ଇସ୍ରୋର ଉଦ୍ବେଗଜନକ ରିପୋର୍ଟ:…
ନୂଆଦିଲ୍ଲୀ(ଏଜେନ୍ସି): ଉତ୍ତରାଖଣ୍ଡର ଦେବଭୂମି ସହର ଯୋଶୀମଠ ଦବିବା ଘଟଣା ଏବେ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ଏବଂ ବିଶେଷଜ୍ଞ ମହଲକୁ ଚିନ୍ତିତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ସହରର ୭୦୦ କୋଠାରେ ଫାଟ ସୃଷ୍ଟି ହୋଇଛି ଯାହାକି ପୁରା ସହର କୋଠା ସଂଖ୍ୟାର ଏକ ଚତୁର୍ଥାଂଶ। ଏହାକୁ…