିବା ପାଇଁ ଗୁରୁତ୍ବ ଦିଆଯାଇଥାଏ। ଘରର ନିର୍ମାଣ ଶୈଳୀ ଓ ଆସବାବପତ୍ର କେଉଁ ଦିଗରେ ରହିଲେ, କିଭଳି ଭାବେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ, ସେସବୁ ପାଇଁ ଅନେକ ବାସ୍ତୁ ନିୟମ ରହିଛି। ଏହି ଧାରାରେ ଆଲମାରୀ ସମ୍ପର୍କିତ କିଛି…

ଜାଣନ୍ତୁ ବାସ୍ତୁ ନିୟମ ଅନୁସାରେ ଘରର…

ବାସ୍ତୁଶାସ୍ତ୍ରରେ ପ୍ରତ୍ୟେକ ବସ୍ତୁ ପାଇଁ ବିଶେଷ ଦିଗ ନିର୍ଦ୍ଧାରିତ କରାଯାଇଛି। ଏହି ଧାରାରେ ଫଟୋଫ୍ରେମ୍‌ ଲଗାଇବା ପାଇଁ ମଧ୍ୟ ବାସ୍ତୁ ନିୟମ ଅଛି। ଫଟୋ ଫ୍ରେମ୍‌ ଘରର ଶୋଭା ବୃଦ୍ଧି କରିଥାଏ। ତେବେ କେଉଁ କାନ୍ଥରେ କାହାର ଫଟୋ ଫ୍ରେମ୍‌ ଲଗାଇବେ, ସେ ସମ୍ପର୍କିତ କିଛି ନିୟମ ହେଉଛି … ପରିବାର…

ସକାରାତ୍ମକ ଶକ୍ତି ବୃଦ୍ଧି ଓ ଆର୍ଥିକ…

ନିଜ ଘରେ ସମସ୍ତେ ସୁଖଶାନ୍ତିରେ ରହିବାକୁ ଚାହାନ୍ତି। ଆର୍ଥିକ ସ୍ତରରେ ଉନ୍ନତି ତଥା ମାନସିକ ଶାନ୍ତି ପାଇଁ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଆବଶ୍ୟକ। ବାସ୍ତୁର କିଛି ନିୟମ ମାନିବା ଦ୍ବାରା ଘର ପରିବେଶରେ ସକାରାତ୍ମକତା ଆସିଥାଏ। ସେହିସବୁ ନିୟମଗୁଡ଼ିକ ହେଉଛି – -ଘରେ କୌଣସି କାମ ଆଶାନୁରୂପ ହେଉ…

ଘରର ଏହି କୋଣରେ ଲଗାନ୍ତୁ ମନିପ୍ଲାଣ୍ଟ,…

ମନିପ୍ଲାଣ୍ଟ ଘରର ସୁନ୍ଦରତା ବୃଦ୍ଧି କରିବା ସହିତ ଆର୍ଥିକସ୍ତରରେ ଉନ୍ନତି ଆଣିଥାଏ ବୋଲି ବିଶ୍ବାସ ରହିଛି । ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ମନିପ୍ଲାଣ୍ଟ ସମ୍ପର୍କିତ କିଛି ନୀତିନିୟମ ରହିଛି, ଯାହାକୁ ଅନୁସରଣ କରିବା ଦ୍ବାରା ଘରେ ନକାରାତ୍ମକ ଶକ୍ତି ଦୂର ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।…

ଆସନ୍ତୁ ଜାଣିବା….ଆପଣ ଘରେ…

ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ରହିଛି ଦର୍ପଣ | ଘରୁ ବାହାରିବା ପୂର୍ବରୁ ସମସ୍ତେ ନିଜକୁ ଦର୍ପଣରେ ଦେଖିଥାନ୍ତି । ତେବେ କେବଳ ସଜବାଜ ହେବାପାଇଁ ନୁହେଁ, ଘରର ବାସ୍ତୁ ସହିତ ମଧ୍ୟ ଦର୍ପଣର ସମ୍ପର୍କ ରହିଛି। ତେଣୁ ବାସ୍ତୁଶାସ୍ତ୍ରରେ ଦର୍ପଣ ପାଇଁ କିଛି ନିୟମ ରହିଛି । ଯଥା – ♦ ଏକାଧୂକ…