ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Twitter

ସମଲେଇ ପ୍ରକଳ୍ପ ଲୋକାର୍ପିତ: ସୋସିଆଲ…

ଭୁବନେଶ୍ବର: ଆଜି ଲୋକାର୍ପିତ ହୋଇଛି ସମଲେଇ ପ୍ରକଳ୍ପ । ରୂପାନ୍ତରଣ ସ୍ପର୍ଶରେ ଝଲସୁଛି ମାଆ ସମଲେଇଙ୍କ ପୀଠ। ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁରରେ ପହଞ୍ଚି ମା’ଙ୍କ ଦର୍ଶନ କରିବା ସହ ‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କରିଛନ୍ତି।…

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’…

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ର ସର୍ଭର ଡାଉନ୍‌ ହୋଇଛି। ଗୁରୁବାର ସକାଳୁ ଢ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସମସ୍ୟା ଉପୁଜିଛି । ସାଇଟ ଡାଉନ ହେବା ଯୋଗୁଁ ୟୁଜର୍ସ ଅନେକ ହଇରାଣ ହେଉଛନ୍ତି । ସମସ୍ୟାଟି ସମଗ୍ର ବିଶ୍ୱବ୍ୟାପୀ ଦେଖାଯାଉଥିବା ଜଣାପଡିଛି।ଯାହାଫଳରେ ୟୁଜର୍ସମାନେ ଅନେକ…

ଟୁଇଟର ୟୁଜର୍ସଙ୍କ ପାଇଁ ନୂଆ କଟକଣା:…

ନୂଆଦିଲ୍ଲୀ: ଟ୍ୱିଟର ବ୍ୟବହାରକାରୀଙ୍କ ଏଲନ୍ ମସ୍କ ଆଣିଛନ୍ତି ପୁଣି ଏକ ନୂଆ ନିୟମ। ଏକ ନୂଆ ଆଦେଶ ଜାରି କରି ଏଲନ୍ ମସ୍କ ତିନୋଟି ନିୟମ ବିଷୟରେ କହିଛନ୍ତି। ନୂଆ ନିର୍ଦେଶ ଅନୁସାରେ, ଏବେ ଟ୍ୱିଟରରେ ମନ ଇଛା ପୋଷ୍ଟ କରିବା ଓ ପଢିବା ଉପରେ ଲାଗିବ ରୋକ । ଏଣିକି ଟ୍ୱିଟର୍‌ରେ ଦିନକୁ କେତେ ପୋଷ୍ଟ ଦେଖି…

ଖୁବଶୀଘ୍ର ଟ୍ବିଟର୍‌ CEO ପଦ ଛାଡିବେ…

ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ବିଟର୍‌ CEO ପଦ ଛାଡିବେ ଏଲନ୍‌ ମସ୍କ । ପାଦ ଛାଡିବା ନେଇ ନିଜେ ଏଲନ୍‌ ମସ୍କ କରି ସୂଚନା ଦେଇଛନ୍ତି । ଆସନ୍ତା ୬ ସପ୍ତାହ ମଧ୍ୟରେ ନୂତନ ସିଇଓ ନିଯୁକ୍ତି ହେବା ନେଇ ମସ୍କ ସୂଚନା ଦେଇଛନ୍ତି । ଏଥିସହ ଜଣେ ମହିଳା ଟ୍ୱିଟରର ପରବର୍ତ୍ତୀ ସିଇଓ ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ…

ନ୍ୟୁଜ୍ ଏଜେନ୍ସି ANIର ଆକାଉଣ୍ଟକୁ ଲକ୍…

ନୂଆଦିଲ୍ଲୀ : ଭାରତର ସବୁଠୁ ବଡ଼ ନ୍ୟୁଜ୍ ଏଜେନ୍ସି ANIର ଆକାଉଣ୍ଟକୁ ଲକ୍ କରିଦେଇଛି ଟ୍ବିଟର। ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ଚଳାଇବା ପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ପୂରଣ ନକରିବାରୁ ଟ୍ୱିଟର ଏସୀୟ ନ୍ୟୁଜ୍ ଇଣ୍ଟରନ୍ୟାସନାଲ (ANI) ର ଆକାଉଣ୍ଟକୁ ଳକ୍‌ କରିଥିବା କାରଣରେ ଦର୍ଶାଇଛି। ଏନେଇ ANI…

