ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Uddhav Thackeray

ଶିବସେନାର ଦୁଇ ଗୋଷ୍ଠୀଙ୍କ ନୂଆ ନାଁ ଦେଲେ…

ମୁମ୍ବଇ: ଆଗାମୀ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନାର ଦୁଇଟି ଦଳର ନାମ ଏବଂ ପ୍ରତୀକ ଉପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।  ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଛି। ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ନାମ ମିଳିଥିବା ବେଳେ ଅନ୍ୟ ପଟେ…

ଅସଲି ଶିବସେନା ଓ ଦଳୀୟ ଚିହ୍ନକୁ ନେଇ…

ନୂଆଦିଲ୍ଲୀ : ପ୍ରକୃତ ‘ଶିବସେନା’ କିଏ? କାହାକୁ ମିଳିବ ଦଳୀୟ ଚିହ୍ନ? ଏନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରଙ୍କୁ ଶକ୍ତ ଝଟକା ଲାଗିଥିବା ବେଳେ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ମିଳିଛି ବଡ ଆଶ୍ଵସ୍ତି। ଏନେଇ ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ…

ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା…

ମୁମ୍ବାଇ : ନିଜକୁ ପ୍ରକୃତ ଶିବ ସୈନିକ ବୋଲି କହୁଥିବା ସିନ୍ଦେ ଗ୍ରୁପକୁ ଲାଗିଛି ବଡ଼ ଝଟକା। ଆଜି ଉଦ୍ଧବ ଠାକରେଙ୍କ ଶିବସେନାକୁ କୋର୍ଟରୁ ବଡ଼ ବିଜୟ ମିଳିଛି। ଆଜି ବିମ୍ବେ ହାଇକୋର୍ଟ ଉଦ୍ଧବ ଠାକରେଙ୍କ ଶିବସେନାକୁ ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଦଶହରା ରାଲି ପାଇଁ ଅନୁମତି ଦେଇଛନ୍ତି। ସମାନ ଦାବି…

ବିଜେପି ଓ ସିନ୍ଦେ ଗୋଷ୍ଠୀଙ୍କୁ ଉଦ୍ଧବ…

ମୁମ୍ବାଇ: ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ପରେ ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି କି, ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି ବିଜେପି । ଏହାସହ ଉଦ୍ଧବ ଉଭୟ ବିଜେପି ଓ…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଉଭୟ…

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ।  ଶିବସେନାର ବିଦ୍ରୋହୀମାନଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନ ଉପରେ ଆଜି ଶୁଣାଣି କରିଥିଲେ ସୁପ୍ରିମକୋର୍ଟ। ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଶିବସେନାର ଉଦ୍ୟମ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏକନାଥ…

ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ…

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବା ଉପରେ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ…

ମହାରାଷ୍ଟ୍ର ମହାନାଟକର ମୁଖ୍ୟନାୟକ ଏକନାଥ…

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏକନାଥଙ୍କ ପାଇଁ ଆଜି ମହାରାଷ୍ଟ୍ରର ମହାଅଘାଡି ସରକାର ଭୁଷୁଡ଼ିବାକୁ ବସିଛି। ନିଜ ଦଳରେ ବିଦ୍ରୋହ କରି ଏକନାଥ ୨୧ ଶିବସେନା ବିଧାୟକଙ୍କ ସହ ସୁରତ ଫେରାର ହୋଇଯାଇଥିଲା ବେଳେ ସେଠାରୁ ଗତକାଲି ଗୌହାଟୀ…

ପତନାଭିମୁଖୀ ମହାଅଘାଡ଼ି ସରକାର, ଇସ୍ତଫା…

ମୁମ୍ବାଇ : ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବିରୋଧରେ ଉଠିଥିବା ବିଦ୍ରୋହ ମହାଅଘାଡି ସରକାରର ପତନର କାରଣ ହେବାକୁ ଯାଉଛି। ଗତ ଦୁଇ ଦିନର ଘଟଣାକ୍ରମକୁ ନେଇ ବିଚଳିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିଲେ ହେଁ ନିଜ ସରକାରର ପତନ…

ରାଜ୍ୟପାଳଙ୍କ ପରେ କୋଭିଡ ପଜିଟିଭ୍‌ ହେଲେ…

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ହାଇଡ୍ରାମା ଭିତରେ ଗୋଟିଏ ପରେ ଗୋଟିଏ ରୋଚକ ଖବର ସାମ୍ନାକୁ ଆସିବାରେ ଲାଗିଛି। ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶୟାରି କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ବୁଧବାର ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏଚଏନ୍ ରିଲାଏନ୍ସ ହସପିଟାଲରେ ଭର୍ତ୍ତି…

ବିଭିନ୍ନ ରାଜ୍ଯର ଅକ୍ସିଜେନ ଅଭାବ ଦୂର…

ଭୁବନେଶ୍ୱର: ମହାମାରୀ ସମୟରେ ସଙ୍କଟ ମୋଚନ ସାଜାଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ଏବେ ଅନେକ ରାଜ୍ଯ କରୋନା ଯନ୍ତ୍ରଣାରେ କଲବଲ ହେଉଛନ୍ତି। କେଉଁଠି ରୋଗୀ ପାଇଁ ବେଡେ ନାହିଁ ତ ଆଉ କେଉଁଠି ଅକ୍ସିଜେନର ଅଭାବ ଦେଖାଦେଇଛି। ଅକ୍ସିଜେନ ଅଭାବରୁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି। ତାହାକୁ…