ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Tractor Accident

ବିଜେପି କାର୍ଯ୍ୟକ୍ରମକୁ ଆସିବା ବେଳେ…

ବ୍ରହ୍ମପୁର: ବିଜେପି କାର୍ଯ୍ୟକ୍ରମକୁ ଯିବାବେଳେ ଅଘଟଣ । ଟ୍ରାକ୍ଟର ଓଲଟି ଚାଲିଗଲା ୨ ଜଣଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତାଳଗୁରାନ୍ଥି ନିକଟରେ ଘଟିଛି ଏପରି ଦୁର୍ଘଟଣା । ଦୁର୍ଘଟଣାରେ ୧୩ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ କାଞ୍ଚିଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…

ଟ୍ରାକ୍ଟର ଧକ୍କାରେ ଚାଷୀ ମୃତ

ମାଣତ୍ରୀ: ମୟୂରଭଞ୍ଜ ଜିଲ୍ଲା, ବଡସାହି ଥାନା ଅଧୀନ ମାଣତ୍ରୀ-ବେତନଟୀ ପ୍ରଧାନମନ୍ତ୍ରୀ ସଡକର ପଣ୍ଡୁପାଳ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଆସ୍କନ୍ଦ ଗ୍ରାମର ଭୀମଚରଣ ସିଂ(୭୩) । ସେ ବିଲରୁ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ସମୟରେ ରାସ୍ତା ପାର୍ଶ୍ଵ ଗଛ ଛାଇ ତଳେ…

ଟ୍ରାକ୍ଟର ଓଲଟି ୨ ମହିଳା ଶ୍ରମିକ ମୃତ, ୩…

ରାଇରଙ୍ଗପୁର: ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡିହା -ପୁରୁଣିଆ ରାସ୍ତାର କେନାଲ କଡରେ ଆଜି ସକାଳେ ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକ(ମିତାରାଣୀ ହାଁସଦା)ଙ୍କର ମୃତ୍ୟୁ ଘଟିଛି l ଗୁରୁତର ଅବସ୍ଥାରେ ଆଉ ୪ ଜଣ ମହିଳାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକତ୍ସାଳୟ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରାକ୍ଟର…

ଗଞ୍ଜାମ: ରମ୍ଭା ଥାନା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତରେ ଏକ ଟ୍ରାକ୍ଟର ଓଲଟି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଖଣ୍ଡଦେଉଳି ଗ୍ରାମର ରମେଶ ସୀମା (୨୮) ଓ ବୁଲୁ ସୀମା (୨୫)। ଖବର ନେବାରେ ଜଣାପଡ଼ିଛି ଆଜି ଅପରାହ୍ନ ୨ଟା ବେଳେ ଓଡି୦୭ଏଲ-୯୮୫୧…