ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Ukraine

ଗିରଫ ହେବେ ରୁଷ୍‌ ରାଷ୍ଟ୍ରପତି…

ନୂଆଦିଲ୍ଲୀ(ଏଜେନ୍ସି): ଗିରଫ ହୋଇପାରନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ୟୁକ୍ରେନରେ ଯୁଦ୍ଧ ଅପରାଧକୁ ନେଇ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ (ଆଇସିସି) ଗିରଫ ପରୱାନା ଜାରି କରିଛନ୍ତି। ୟୁକ୍ରେନରେ ଶିଶୁଙ୍କ ଅପହରଣ ଏବଂ ବେଆଇନ ଚାଲାଣ…

ୟୁକ୍ରେନରେ ଅଚାନକ ପହଞ୍ଚିଲେ ଆମେରିକା…

କିଭ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି । ଏହା ଏବେ ବର୍ଷେ ପୂରିବାକୁ ଯାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଠିକ ଏହା ପୂର୍ବରୁ ୟୁକ୍ରେନ ଗସ୍ତରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ଦେଇଛି । ୨୪ ଫେବୃୟାରୀ ୨୦୨୨ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଯୁଦ୍ଧ ପରେ ପ୍ରଥମ ଥର ପାଇଁ…

ଋଷ ବିପକ୍ଷରେ ଆହୁରି ଶକ୍ତିଶାଳୀ ହେବ…

କିଭ୍: ଶକ୍ତିଶାଳୀ ହେବ ୟୁକ୍ରେନ ସେନା । ଏଣିକି ୟୁକ୍ରେନକୁ ଟକ୍କର ଦେବା ଋଷ ପକ୍ଷେ ହୋଇପାରେ କଷ୍ଟକର । କାରଣ ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି…

ୟୁକ୍ରେନର ମିଜାଇଲ୍ ମାଡରେ ୬୩ ରୁଷୀୟ…

ୟୁକ୍ରେନ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତାର ୧୧ମାସ ହେବ ଜାରି ରହିଥିବା ରୁଷ ୟୁକ୍ରେନ୍ ଯୁଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ରୁଷ ଲଗାତାର ୟୁକ୍ରେନ୍ ଉପରେ ମିଜାଇଲ୍ ତୋପ ମାଡ କରୁଥିବା ବେଳେ ଏହାର ପ୍ରତିଜଵାବ ଦେଉଛି ୟୁକ୍ରେନ୍ । ରୁଷ ସେନା ଉପରେ…

ୟୁକ୍ରେନ ଉପରେ ୭୦ରୁ ଊର୍ଦ୍ଧ୍ୱ ମିଶାଇଲ…

ନୂଆଦିଲ୍ଲୀ: ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଭୟାନକ ଆକ୍ରମଣ । ଯୁଦ୍ଧ ଆରମ୍ଭରୁ ଆଜିଯାଏ ହୋଇଥିବା ଆକ୍ରମଣ କ୍ଷେତ୍ରରେ ଏହା ସବୁଠାରୁ ବଡ଼ ଓ ଭୟାନକ ବୋଲି ସୂଚନା ମିଳିଛି । ୟୁକ୍ରେନର ବିଭିନ୍ନ ସହରରେ ୭୦ରୁ ଅଧିକ ମିସାଇଲ ହିଟ୍ କରିଛି ଋଷ । ସାରା ଦେଶରେ ଜରୁରୀ ବ୍ଲାକ ଆଉଟ ଘୋଷଣା କରିବା ଲାଗି…

ତାଲିବାନ ସଂଘର୍ଷଠାରୁ ଅଧିକ ଭୟାବହ…

କିଭ୍‌: ତାଲିବାନ ଯୁଦ୍ଧଠାରୁ ୟୁକ୍ରେନ ଯୁଦ୍ଧ ଅଧିକ ବିପଜ୍ଜନକ ପାଲଟି ଯାଇଛି। ୟୁକ୍ରେନରେ ରୁଷ୍‌ ଦିନକୁ ଯେତିକି ଗୁଳିମାଡ଼ କରୁଛି ତାହା ଆଫଗାନିସ୍ତାନରେ ମାସେ ସହ ସମାନ ଥିଲା। ତାଲିବାନ ବିରୋଧରେ ରୁଷ୍‌ ଦିନକୁ ୩୦୦ ରାଉଣ୍ଡ ଗୁଳି ମାଡ଼ କରୁଥିଲା। କିନ୍ତୁ ୟୁକ୍ରେନ୍‌ ଉପରେ ଦିନକୁ ୪୦ରୁ ୫୦ ହଜାର…

ୟୁକ୍ରେନର ଖେର୍‌ସନ୍‌ ସହରରୁ ରୁଷର…

କିବ୍: ଦକ୍ଷିଣ ୟୁକ୍ରେନର ପ୍ରମୁଖ ତଥା ବାଣିଜ୍ୟିକ ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏନେଇ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀର ଅପରପାର୍ଶ୍ବକୁ ଚାଲିଯାଇଥିଲା ବେଳେ ୟୁକ୍ରେନ ସେନା ପୁଣି ଏହି ସହରରେ ପ୍ରବେଶ କରିବା ଆରମ୍ଭ କରିଥିବା…

ରୁଷ୍‌ର ନିଶାଣରେ ୟୁକ୍ରେନର ପ୍ରମୁଖ…

କିଭ୍‌: ୟୁକ୍ରେନର ବହୁ ସହର ଉପରେ ରୁଷ ସେନା ସୋମବାର ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ଚେରକାସୀ, ଭିନିସିଆ ଏବଂ ଜାପୋରିଝିଆ ଆଦି ସହରକୁ ଟାର୍ଗେଟ କରି ୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କେବଳ ଖାରକିଭ୍‌ ସହର ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି…

ଆମେରିକାକୁ ପୁଣି ରୁଷର ଚେତାବନୀ;…

ମସ୍କୋ : ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଦିନକୁ ଦିନ ଧମକ ପ୍ରତିଧମକ ମଧ୍ୟରେ ଛାରଖାର ହେଉଛି ୟୁକ୍ରେନ୍ । ତେବେ ଏପରି ସମୟରେ ଆମେରିକା ଓ ତା’ର ସହଯୋଗୀ ଦେଶମାନେ ଯଦି ୟୁକ୍ରେନ ଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ…

ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ର…

କିଭ୍‌: ୟୁକ୍ରେନର ଅଧିକାଂଶ ପ୍ରମୁଖ ଅଞ୍ଚଳ ଉପରେ ରୁଷ ସେନା ଆକ୍ରମଣ ଜୋରଦାର କରିଛି। ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବା ସହିତ ଜନବସତିକୁ ମଧ୍ୟ ରୁଷ ସେନା ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଦକ୍ଷିଣ ପୂର୍ବ ଅଞ୍ଚଳରେ ଲୁହାଂସ୍କ, ଖେରସନ ଏବଂ ଦୋନେସ୍କ ଆଦି ସହର ଉପରେ ଘନ ଘନ ଆକ୍ରମଣ ଜାରି…