ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

tokyo olympics

ଅଲିମ୍ପିକ୍ସରୁ ଫେରିବା ପରେ ୱେବ…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରୁ ଫେରିବା ପରେ ସାମ୍ବାଦିକ ସମ୍ମିଳନୀ ଡ଼ାକିଥିଲେ ଧାବିକା ଦୂତୀ ଚାନ୍ଦ । ଅଲିମ୍ପିକ୍ସରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କିଛି ଗଣମାଧ୍ୟମରେ ତାଙ୍କ ପରିବାରକୁ ନେଇ ଖବର ପ୍ରସାରଣ ହୋଇଥିଲା । ଦୂତୀ ଏହାକୁ ବିରୋଧ କରିବା ସହ ଖେଳରେ ହାର ଜିତ ରହିଛି । ଜଣେ ଖେଳାଳିକୁ ଏପରି…

ଟୋକିଓ ଅଲିମ୍ପିକ୍ସ: ରେସଲିଂରେ ଆଉ ଏକ…

ଟୋକିଓ: ଟୋକିଓ ଅଲିମ୍ପିକ୍ସ ରେସଲିଂରେ ଭାରତକୁ ଆଉ ଏକ ପଦକ ସମ୍ଭାବନା ସୃଷ୍ଟି ହୋଇଛି । ଭାରତୀୟ ରେସଲର ବଜରଙ୍ଗ ପୁନିଆ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗର କ୍ୱାର୍ଟର ଫାଇନାଲରେ ବଜରଙ୍ଗ ଇରାନର ମୁର୍ତାଜା ଜିଆସିଙ୍କୁ ପରାସ୍ତ କରିଛନ୍ତି। ଏହା ପୂର୍ବରୁ ସେ…

ଟୋକିଓ ଅଲିମ୍ପିକ୍ସ: ବ୍ରୋଞ୍ଚ ଲଢ଼େଇରେ…

ଟୋକିଓ: ନିରାଶ କଲେ ଭରତୀୟ ମହିଳା ହକି ଟିମ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ସଂଘର୍ଷପୂର୍ଣ୍ଣ ଲଢ଼େଇରେ ଗ୍ରେଟ୍ ବ୍ରିଟେନ୍‌ଠାରୁ ହାରିଯାଇଛି ଭରତୀୟ ମହିଳା ହକି ଦଳ । ୪-୩ ଗୋଲ୍‌ରେ ମ୍ୟାଚ୍ ଜିତି ବ୍ରୋଞ୍ଜ ପଦକ ହାତେଇ ନେଇଛି ଗ୍ରେଟ୍ ବ୍ରିଟେନ୍‌। ଏହା ସହିତ ଅଲିମ୍ପିକ୍ସରେ ପ୍ରଥମ…

ଟୋକିଓ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ପଦକ,…

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ। ୫୭ କେଜି ଫ୍ରି ଷ୍ଟାଇଲ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି ରବି ଦହିୟା । ଫାଇନାଲରେ ଋଷର କୁସ୍ତି ଯୋଦ୍ଧା ଜବୁର ୟୁଗେବଙ୍କ ସହ ମୁହାଁମୁହିଁ ହୋଇଥିଲେ ରବି ଦହିୟା । ସଂଘର୍ଷପୂର୍ଣ୍ଣ ଫାଇନାଲ ଲଢ଼େଇରେ ହାରି ରବିଙ୍କୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ…

ଭାରତୀୟ ହକି ଦଳରେ ଥିବା ଦୁଇ ଓଡ଼ିଆ…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଟିମ୍‌ର ଦମଦାର ବିଜୟ । ବ୍ରୋଞ୍ଜ ପଦକ ହାତେଇଛି ଭାରତୀୟ ହକି ଦଳ । ଟିମରେ ଥିବା ଓଡିଆ ଖେଳାଳିଙ୍କ ପାଇଁ ରାଜ୍ୟ ଗର୍ବିତ । ଭାରତର ଐତିହାସିକ ବିଜୟ ପରେ ଦୁଇ ପରିବାର ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସ ଜରିଆରେ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ…

