Browsing Tag

Ukrainian

ୟୁକ୍ରେନ ଫେରନ୍ତା ଡାକ୍ତରୀ…

ନୂଆଦିଲ୍ଲୀ : ୟୁକ୍ରେନରୁ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ରବିବାର ଜନ୍ତରମନ୍ତର ଠାରେ ବିକ୍ଷୋଭ କରିଛନ୍ତି। ସେମାନଙ୍କ ପାଠ ପଢାର ଭବିଷ୍ୟତ ସୁରକ୍ଷିତ ରଖୀବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଦାବିରେ ବିେକ୍ଷାଭ କରିଛନ୍ତି। କେବଳ ଛାତ୍ରଛାତ୍ରୀ ନୁହନ୍ତି, ସେମାନଙ୍କ ଅଭିଭାବକ ମଧ୍ୟ…

ୟୁକ୍ରେନ ରାଷ୍ଟ୍ରପତି ଭବନ ନିକଟରେ ଫସି…

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କ କାର୍ଯ୍ୟାଳୟଠାରୁ ୪୦୦ ମିଟର ଦୂରରେ ଥିବା ଏକ ଭୂତଳପ୍ରାସାଦରେ ୫ ଜଣ ଭାରତୀୟ ନାଗରିକ ଫସି ରହିଛନ୍ତି। ଏହି ଅଞ୍ଚଳର ରାଷ୍ଟ୍ରପତି ଭବନ ସହିତ ଅନ୍ୟ ମନ୍ତ୍ରାଳୟଗୁଡିକ ରହିଛି। ତେଣୁ ଏଠାରେ ୟୁକ୍ରେନ ସେନା ସଜାଗ ରହିଛି। ଟ୍ୟାଙ୍କ ଏବଂ…