ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Vaccination

ଖୋଲା ବଜାରରେ ବିକ୍ରି ହେବ କୋଭିସିଲ୍ଡ ଓ…

ନୂଆଦିଲ୍ଲୀ: ଦୀର୍ଘ ୧ ବର୍ଷରୁ ଅଧିକ ହେବ କରୋନା ବିରୋଧୀ ଲଢେଇରେ ଏକମାତ୍ର ଅସ୍ତ୍ର ସାଜିଛି ଟିକା । ଦେଶରେ କରୋନା ମହାମାରୀ ବିରୋଧରେ ସଞ୍ଜିବନୀ ସାଜିଥିବା କୋଭିଶିଲ୍ଡ ଓ କୋଭାକ୍ସିନ୍‌ ଟିକାକୁ ନେଇ ଆସିଛି ଏକ ଭଲ ଖବର। ଭାରତରେ ମୁଖ୍ୟତ ୨ ଟି ଟିକା ଉପଯୋଗ ହେଉଥିବା ବେଳେ ଏହା କେବଳ ସରକାରୀ ମାଧ୍ୟମରେ…

ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ:…

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ବର୍ତ୍ତମାନ ଟିକା ହିଁ ଏକମାତ୍ର ବିକଳ୍ପ । ଯାହାକୁ ସବୁ ରାଷ୍ଟ୍ର ଗୁରୁତ୍ଵ ଦେଇ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ କରିଛନ୍ତି । ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ରରେ ଟିକାକରଣକୁ ଏକପ୍ରକାର ବାଧ୍ୟତାମୂଳକ କରାଯାଇଥିବା ବେଳେ ଟିକା ନେଇ ନଥିବା ଲୋକଙ୍କୁ…

୨ରୁ ୧୮ ବର୍ଷର ଶିଶୁଙ୍କୁ ଖୁବଶୀଘ୍ର ହେବ…

ଭୁବନେଶ୍ୱର: ୨ରୁ ୧୮ ବର୍ଷ ଶିଶୁଙ୍କୁ ଖୁବଶୀଘ୍ର ହେବ ଟିକାକରଣ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ଆସନ୍ତା କାଲିଠୁ ପ୍ରଶିକ୍ଷଣ ଆରମ୍ଭ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି। ରାଜ୍ୟରେ ୧କୋଟି ୪୦ ଲକ୍ଷ ୨ରୁ ୧୮ ବର୍ଷର ହିତାଧିକାରୀ…

ଜି୭ ଦେଶ ତୁଳନାରେ କୋଭିଡ ଟୀକାକରଣରେ…

ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ଲାଗି ଦେଶରେ ବଡ଼ ଧରଣର ଟିକାକରଣ ଜାରି ରହିଛି । କେନ୍ଦ୍ର ସରକାର ରବିବାର ଦେଇଥିବା ତଥ୍ୟ ଅନୁସାରେ ଟିକାକରଣରେ ଭାରତ ଜି୭ ରାଷ୍ଟ୍ରକୁ ପଛରେ ପକାଇଛି । ସରକାର ଦେଇଥିବା ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ୧୮ କୋଟି ଡୋଜ୍ ଟିକାକରଣ ହୋଇଛି । ଜି୭…

ଟିକାକରଣରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ…

ଭୁବନେଶ୍ୱର : ଟିକାକରଣ କ୍ଷେତ୍ରରେ ଓଡ଼ିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ଯସରକାରଙ୍କ ତ୍ବରିତ ଟାକାକରଣ ପ୍ରକ୍ରିୟା ଯୋଗୁଁ ରାଜ୍ୟରେ ଭ୍ୟାକ୍ସିନେସନ୍‌ ୧.୫ କୋଟି ପାର କରିଛି । ଅର୍ଥାତ ବର୍ତ୍ତମାନ ସୁଦ୍ଧା ଓଡିଶାରେ ଦେଢ କୋଟି ଡୋଜ୍ ଭ୍ୟାକସିନ ଦିଆସରିଲାଣି । ଏ ନେଇ ଟ୍ବିଟ୍ କରି ସୂଚନା…

