ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

US

ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର…

ପ୍ୟୋଙ୍ଗୟାଙ୍ଗ: ଆଜି ଉତ୍ତର କୋରିଆ ତା’ର ପୂର୍ବତଟ ସମୁଦ୍ର ମଧ୍ୟକୁ ଗୋଟାଏ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଜାରି କରିଥିବା ବିବୃତିରେ କହିଛନ୍ତି। ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆା ଏକଛତ୍ରବାଦୀ ଶାସକ କିମ୍‌…

ସଡ଼କ ନେଟ୍‌ୱର୍କ ବିସ୍ତାରରେ ଭାରତ…

ନୂଆଦିଲ୍ଲୀ : ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଚୀନ୍‌ର ରେକର୍ଡ ଭାଙ୍ଗିଛି ଭାରତ। ବିଗତ କିଛି ବର୍ଷ ମଧ୍ୟରେ ସଡ଼କ ନିର୍ମାଣ କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ ସଫଳତା ହାସଲ କରିବା ସହିତ ଆମେରିକା ପରେ ବିଶ୍ବର ଦ୍ବିତୀୟ ସର୍ବବୃହତ ସଡ଼କ ନେଟୱର୍କ ରାଷ୍ଟ୍ର ଭାବେ ପ୍ରତିଷ୍ଠାଲାଭ କରିଛି। ୨୦୧୪ ପରେ…

ବାଇଡେନ ଦମ୍ପତ୍ତିଙ୍କୁ ବିଶେଷ ଉପହାର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଆମେରିକାରେ ପହଞ୍ଚିଛନ୍ତି। ସେଠାରେ ସମସ୍ତେ ତାଙ୍କୁ ଖୋଲା ହୃଦୟରେ ସ୍ବାଗତ କରୁଛନ୍ତି। ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଆଗ୍ରହୀ ଏବଂ ଯେଉଁମାନେ ତାଙ୍କୁ ଭେଟିଛନ୍ତି ସେମାନେ ତାଙ୍କୁ ପ୍ରଶଂସା କରିବାରେ ଲାଗି ପଡିଛନ୍ତି।। ହ୍ୱାଇଟ୍…

ଆମେରିକାରେ ଗର୍ଭପାତ ଆଇନକୁ ନେଇ…

ୱାଶିଂଟନ: ଆମେରିକା ଟେକ୍ସାସ ରାଜ୍ୟର ଜଣେ ବିଚାରପତି ଗର୍ଭନିରୋଧକ ଔଷଧ ‘ମାଇଫପ୍ରିଷ୍ଟୋନ’ ଉପରେ କଟକଣା ଲଗାଇ ଦେଇଛନ୍ତି। ଏହା ପରେ ପୁଣିଥରେ ବିକଶିତ ରାଷ୍ଟ୍ର ଆମେରିକାରେ ଗର୍ଭପାତ ଆଇନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ଏହି ନିଷ୍ପତ୍ତି ଶୁଣାଇଥିବା ବିଚାରପତି ମାଥ୍ୟୁ କାସମାରିକଙ୍କୁ ପୂର୍ବତନ…

ଆମେରିକା-ସାଉଦି ମଧ୍ୟରେ ଉତ୍ତେଜନା

ୱାଶିଂଟନ : ଆମେରିକା ଏବଂ ସାଉଦି ଆରବ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ତୈଳ ଉତ୍ପାଦନକାରୀ ରାଷ୍ଟ୍ର ଗୁଡିକ (ଓପେକ୍‌) ଅଶୋଧିତ ତୈଳ ଉତ୍ପାଦନ ହ୍ରାସ ନିଷ୍ପତ୍ତିରେ ଆମେରିକା କ୍ଷୁବ୍ଧ ହୋଇଛି। ଏହାକୁ ନେଇ ଆମେରିକା ସାଉଦି ସହ ୱାଶିଂଟନର ତିକ୍ତତା ବଢ଼ିଛି। ଏହାର ପ୍ରଭାବ ଆସନ୍ତା ମାସରେ…

