ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Twitter

ଆଜିଠୁ ଟ୍ୱିଟର ‘ବ୍ଲୁ ଟିକ୍’…

ନୂଆଦିଲ୍ଲୀ: ଟ୍ୱିଟର ପୁଣି ଥରେ ଏହାର ‘ବ୍ଲୁ ଟିକ୍’ ସବସ୍କ୍ରିପସନ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହାଫଳରେ ସୋମବାରଠାରୁ ଟ୍ବିଟର ୟୁଜରଙ୍କୁ ଏହାର ବ୍ଳୁ ସବସ୍କ୍ରିପ୍ସନ କିଣିବାକୁ ପଡ଼ିବ। ଏହା କରିବା ପରେ ୟୁଜରଙ୍କୁ ବ୍ଳୁ ଟିକ୍ ମିଳିବ ଏବଂ ସେମାନେ କମ୍ପାନୀ ଆରମ୍ଭ କରିଥିବା ସ୍ବତନ୍ତ୍ର ଫିଚର୍ସର ଲାଭ…

ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ…

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। ଜନମତରେ ବିଜୟୀ ହେବା ପରେ ଟ୍ରମ୍ପ ପୁଣି ଥରେ ଟ୍ୱିଟର୍‌କୁ ଫେରିଛନ୍ତି।…

ନୂଆ ଟ୍ବିଟର ନୀତି ଘୋଷଣା କଲେ ମାଲିକ ଏଲନ…

ନୂଆଦିଲ୍ଳୀ: ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ବିଟର କିଣିବା ପରଠାରୁ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ତାଙ୍କ ନିଷ୍ପତ୍ତି ଯୋଗୁଁ ଟ୍ବିଟର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଥିବା ଦେଖାଯାଉଛି । ପ୍ରଥମେ ଟ୍ୱିଟରରୁ କର୍ମଚାରୀଙ୍କୁ ଛଟେଇ କରିବା ସହ ତାଙ୍କର କାମ କରିବାର କଠୋର ନୀତି…

ପୂର୍ବାପେକ୍ଷା କଠିନ ପରିଶ୍ରମ କରିବାକୁ…

ସାନଫ୍ରାନସିସ୍କୋ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ବିଟର ଅଧିଗ୍ରହଣ ପରେ ଏହାର ନୂଆ ମୁଖ୍ୟ ଏଲନ୍‌ ମସ୍କଙ୍କୁ ନେଇ ବିବାଦ ଯେତିକି ବଢ଼ୁଛି ପ୍ରତିଦିନ ସେତିକି ନୂଆ ନୂଆ ଖବର ଆସୁଛି। ଟ୍ୱିଟରକୁ ସଫଳ କରିବା ପାଇଁ କର୍ମଚାରୀଙ୍କୁ ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ଏଲନ୍‌ ମସ୍କଙ୍କ କଠୋର…

ଟ୍ବିଟର, ମେଟା ପରେ ଆମାଜନ୍‌ରେ ଛଟେଇ;…

ନୂଆଦିଲ୍ଲୀ(ଏଜେନ୍ସି): ସାରା ବିଶ୍ବକୁ ଏବେ ଘାରିଛି ମାନ୍ଦାବସ୍ଥାର ଭୟ। ଏହି ଆର୍ଥିକ ମାନ୍ଦାବସ୍ଥା ବିଶ୍ବର ନାମୀ କମ୍ପାନୀଗୁଡିକର ସ୍ଥିତିକୁ ଦୋହଲାଇଦେଲାଣି। ବିଶେଷ କରି ଟେକ୍‌ କମ୍ପାନୀଗୁଡିକ ଏବେ ମାନ୍ଦାବସ୍ଥା ଭୟରେ ଆଗୁଆ ସେମାନଙ୍କର କର୍ମଚାରୀଙ୍କୁ ଛୁଟି କରିବାରେ ଲାଗିଛନ୍ତି। ଆମେରିକାରୁ ଏହି…