୧୫ ତାରିଖ ପରେ ଗର୍ଭବତୀଙ୍କୁ ମିଳିବ…

ଖୁବ୍ ଶୀଘ୍ର ଗର୍ଭବତୀଙ୍କୁ ମିଳିବ କରୋନା ଟିକା। ଜୁଲାଇ ୧୫ ତାରିଖ ପରେ ଗର୍ଭବତୀ ମାନଙ୍କୁ ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଆଜି ଏ ନେଇ ଜାରି ହେବ ଗାଇଡଲାଇନ୍ । ଯେଉଁ ଜିଲ୍ଲାରେ ପୂର୍ବରୁ ଯେଉଁ ଟିକା ଦିଆ ଯାଉଛି ସେହି ଟିକା ଦିଆଯିବ ।…

ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ…

୨୦୨୧ ଶେଷ ସୁଦ୍ଧା ଭାରତରେ ସମସ୍ତଙ୍କୁ କରୋନା ଟିକାକରଣ କରାଯିବ। ଏ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଶୁକ୍ରବାର ଘୋଷଣା କରିଛନ୍ତି। କରୋନା ଟିକାକକରଣର ମନ୍ଥରତାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ଟ୍ୱିଟ ର ଜାବାବ ଦେଇ ଏପରି କହିଛନ୍ତି କେନ୍ଦ୍ରମନ୍ତ୍ରୀ।ସୂଚନା ଥାଉକି…

ଟିକାର ସୁରକ୍ଷା ପାଇଁ ସମ୍ଭାବ୍ୟ ବାତ୍ୟା…

ସମ୍ଭାବ୍ୟ ବାତ୍ୟା ଯୋଗୁଁ ବନ୍ଦ ରହିବ ଟିକାକରଣ । ବାତ୍ୟାରେ ପ୍ରଭାବିତ ଜିଲ୍ଲାରେ ଟିକାକରଣ ବନ୍ଦ ରଖିବା ନେଇ ପରିବାର ଓ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଟିକାର ସୁରକ୍ଷାକୁ ଦୃଷ୍ଟିରେ…

ଟିକା ପାଇଁ ମା’ ହଟହଟା , ପୁଅ ଦେଲାନି…

ଭୁବନେଶ୍ୱର : ‘ପୁଅ ଜନ୍ମକରି ପାପ କରିଛି ୧୦ମାସ ୧୦ଦିନ ଗର୍ଭରେ ରଖି ଅନେକ ଯାତନା ପାଇ ଜନ୍ମ ଦେଲି। ନିଜେ ନ ଖାଇ ପିଲାଙ୍କୁ ଖୁଆଇ ବଡ଼ କଲି। କୋଳରେ ଜାବୁଡ଼ି ଧରି ଲାଳନପାଳନ କଲି। ଛୋଟ ବେଳୁ କେବେ କୋଉ କଥାରେ ଉଣା କରିନି। ସମସ୍ତଙ୍କୁ ପାଠ ପଢ଼େଇ ମଣିଷ କରିଛି। ବଡ଼ପୁଅ ସିନିଅର ଟେକ୍‍ନିକାଲ ଅଫିସର ଅଛି।…

ପୁଅ ଦେଲାନି ଆଧାରକାର୍ଡ: ଟିକା ପାଇଁ ମା’…

ଭୁବନେଶ୍ୱର : ‘ପୁଅ ଜନ୍ମକରି ପାପ କରିଛି' । ୧୦ମାସ ୧୦ଦିନ ଗର୍ଭରେ ରଖି ଅନେକ ଯାତନା ପାଇ ଜନ୍ମ ଦେଲି। ନିଜେ ନ ଖାଇ ପିଲାଙ୍କୁ ଖୁଆଇ ବଡ଼ କଲି। କୋଳରେ ଜାବୁଡ଼ି ଧରି ଲାଳନପାଳନ କଲି। ଛୋଟ ବେଳୁ କେବେ କୋଉ କଥାରେ ଉଣା କରିନି। ସମସ୍ତଙ୍କୁ ପାଠ ପଢ଼େଇ ମଣିଷ କରିଛି। ବଡ଼ପୁଅ ସିନିଅର ଟେକ୍‍ନିକାଲ ଅଫିସର…