ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Vani Vihar

ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା: ଘରେ…

ଭୁବନେଶ୍ବର: ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆରମ୍ଭ ହେଲା ଇ - ଲେକଚର ବ୍ୟବସ୍ଥା । ଏଥିରେ କଲେଜ ଓ ବିଶ୍ଵବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ଼ କରାଯାଇଛି।  ଯାହା ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାର ଭର୍ଚୁଆଲ ପ୍ଲାଟଫର୍ମରେ ସୁବିଧା…

‘ଏ++’ ମାନ୍ୟତା ଦୌଡ଼ରେ ଉତ୍କଳ…

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‌‌)ର ଏ++ ମାନ୍ୟତା ଦୌଡ଼ରେ ରହିଛି ଉତ୍କଳ ବିଶ୍ୱବିଦ୍ୟାଳୟ। ମୂଲ୍ୟାଙ୍କନ ପାଇଁ ଚଳିତ ମାସ ଶେଷ ସୁଦ୍ଧା ନାକ୍‌‌ ଦଳ ବିଶ୍ୱବିଦ୍ୟାଳୟ ଗସ୍ତ କରିବ। ଦଳର ଗସ୍ତ ପୂର୍ବରୁ ଉତ୍ତମ ମାନ୍ୟତା ପାଇଁ ବିଶ୍ୱବିଦ୍ୟାଳୟ ସଜେଇ ହେଉଛି। ବିଶ୍ୱବିଦ୍ୟାଳୟ ଏବେ…

ଉତ୍କଳ ବିଶ୍ବବିଦ୍ୟାଳୟରେ ଗଣ୍ଡଗୋଳ ଘଟଣା:…

ଭୁବନେଶ୍ବର: ଆଜି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପିଜି କାଉନସିଲ କନଫରେନ୍ସ ହଲରେ ସେମିନାର ଚାଲିଥିଲା । ସିଟିଜେନ୍ ଫୋରମ୍ ପକ୍ଷରୁ ଆୟୋଜିତ ଏହି ସେମିନାରରେ ଜେଏନୟୁ ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ ମଜୁମଦାର ବକ୍ତବ୍ୟ ଦେଉଥିଲେ। ଏହି ସମୟରେ ତାଙ୍କୁ ଏବିଭିପିର କାର୍ଯ୍ୟକର୍ତ୍ତା ମାନେ ଖରାପ…

ବାଣୀବିହାର ବିଶ୍ବବିଦ୍ୟାଳୟରେ ଛାତ୍ର…

ଭୁବନେଶ୍ବର: ବାଣୀବିହାରରେ ପୁଣି ଥରେ ଅଶାନ୍ତି ପରିସ୍ଥିତି ଦେଖିବାକୁ ମିଳିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ ହଲ୍‌ରେ ରବିବାର ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ସେଠାରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି। ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ଜେଏନୟୁର ପ୍ରଫେସରଙ୍କ ଉପରେ ଆକ୍ରମଣ…

ନାକ୍‍ ଟିମ୍‍ ଆସିବା ପୂର୍ବରୁ ‘ଉତ୍କଳ’…

ଭୁବନେଶ୍ୱର: ରାଷ୍ଟ୍ରୀୟ ମୂଲ୍ୟାୟନ ଓ ଅନୁମୋଦନ ପରିଷଦ(ନାକ୍‍)ର ଏ++ ମାନ୍ୟତା ଦୌଡ଼ରେ ଉତ୍କଳ ବିଶ୍ୱବିଦ୍ୟାଳୟ। ବିଶ୍ୱବିଦ୍ୟାଳୟର ୭୯ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଏଦିଗରେ ଗୁରୁତ୍ୱ ଦେଇଥିଲେ। ବିଶ୍ୱବିଦ୍ୟାଳୟ…

ୟୁନିଭର୍ସିଟି ହାଇସ୍କୁଲର ଭବିଷ୍ୟତକୁ ନେଇ…

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ୟୁନିଭର୍ସିଟି ହାଇସ୍କୁଲର ଭାଗ୍ୟ ଓ ଭବିଷ୍ୟତକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଉଚ୍ଚ ବିଦ୍ୟାଳୟରେ ୬ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ। ବର୍ତ୍ତମାନ ଏହି ହାଇସ୍କୁଲ ବିଶ୍ୱବିଦ୍ୟାଳୟର ପରିଚାଳନା ଅର୍ଥାତ ଉଚ୍ଚଶିକ୍ଷା ବିଭାଗ…