ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

train

ପାତଲକୋଟ ଏକ୍ସପ୍ରେସର ୨ଟି ବଗିରେ ଭୟଙ୍କର…

ଆଗ୍ରା : ଆଗ୍ରା-ଝାନସୀ ରେଲଓ୍ବେ ଟ୍ରାକରେ ପାତାଲକୋଟ ଏକ୍ସପ୍ରେସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଭଡାଇ ରେଳ ଷ୍ଟେସନ ନିକଟରେ ୨ଟି ବଗିରେ ଭୟଙ୍କର ଅଗ୍ନିକାଣ୍ଡ। ଏକ୍ସପ୍ରେସ ଟ୍ରେନ୍‌ଟି ଫିରୋଜପୁର ପଞ୍ଜାବରୁ ଛିନ୍ଦାୱାଡା ଯାଉଥିଲା। ଏହି ସମୟ ମଧ୍ୟରେ ଟ୍ରେନର ଦୁଇଟି ବଗି ପାଉଁଶ ହୋଇଯାଇଥିଲା। ନିଆଁ…

ଯାଜପୁର-ଧାମରା ଭାୟା ଆରଡ଼ିକୁ ଗଡ଼ିବ ରେଳ,…

ଭୁବନେଶ୍ୱର: ଯାଜପୁର କେନ୍ଦୁଝର ରୋଡ଼ ଧାମରା ଭାୟା ଆରଡ଼ି ମଧ୍ୟରେ ରେଳ ଲାଇନ୍‌‌ ନିର୍ମାଣ ଉଦ୍ଦେଶ୍ୟରେ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ମଞ୍ଜୁରୀ ପ୍ରଦାନ କରିଛି ରେଳ ବୋର୍ଡ। ୯୬ କିମି ରେଳ ଲାଇନ୍‌‌ ନିର୍ମାଣ ପୂର୍ବରୁ ଫାଇନାଲ ଲୋକେସନ୍‌‌ ସର୍ଭେ ପାଇଁ ରେଳ ବୋର୍ଡ ପକ୍ଷରୁ ୨ କୋଟି ୪୦ ଲକ୍ଷ ଟଙ୍କା…

ବ୍ରହ୍ମପୁର ଷ୍ଟେସନ ନିକଟରେ ଟ୍ରେନରୁ…

ବ୍ରହ୍ମପୁର: ପୁଣି ଟ୍ରେନରୁ ବାହାରିଲା ଧୂଆଁ । ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ରେଳ ଷ୍ଟେସନ ପୂର୍ବରୁ ଟ୍ରେନରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍…

ହାୱଡ଼ା-ସିକନ୍ଦରାବାଦ ଫଲକନୁମା…

ବିଶାଖାପାଟଣା: ଫାଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ହାୱଡ଼ା-ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିିଛି। ହାୱଡ଼ାରୁ ସିକନ୍ଦରାବାଦ ଆସୁଥିବା ବେଳେ ଲାଗିଛି ନିଆଁ । ପାଗିଡ଼ିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଥିବା ସୂଚନା ।  ତେବେ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟରୁ ହୋଇଥିବା…

ମଇ ୧୫ତାରିଖରୁ ନିୟମିତ ପୁରୀ ଯିବ…

ବାରିପଦା: ଦକ୍ଷିଣ-ପୂର୍ବ ରେଳବାଇର ଖଡଗପୁର ଡିଭିଜନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଆସନ୍ତା ୧୫ତାରିଖରୁ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରିତ ଭାବେ ଚଳାଚଳ ଆରମ୍ଭ କରିବ। ପୁରୀରେ ପୂର୍ବାହ୍ନ ୧୧ଟା ୫ରେ ପହଞ୍ଚି ଅପରାହ୍ନ ୪ଟା ୨୦ମିନିଟରେ ଫେରିବ।…

ରାଜ୍ୟରେ ସ୍ୱାଭାବିକ ହେବ ଟ୍ରେନ୍‌…

ଭୁବନେଶ୍ବର : ମହାମାରୀ କରୋନା ଯୋଗୁ ଦିର୍ଘଦିନ ଧରି ବନ୍ଦ ଥିବା ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ସେବା ପୁଣିଥରେ ଆରମ୍ଭ ହେବ । କୋଭିଡ୍ ପରିସ୍ଥିତିରେ ସୁଧାର ଆସିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ ରେଲୱେ ଯୋଜନା କରୁଛି। ଏ ନେଇ ପୂର୍ବତଟ ରେଲୱେ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସୂଚନା…

ଜାଣନ୍ତୁ ଆସନ୍ତାକାଲି ଠାରୁ ପରିବର୍ତ୍ତନ…

ନୂଆଦିଲ୍ଲୀ : ୧ ମାର୍ଚ୍ଚ ୨୦୨୧ ରୁ ଆପଣଙ୍କ ବ୍ୟାଙ୍କ ଓ ଟଙ୍କା ସହିତ ଜଡିତ ଅନେକ କିଛି ପରିବର୍ତ୍ତନ ଘଟିବାକୁ ଯାଉଛି । ତେଣୁ ଆପଣ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ନିଶ୍ଚୟ ଜାଣିନିଅନ୍ତୁ । ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ଠାରୁ ବ୍ୟାଙ୍କର ଆଇଏଫ୍‌ସି କୋଡ୍ ପର୍ଯ୍ୟନ୍ତ ଅନେକ କିଛି ଗୁରୁତ୍ବପୂର୍ଣ୍ଣ…