ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Ukraine-Russia War

ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ର…

କିଭ୍‌: ୟୁକ୍ରେନର ଅଧିକାଂଶ ପ୍ରମୁଖ ଅଞ୍ଚଳ ଉପରେ ରୁଷ ସେନା ଆକ୍ରମଣ ଜୋରଦାର କରିଛି। ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବା ସହିତ ଜନବସତିକୁ ମଧ୍ୟ ରୁଷ ସେନା ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଦକ୍ଷିଣ ପୂର୍ବ ଅଞ୍ଚଳରେ ଲୁହାଂସ୍କ, ଖେରସନ ଏବଂ ଦୋନେସ୍କ ଆଦି ସହର ଉପରେ ଘନ ଘନ ଆକ୍ରମଣ ଜାରି…

ରୁଷର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ…

ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍…

ପ୍ରତିଶୋଧ ପରାୟଣ ରୁଷ୍‌ ଏବେ ରକ୍ତମୁଖା;…

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧ ଇତି ମଧ୍ୟରେ ୮ ମାସ ଛୁଇଁଛି। ଦୀର୍ଘ ଅବଧିର ଏହି ଯୁଦ୍ଧ ମଧ୍ୟରେ ଉଭୟ ରୁଷ ଏବଂ ୟୁକ୍ରେନର ପର୍ଯ୍ୟାପ୍ତ କ୍ଷତି ଘଟିଥିଲେ ହେଁ ଏହା ଥମିବାର ନାଁ ଧରୁନି। କାରଣ ରାଷ୍ଟ୍ରପତି ପୁତିନ ଏବଂ ଜେଲେଁସ୍କି ଏବେ ମଧ୍ୟ ନିଜ ଅହଂକାର ଏବଂ ଜିଦ୍‌ରେ ଅଟଳ ରହିଛନ୍ତି। ଯାହାକୁ ନେଇ ଯୁଦ୍ଧ…

ୟୁକ୍ରେନ ରାଜଧାନୀ କିଭ୍‌ ଉପରେ ରୁଷର ଘନ…

କିଭ୍: କ୍ରିମଆ ବ୍ରିଜ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ରକ୍ତମୁଖା ହୋଇଛି ରୁଷ । ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଅନ୍ୟ ସହର ଉପରେ ମିଶାଇଲ ମାଡ କରିଛି ଋଷ ସେନା । କ୍ରିମିଆ ଆଟାକ ପରେ କିଭ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଋଷ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଋଷର ସୈନ୍ୟମାନେ ୟୁକ୍ରେନର ଦକ୍ଷିଣ…

ୟୁକ୍ରେନର ୪ ଅଞ୍ଚଳକୁ ରୁଷିଆ ନିଜ ସୀମାରେ…

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ୪ ପ୍ରମୁଖ ଅଞ୍ଚଳକୁ ରୁଷିଆ ନିଜ ସୀମାରେ ସାମିଲ କରିଛି। ରାଷ୍ଟ୍ରପତି ପୁତିନ ପୂର୍ବରୁ ଏଥିନେଇ ସଙ୍କେତ ଦେଇ ସାରିଥିଲା ବେଳେ ଶୁକ୍ରବାର କ୍ରେମଲିନ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି। ୟୁକ୍ରେନର ଡୋନେସ୍କ,…

ପୁଟିନଙ୍କ ବଡ଼ ପ୍ରସ୍ତୁତି: ଋଷିଆ ସହ…

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ଉଭୟଙ୍କ ମଧ୍ୟରେ ୭ ମାସ ହେଲା ଯୁଦ୍ଧ ଜାରି ରହିଛି। ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଞ୍ଚ ଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦ୍ୟମ ଆରମ୍ଭ କରିଛନ୍ତି ।ରିପୋର୍ଟ ମୁତାବକ,…

ଯୁଦ୍ଧଖୋର୍‌ ପୁତିନଙ୍କ ବିରୋଧରେ ରୁଷରେ…

ମସ୍କୋ: ୟୁକ୍ରେନ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ପୁତିନ ଗତକାଲି ଆମେରିକା ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଚେତାବନୀ ଜାରି କରିବା ସହିତ ରୁଷ ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଥିଲେ। ଏଥିସହିତ ଲଢ଼େଇ ପାଇଁ ପ୍ରଶିକ୍ଷଣ ନେଇଥିବା ୩ ଲକ୍ଷ ରିଜର୍ଭ ଯୋଦ୍ଧାଙ୍କୁ ୟୁକ୍ରେନ ପଠାଇବାକୁ ଘୋଷଣା…

ୟୁକ୍ରେନ ବିରୁଦ୍ଧରେ ୨୦୦ ଦିନର ସଂଘର୍ଷ…

କିଭ୍‌: ରୁଷ-ୟୁକ୍ରେନର ଯୁଦ୍ଧ ଇତି ମଧ୍ୟରେ ୨୦୦ ଦିନ ଅତିକ୍ରମ କରିଛି। ଉଭୟ ପକ୍ଷର ଆକ୍ରମଣ, ପ୍ରତ୍ୟାକ୍ରମଣ ଜାରି ରହିଥିଲେ ହେଁ ଏହା ମଧ୍ୟରେ ଏକ ବିରାଟ ପରବର୍ତ୍ତନ ଦେଖିବାକୁ ମିଳିଛି। ସବୁଠାରୁ ବଡ଼ କଥା ହେଲା ରୁଷ ସେନା ଏବେ ରଣଭୂମିରୁ ପଛଘୁଞ୍ଚା ଦେଉଥିବାର ସଙ୍କେତ ମିଳିଛି। ଯୁଦ୍ଧ ପ୍ରାରମ୍ଭରେ ରୁଷ…

ୟୁକ୍ରେନ ରେଳ ଷ୍ଟେସନ ଉପରେ ରୁଷର…

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରିଲାଣି ୬ ମାସ । ଦୁଇ ଦେଶ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନି। ଏହାମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବୁଧବାର ଏକ ବଡ ଦାବି କରିଛନ୍ତି । ୟୁକ୍ରେନର ଏକ ରେଳ ଷ୍ଟେସନ ଉପରେ ରୁଷର ରକେଟ୍ ଆକ୍ରମଣ ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ହୋଇଛି…

ଭାରତ ସମେତ ୫ ରାଷ୍ଟ୍ରରୁ କୂଟନୀତିଜ୍ଞ…

ନୂଆଦିଲ୍ଲୀ: ଭାରତ ସମେତ ୫ ରାଷ୍ଟ୍ରରୁ ୟୁକ୍ରେନ ନିଜ କୂଟନୀତିଜ୍ଞମାନଙ୍କୁ ଶନିବାର ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛି। ରାଷ୍ଟ୍ରପତି ଜେଲେଁସ୍କିଙ୍କ ନିର୍ଦ୍ଦେଶ ଅନୁସାରେ ଏହା କାର୍ଯ୍ୟକାରୀ କରାଯାଇଛି। ଭାରତ ବ୍ୟତୀତ ଜର୍ମାନୀ, ହଙ୍ଗେରୀ, ଚେକୋସ୍ଲୋଭାକିଆ ଏବଂ ନରୱେରୁ କୂଟନୀତିଜ୍ଞମାନଙ୍କୁ…