ଟ୍ବିଟର ପରେ ମେଟାରେ ହେବ ଛଟେଇ,…

ନୂଆଦିଲ୍ଲୀ: ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ଆରମ୍ଭ ହୋଇଛି ଛଟେଇ ପର୍ବ। ଏଲନ୍‌ ମସ୍କଙ୍କ ଟ୍ବିଟରର ପଦାଙ୍କ ଅନୁସରଣ କରିଛି ମେଟା। ଆସନ୍ତା ବୁଧବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କାଣ୍ଟଛାଣ୍ଟ…

ଟ୍ବିଟର ଅଧିଗ୍ରହଣ ପରେ ‘ବ୍ଲୁ…

ୱାଶିଂଟନ୍‌: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ନିକଟରେ ୪୪ ବିଲିୟନ ଆମେରିକୀୟ ଡଲାରରେ ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି। ଏହାପରେ ଟ୍ୱିଟରର ମାଲିକ ମସ୍କ ଆକ୍ସନ୍‌ ମୋଡ୍‌କୁ ଆସିଛନ୍ତି। ଟ୍ୱିଟର ଅଧିଗ୍ରହଣ ପରେ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କୁ ମୁକ୍ତ ଭାବରେ…

ଟ୍ୱିଟର ମାଲିକାନା ନେବା ପରେ ସିଇଓ ପରାଗ…

ସାନ ଫ୍ରାନ୍ସିସକୋ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲା ସିଇଓ ଏଲନ ମସ୍କ ଶେଷରେ ଟ୍ୱିଟରକୁ ସଂପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେଇଛନ୍ତି।ପୂର୍ବରୁ ଡିଲ୍‌କୁ ନେଇ ପଛଘୁଞ୍ଚା ଦେଉଥିବା ମସ୍କ କୋର୍ଟଙ୍କ ତାଗିଦ ପରେ ୪୪ ବିଲିୟନ ଡଲାର ଦେଇ ଟ୍ୱିଟରକୁ ସଂପୂର୍ଣ୍ଣ ନିଜ ମାଲିକାନାକୁ ନେବା ପରେ…

ଟ୍ବିଟର୍‌ରେ କମୁଛି ଆକ୍ଟିଭ ୟୁଜରଙ୍କ…

ନୂଆଦିଲ୍ଲୀ : ଟ୍ୱିଟରରେ ଲଗାତାର ଭାବେ ଟ୍ୱିଟ୍ କରୁଥିବା ୟୁଜର ଆଉ ପୂର୍ବ ଭଳି ଆକ୍ଟିଭ ନାହାନ୍ତି। କାରଣ ନିୟମିତ ଭାବେ ସାଇଟ୍‌ର ଉପଯୋଗ କରୁଥିବା ୟୁଜରଙ୍କ ସଂଖ୍ୟାରେ ହୋଇଛି ହ୍ରାସ। ଏକ ଅନ୍ତର୍ଜାତୀୟ ଏଜେନ୍ସି ନିକଟରୁ ଏହି ତଥ୍ୟ ମିଳିଛି। ଡକ୍ୟୁମେଣ୍ଟରେ ଦୈନିକ ଲଗ୍‌ ଇନ୍‌ କରୁଥିବା ଓ ସପ୍ତାହକୁ…

ଟ୍ୱିଟର କିଣିବା ପରେ ମସ୍କ ୭୫%…

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟର କିଣିବା ଚୁକ୍ତି ବିଷୟରେ ଦୀର୍ଘ ଦିନ ଧରି ଖବରରେ ରହିଥିଲେ। ବର୍ତ୍ତମାନ ଏକ ଖବର ଆସୁଛି ଯେ ଟ୍ୱିଟର କିଣିବା ପରେ ମସ୍କ କମ୍ପାନୀର ପ୍ରାୟ ୭୫% କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ…