ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

udyamtrus

ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନିଟରେ…

ଭୁବନେଶ୍ୱର: ଭୁବନେଶ୍ୱର ୧- ନମ୍ବର ୱାର୍ଡ ପ୍ରଶାନ୍ତି ବିହାର ଅଞ୍ଚଳ ଦୁର୍ଗା ମଣ୍ଡପ ବସ୍ତିରେ ରହୁଥିବା ଜଣେ ଗରିବ ମେଧାବୀ ଛାତ୍ରୀ ସୁଶ୍ରୀ ରୂପଶ୍ରୀ ସେନାପତି ସର୍ବଭାରତୀୟ ନିଟ ପରୀକ୍ଷା (୨୦୨୧)ରେ ୧୦୧୩ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ବର୍ତମାନ ଭୀମ ଭୋଇ ମେଡିକାଲ କଲଜରେ ନାମ ଲେଖାଇଛନ୍ତି।…

ଉଦ୍ୟମ ଚାରିଟେବଲ୍ ଟ୍ରଷ୍ଟ ପକ୍ଷରୁ ବିଶ୍ୱ…

ଭୁବନେଶ୍ବର: ମାର୍ଚ୍ଚ ୨୦ରେ ବିଶ୍ୱ ସୁଖ ଦିବସ ପାଳନ କରାଯାଇଥାଏ। ବିଶ୍ୱ ସୁଖ ଦିବସରେ "ଉଦ୍ୟମ ଚାରିଟେବଲ୍ ଟ୍ରଷ୍ଟ" ପକ୍ଷରୁ ପିଲାମାନଙ୍କୁ ନୋଟବୁକ୍ ଏବଂ କଲମ ବଣ୍ଟନ କରାଯାଇଥିଲା। ଜଲିମୁଣ୍ଡା ସାହି କ ଓ ଖ। ସୁନ୍ଦରପୁର ମୁଣ୍ଡା ସାହିରେ ୨୦୦ରୁ ଉର୍ଦ୍ଧ୍ବ ଛୋଟପିଲାଙ୍କୁ ବଣ୍ଟନ କରାଯାଇଥିଲା। …

ବିଶ୍ବ କୁଷ୍ଠ ଦିବସ: ଉଦ୍ଯମ ଚାରିଟେବୁଲ…

ଭୁବନେଶ୍ବର: ବିଶ୍ବ କୁଷ୍ଠ ଦିବସ ଅବସରରେ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ସ୍ଥିତ ନିଳାଦ୍ରୀ ନିଳୟ ଜରାଶ୍ରମରେ ଖାଦ୍ଯ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଟ୍ରଷ୍ଟର ସଭାପତି ଦିଲ୍ଲୀପ ସ୍ବାଇଁ ସମେତ ତାଙ୍କର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ। କୁଷ୍ଠ ରୋଗ ଭୂତାଣୁ…

ଉଦ୍ୟମ ଟ୍ରଷ୍ଟ ପକ୍ଷରୁ ବିଦ୍ଯୁତ ତାର…

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ଚିଲକି ଗ୍ରାମର କୁମର ପ୍ରଧାନ ପେସାରେ ଜଣେ ଚାଷୀ । ବୟସ ୪୦ବର୍ଷ। କ୍ଷେତରୁ ଘରକୁ ଫେରୁଥିବା ବେଳେ ଚାଷ ଜମିରେ ଛିଣ୍ଡି ପଡିଥିବା ବିଦ୍ଯୁତ ତାର ସଂସ୍ପର୍ଶରେ ଆସି ବମ ପଟ ଗୋଡ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଥିଲା । ଫଳରେ ତାଙ୍କର ଅସ୍ତ୍ରପ୍ରଚାର କରାଯାଇ ଗୋଡଟିକୁ କାଟିବାକୁ…