୮ ଦିନ ମଧ୍ୟରେ ସବସ୍କ୍ରିପଶନ ଫି ନଦେଲେ…

ଓ୍ବାଶିଂଟନ: ମାଇକ୍ରୋବ୍ଲଗିଂ କମ୍ପାନୀ ଟୁଇଟରକୁ ଅଧିଗ୍ରହଣ କରିବାପରେ ଏହାର ମାଲିକ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ…

ପୁଣି ବଦଳିଲା ଟ୍ବିଟର ଲୋଗୋ: ହଟିଲା…

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଥିଲା। କିଛିଦିନ ତଳେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଥିଲେ । ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରଖିଥିଲେ। ଏହି ‘ଡଗି’ ଲୋଗୋଟି…

ବଦଳିଲା ଟ୍ବିଟର ଲୋଗୋ: ନୀଳ ପକ୍ଷୀ ବଦଳରେ…

ନୂଆଦିଲ୍ଲୀ : ଏଲୋନ୍ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରଠୁ ଟ୍ବିଟରରେ କିଛିନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଏହି କ୍ରମରେ ଟ୍ବିଟରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏଲନ ମସ୍କ ଟ୍ବିଟର ଲୋଗୋ ବଦଳାଇଛନ୍ତି । ନୀଳ ପକ୍ଷୀ ବଦଳରେ 'ଡଗି'  ନୂଆ ଲୋଗୋ ରହିଛି। ଏହି 'ଡଗି'…

ଟୁଇଟର ପେଡ୍ ସବସ୍କ୍ରିପସନ: ବ୍ଲୁ-ଟିକ୍…

ନୂଆଦିଲ୍ଲୀ : ଭାରତରେ ଆରମ୍ଭ ହେଲା ଟୁଇଟର ପେଡ୍ ସବସ୍କ୍ରିପସନ ସେବା । ଟୁଇଟର ବ୍ଲୁ-ଟିକ୍ ସର୍ଭିସ ପାଇଁ ୟୁର୍ଜସଙ୍କୁ ଦେବାକୁ ପଡ଼ିବ ୬୫୦ ଟଙ୍କା । ବ୍ଲୁ-ଟିକ ପାଇଁ ଓ୍ବେବ ୟୁଜର୍ସ ମାସକୁ ୬୫୦ ଟଙ୍କା ଓ ମୋବାଇଲ ୟୁଜର୍ସ ୯ଶହ ଟଙ୍କା ଦେବେ । ବାର୍ଷିକ ସବସ୍କ୍ରିପସନ ପାଇଁ ୟୁଜର୍ସଙ୍କୁ ୬ହଜାର ୮ଶହ…

୨୦ କୋଟି ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି…

ନୂଆଦିଲ୍ଲୀ: ସାବଧାନ ଟୁଇଟର ୟୁଜର୍ସ । 'ଟୁଇଟର' ରୁ ହ୍ୟାକ୍ ହେଉଛି ଆପଣଙ୍କ ଇମେଲ ଆଇଡି । ମାଇକ୍ରୋବ୍ଲଗିଗଂ ସାଇଟ୍ ଟୁଇଟର ବ୍ୟବହାରକାରୀଙ୍କ ଇ-ମେଲ ଆଇଡି ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ । ୨୦ କୋଟିରୁ ଅଧିକ ଟୁଇଟର ୟୁଜର୍ସଙ୍କ ଇମେଲ ଆଇଡି ହ୍ୟାକ୍ ହୋଇଥିବା ଜଣାପଡିଛି । ‘ଟୁଇଟର୍‌’ ୟୁଜର୍ସଙ୍କ…