ଭାରତ, ଆମେରିକା , ୟୁଏଇ ଓ ଇସ୍ରାଏଲର ନୂଆ…

ୱାଶିଂଟନ : ଭାରତ, ଆମେରିକା, ଇସ୍ରାଏଲ ଏବଂ ମିଳିତ ଆରବ ଆମିରାତ(ୟୁଏଇ) ‘ଆଇ୨ୟୁ୨’ ନାମରେ ଏକ ନୂଆ ଗୋଷ୍ଠୀ ଗଠନ କରିବା ସହିତ ଏହାର ପ୍ରଥମ ଭର୍ଚ୍ୟୁଆଲ୍ ଶିଖର ବୈଠକ ଆସନ୍ତା ମାସରେ ଆୟୋଜନ କରିବାକୁ ଯାଉଛନ୍ତି। ସମଗ୍ର ବିଶ୍ବରେ ଆମେରିକାର ମିତ୍ରରାଷ୍ଟ୍ରମାନଙ୍କୁ ପୁନଃ ଗତିଶୀଳ କରିବା ଉଦ୍ଦେଶ୍ୟରେ…

ପୁତିନଙ୍କୁ ହତ୍ୟା କରିବାକୁ ଆମେରିକା…

ୱାଶିଂଟନ : ୟୁକ୍ରେନର ଶାସନ କ୍ଷମତାକୁ ଦଖଲ କରିବା ଜିଦରେ ଆକ୍ରମଣ ଜାରି ରଖିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ହତ୍ୟା କରିବା ପାଇଁ ଆମେରିକାର ଜଣେ ସାଂସଦ ଆହ୍ବାନ ଦେଇଛନ୍ତି। ଯଦି ରୁଷିଆର କୌଣସି ବ୍ୟକ୍ତି ସାହାସର ସହିତ ଆଗକୁ ଆସି ପୁତିନଙ୍କୁ ହତ୍ୟା କରନ୍ତି ତେବେ ଯୁଦ୍ଧ ବନ୍ଦ…

ଆମେରିକା ଏକ ମାଫିଆ, ୟୁକ୍ରେନକୁ…

ତେହରାନ : ରୁଷର ୟୁକ୍ରେନ ଆକ୍ରମଣ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହାକୁ ନେଇ ଇରାନ ଆମେରିକାକୁ ତୀବ୍ର ସମାଲୋଚନା କରିଛି। ଇରାନର ସର୍ବୋଚ୍ଚନ ନେତା ଅୟାତୁଲ୍ଲା ଅଲି ଖାମନେଇ ଆମେରିକାକୁ ମାଫିଆ କହିଛନ୍ତି। ଏହି ମାଫିଆ ୟୁକ୍ରେନକୁ ଫସାଇ ଦେଇଛି। ୟୁକ୍ରେନ ଆମେରିକା ଦ୍ବାରା ସୃଷ୍ଟି ହୋଇଥିବା ସଙ୍କଟର…

ଆମେରିକାକୁ ରୁଷର ପ୍ରଶ୍ନ : ସ୍ପେଶ…

ମସ୍କୋ : ୟୁକ୍ରେନରେ ଆକ୍ରମଣକୁ ନେଇ ଆମେରିକା ରୁଷ ଉପରେ କଠୋର କଟକଣା ଲଗାଇଛି। ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷର ମହାକାଶ କ୍ଷେତ୍ର ଉପରେ ମଧ୍ୟ କଟକଣା ଲଗାଇବାକୁ ଘୋଷଣା କରିଥିଲେ। ଏଥିଯୋଗୁଁ ରୁଷ ମହାକାଶ ଏଜେନ୍ସିକୁ ବହୁତ କ୍ଷତି ସହିବାକୁ ପଡିବ ବୋଲି ବାଇଡେନ କହିଥିଲେ। ହ୍ବାଇଟହାଉସ…

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ…

23 ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ, ଜୋ ବିଡେନ ରାଷ୍ଟ୍ରପତି ହେବା ପରଠାରୁ ପ୍ରଥମ ଥର ପାଇଁ ଫେସ୍ ଟୁ ଫେସ୍ ଆଲୋଚନା କରିବେ ମୋଦି-ବାଇଡେନ୍ । କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ମୋଦି ୱାଶିଂଟନ ଯାଉଛନ୍ତି, ଯେଉଁଠାରେ ସେ ବିଡେନ, ଅଷ୍ଟ୍ରେଲିଆର ସ୍କଟ ମୋରିସନ୍ ଏବଂ…