ଟୋକିଓ ଅଲିମ୍ପିକ୍ସ: ଭାରତକୁ ପୁଣି…

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂ ଇଭେଣ୍ଟରେ ଭାରତର ଏକାଧିକ ପଦକ ଆଶା ମଉଳିବାରେ ଲାଗିଛି । ଅଲିମ୍ପିକ୍ସ ପୁରୁଷ ବକ୍ସିଂରେ ନିରାଶ କଲେ ସତୀଶ କୁମାର । ଗତକାଲି ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଙ୍ଘାଲ ୫୨ କେଜି ବର୍ଗର ପ୍ରି-କ୍ୱାର୍ଟରରୁ ହାରି ବିଦାୟ ନେଇଥିବା ବେଳେ ଆଜି ସୁପରହେଭି ବର୍ଗ (୯୧…

ଟୋକିଓ ଅଲିମ୍ପିକ୍ସ: ଦକ୍ଷିଣ ଆଫ୍ରିକାକୁ…

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ମହିଳା ହକି ଟିମ । ପୁଲ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ରେ ପରାସ୍ତ କରିଛି । ଏହା ସହିତ ଭାରତ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଆଶା ଉଜ୍ଜୀବିତ ରଖିଛି…

ଟୋକିଓ ଅଲମ୍ପିକ୍ସ : ଡିସକସ୍ ଥ୍ରୋରେ…

ଟୋକିଓ: ଜାପାନର ଟୋକିଓରେ ଚାଲିଥିବା 'ଟୋକିଓ ଅଲିମ୍ପିକ୍ସ୍‌ ୨୦୨୦' ଡିସ୍କସ୍ ଥ୍ରୋରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ମହିଳା ଡିସ୍‌କସ୍‌ ଥ୍ରୋ’ରେ ଭାରତର କମଲପ୍ରୀତ୍‌ କୌର ଫାଇନାଲ୍‌କୁ ଯିବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୱାଲିଫିକେସନ୍ ରାଉଣ୍ଡରେ ତୃତୀୟ ପ୍ରୟାସରେ ସେ ୬୪ ମିଟର…

ଟୋକିଓ ଅଲିମ୍ପିକ୍ସ: ପୁରଷ ହକିରେ ଭାରତର…

ଟୋକିଓ: ଟୋକିଓ ଅଲିମ୍ପିକ୍ସର ଅଷ୍ଟମ ଦିନ ଭାରତ ପାଇଁ ଏକ ଭଲ ଦିନ ଥିଲା । ଟୋକିଓ ଅଲିମ୍ପିକ୍ସ ପୁରଷ ହକିରେ ଭାରତର ଦମଦାର ବିଜୟ । ଜାପାନକୁ ୫-୩ ଗୋଲରେ ହରାଇଲା ଭାରତ । ଏହାସହ ଭାରତ ତାର ସମସ୍ତ ପୁଲ ମ୍ୟାଚ ଶେଷ କରିଛି । ପୁଲ ମ୍ୟାଚରେ ଭାରତ ୪ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ…

ଟୋକିଓ ଅଲିମ୍ପିକ୍ସ: ମହିଳା ହକିରେ ଭାରତର…

ଟୋକିଓ ଅଲିମ୍ପିକ୍ସର ମହିଳା ହକିରେ ଭାରତର ପ୍ରଥମ ବିଜୟ । ଭାରତ ୧-୦ ଗୋଲରେ ଆୟର୍ଲାଣ୍ଡକୁ ହରାଇଛି । ହାଟ୍ରିକ୍ ପରାଜୟ ପରେ ଭାରତୀୟ ମହିଳା ହକି ଦଳର ପ୍ରଥମ ବିଜୟ ଲାଭ କରିଛି ।ସୂଚନା ଅନୁଯାୟୀ, ଆଜି  ଆଉ ଏକ ପଦକ ନିଶ୍ଚିତ କରିଛନ୍ତି ବକ୍ସର ଲଭଲିନା । କ୍ୱାର୍ଟର ଫାଇନାଲରେ ତାଇପେଇର…