ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Tiger

ନୂଆପଡ଼ାର ମଧୁକପଡା ଗ୍ରାମ ନିକଟ ଜଙ୍ଗଲରେ…

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଚନ୍ଦ୍ରପୁର ମଧୁକପଡା ଗ୍ରାମ ନିକଟ ଜଙ୍ଗଲରେ ପୁଣି ଠାବ ହେଲା ମହାବଳ ବାଘର ପାଦଚିହ୍ନ । କିଛି ଦିନ ତଳେ ମହାବଳ ମୁନିଗୁଡା ଦହିଖାଲ ଅଞ୍ଚଳରେ ମଇଁଷି ଛୁଆକୁ ଖାଇବା ପରେ ମହାବଳ ଗତିବିଧି ଉପରେ ନଜର ରଖିଛି ଜିଲ୍ଲା ବନ ବିଭାଗ ।ଗ୍ରାମାଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ବାରା…

ସଙ୍କଟରେ ଜଙ୍ଗଲରାଜା ! ତସ୍କରଙ୍କ ପାଇଁ…

ଭୁବନେଶ୍ୱର(ପ୍ରସନ୍‌‌ଜିତ୍‌‌, ପ୍ରଦୀପ): ଆଇନ କଡ଼ାକଡ଼ି। ସୁରକ୍ଷା ବି ପୂର୍ବାପେକ୍ଷା କଡ଼ାକଡ଼ି। ଏସବୁ ପରେ ବି ଆଇନ ଓ ପୁଲିସ ବ୍ୟବସ୍ଥାକୁ ଦଳିମକଚି ରାଜ୍ୟରେ ବାଘ ଶିକାର କରିଚାଲିଛନ୍ତି ଜଙ୍ଗଲ ତସ୍କର। କେଉଁଠି ବାଘ ଶିକାର କରି ତସ୍କରମାନେ ଛାଲ, ନଖ ଚାଲାଣ କଲେଣି ତ ଆଉ କେଉଁଠି ବାଘମାଂସ ଜବତ କରି…

ଛତିଶଗଡ଼ ଓ ଆନ୍ଧ୍ର ବାଘ ଏବେ ଓଡ଼ିଶା…

ଭୁବନେଶ୍ୱର (ପ୍ରଦୀପ ଭାରତୀ): ରାଜ୍ୟର ତିନୋଟି ବନାଞ୍ଚଳରେ ମହାବଳ ବାଘଙ୍କ ଆବିର୍ଭାବ ବନ ବିଭାଗକୁ ଉତ୍ସାହିତ କରିଛି। ଗତ କିଛି ବର୍ଷ ମଧ୍ୟରେ ମହାବଳ ବାଘଙ୍କ ସଂଖ୍ୟା ହ୍ରାସ ନେଇ ବନ ବିଭାଗ ବହୁ ସମାଲୋଚନା ସହିଥିବା ବେଳେ ଏବେ କେନ୍ଦୁଝର, ଡେବ୍ରିଗଡ଼ ଓ ଗଜପତି ଜିଲ୍ଲାର ରାୟଗଡ଼ ଜଙ୍ଗଲ ଏହି ଘାଆରେ ମଲମ…

ବାଘଙ୍କ ପସନ୍ଦ କେନ୍ଦୁଝର ବନଖଣ୍ଡ:…

କେନ୍ଦୁଝର: ହାତୀଙ୍କ ପାଇଁ ସବୁବେଳେ ଚର୍ଚ୍ଚା‌ରେ ରହୁଥିବା କେନ୍ଦୁଝର ବନଖଣ୍ଡ‌‌‌ରେ ଏବେ ବହୁ ସଂଖ୍ୟାରେ ବାଘଙ୍କ ଉପସ୍ଥିତିକୁ ନେଇ ବନ ବିଭାଗ ଓ ବନ୍ୟପ୍ରାଣୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଧୀରେଧୀରେ ଏହା ବାଘଙ୍କ ପସନ୍ଦର ବନଖଣ୍ଡ‌ ହେବାକୁ ଯାଉଛି ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା…

ରାତି ହେଲେ ଆସୁଛି ମହାବଳ ବାଘ, ଆତଙ୍କିତ…

କେନ୍ଦୁଝର: ଜିଲ୍ଲାସାରା ମହାବଳ ବାଘ ଆତଙ୍କ । ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ରେ ପ୍ରଥମେ ମହାବଳ ବାଘ ଠାବ ହେବା ଓ ପରେ ଗତ ଶୁକ୍ରବାର ବଡ଼ଜାମପଶିରେ ମହାବଳ ବାଘ ୪ଟି ମଇଁଷି ମାରି ଖାଇବା ପରେ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗତକାଲି ରାତିରେ ଟିକିରା…

ନନ୍ଦନକାନନକୁ ଆସିଲା ନୂଆ ଅତିଥୀ: ଧଳା…

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ।  ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୂପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ଉଭୟ ମା’ ଓ ଶାବକ…

ଆକ୍ସନ୍‌ ଫିଲ୍ମରେ ଏକାଠି ଦେଖାଯିବେ…

ନେସନାଲ୍ କ୍ରସ୍‌ ରଶ୍କିକା ମନ୍ଦାନାଙ୍କ ବଲିଉଡ୍‌ ଡେବ୍ୟୁ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଅଲ୍ଲୁ ଅର୍ଜୁନ୍‌ ଓ ରଶ୍ମିକାଙ୍କ ଅଭିନୀତ ‘ ପୁଷ୍ପା: ଦ ରାଇଜ୍’ ହିଟ୍ ହେବା ପରେ ