Browsing Tag

Ukraine-Russia War

ଋଷ ବିପକ୍ଷରେ ଆହୁରି ଶକ୍ତିଶାଳୀ ହେବ…

କିଭ୍: ଶକ୍ତିଶାଳୀ ହେବ ୟୁକ୍ରେନ ସେନା । ଏଣିକି ୟୁକ୍ରେନକୁ ଟକ୍କର ଦେବା ଋଷ ପକ୍ଷେ ହୋଇପାରେ କଷ୍ଟକର । କାରଣ ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ବି ଜର୍ମାନୀ ଘୋଷଣା କରିଛି…

ରୁଷ ଧର୍ମଗୁରୁ ପାଟ୍ରିଆଚ କିରିଲ୍ଲଙ୍କ…

ମସ୍କୋ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବନ୍ଦ ହେବାର ନାଁ ଧରୁନାହିଁ । ଏହାରି ଭିତରେ ରୁଷ ପକ୍ଷରୁ ଆସିଛି ଏକ ବଡ ଘୋଷଣା । ଦୁଇଦିନ ପାଇଁ ୟୁକ୍ରେନ ବିରୋଧରେ ଯୁଦ୍ଧବିରତି ନିଷ୍ପତ୍ତି ନେଇଛି ରୁଷ । ଅର୍ଥାତ ରୁଷ ସେନା ଆସନ୍ତା ୬ ଏବଂ ୭ ଜାନୁଆରୀରେ ୟୁକ୍ରେନ ଉପରେ ସମସ୍ତ ପ୍ରକାରର…

ୟୁକ୍ରେନର ମିଜାଇଲ୍ ମାଡରେ ୬୩ ରୁଷୀୟ…

ୟୁକ୍ରେନ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଲଗାତାର ୧୧ମାସ ହେବ ଜାରି ରହିଥିବା ରୁଷ ୟୁକ୍ରେନ୍ ଯୁଦ୍ଧରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଛି । ରୁଷ ଲଗାତାର ୟୁକ୍ରେନ୍ ଉପରେ ମିଜାଇଲ୍ ତୋପ ମାଡ କରୁଥିବା ବେଳେ ଏହାର ପ୍ରତିଜଵାବ ଦେଉଛି ୟୁକ୍ରେନ୍ । ରୁଷ ସେନା ଉପରେ…

ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ ! ୟୁକ୍ରେନ…

ମସ୍କୋ: ଦୀର୍ଘ ୧୦ ମାସ ପରେ ବନ୍ଦ ହେବ ଋଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ସଙ୍କେତ ଦେଲେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷକୁ ଦୁର୍ବଳ କରିବା ପାଇଁ ଆମେରିକା ୟୁକ୍ରେନକୁ ଯୁଦ୍ଧକ୍ଷେତ୍ର ଭାବରେ ବ୍ୟବହାର କରୁଛି ବୋଲି ଭ୍ଲାଦିମର ପୁଟିନ ଅଭିଯୋଗ କରିଛନ୍ତି। ଏହାରି…

ତାଲିବାନ ସଂଘର୍ଷଠାରୁ ଅଧିକ ଭୟାବହ…

କିଭ୍‌: ତାଲିବାନ ଯୁଦ୍ଧଠାରୁ ୟୁକ୍ରେନ ଯୁଦ୍ଧ ଅଧିକ ବିପଜ୍ଜନକ ପାଲଟି ଯାଇଛି। ୟୁକ୍ରେନରେ ରୁଷ୍‌ ଦିନକୁ ଯେତିକି ଗୁଳିମାଡ଼ କରୁଛି ତାହା ଆଫଗାନିସ୍ତାନରେ ମାସେ ସହ ସମାନ ଥିଲା। ତାଲିବାନ ବିରୋଧରେ ରୁଷ୍‌ ଦିନକୁ ୩୦୦ ରାଉଣ୍ଡ ଗୁଳି ମାଡ଼ କରୁଥିଲା। କିନ୍ତୁ ୟୁକ୍ରେନ୍‌ ଉପରେ ଦିନକୁ ୪୦ରୁ ୫୦ ହଜାର…

ୟୁକ୍ରେନର ଖେର୍‌ସନ୍‌ ସହରରୁ ରୁଷର…

କିବ୍: ଦକ୍ଷିଣ ୟୁକ୍ରେନର ପ୍ରମୁଖ ତଥା ବାଣିଜ୍ୟିକ ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏନେଇ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀର ଅପରପାର୍ଶ୍ବକୁ ଚାଲିଯାଇଥିଲା ବେଳେ ୟୁକ୍ରେନ ସେନା ପୁଣି ଏହି ସହରରେ ପ୍ରବେଶ କରିବା ଆରମ୍ଭ କରିଥିବା…

ରୁଷ୍‌ର ନିଶାଣରେ ୟୁକ୍ରେନର ପ୍ରମୁଖ…

କିଭ୍‌: ୟୁକ୍ରେନର ବହୁ ସହର ଉପରେ ରୁଷ ସେନା ସୋମବାର ଘନ ଘନ କ୍ଷେପଣାସ୍ତ୍ର ମାଡ଼ କରିଛି। ରାଜଧାନୀ କିଭ୍‌ ସମେତ ଖାରକିଭ୍‌, ଚେରକାସୀ, ଭିନିସିଆ ଏବଂ ଜାପୋରିଝିଆ ଆଦି ସହରକୁ ଟାର୍ଗେଟ କରି ୫୦ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। କେବଳ ଖାରକିଭ୍‌ ସହର ଉପରେ ୪୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି ବୋଲି…

ଆମେରିକାକୁ ପୁଣି ରୁଷର ଚେତାବନୀ;…

ମସ୍କୋ : ୟୁକ୍ରେନ୍ ଏବଂ ରୁଷ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଦିନକୁ ଦିନ ଧମକ ପ୍ରତିଧମକ ମଧ୍ୟରେ ଛାରଖାର ହେଉଛି ୟୁକ୍ରେନ୍ । ତେବେ ଏପରି ସମୟରେ ଆମେରିକା ଓ ତା’ର ସହଯୋଗୀ ଦେଶମାନେ ଯଦି ୟୁକ୍ରେନ ଯୁଦ୍ଧରେ ସାମିଲ ହୁଅନ୍ତି ତେବେ ସେସବୁ ଦେଶମାନଙ୍କ ବେସାମରିକ ସାଟେଲାଇଟଗୁଡ଼ିକୁ…

ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ର…

କିଭ୍‌: ୟୁକ୍ରେନର ଅଧିକାଂଶ ପ୍ରମୁଖ ଅଞ୍ଚଳ ଉପରେ ରୁଷ ସେନା ଆକ୍ରମଣ ଜୋରଦାର କରିଛି। ବିଭିନ୍ନ ପ୍ରତିଷ୍ଠାନ ଉପରେ ଆକ୍ରମଣ କରାଯିବା ସହିତ ଜନବସତିକୁ ମଧ୍ୟ ରୁଷ ସେନା ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ଦକ୍ଷିଣ ପୂର୍ବ ଅଞ୍ଚଳରେ ଲୁହାଂସ୍କ, ଖେରସନ ଏବଂ ଦୋନେସ୍କ ଆଦି ସହର ଉପରେ ଘନ ଘନ ଆକ୍ରମଣ ଜାରି…

ରୁଷର ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ…

ମସ୍କୋ: ରୁଷର ବେଲଗୋରଡ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୧୧ ଜଣ ସୈନ୍ୟଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଉର୍ଦ୍ଧ୍ବ ଗୁରୁତରଭାବେ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କିଛି ସଶସ୍ତ୍ର ଆକ୍ରମଣକାରୀ ୟୁକ୍ରେନ ସୀମା ନିକଟ ବେଲଗୋରୋଡ ସ୍ଥିତ ରୁଷୀୟ ସେନା କ୍ୟାମ୍ପ ଉପରେ ହଠାତ୍…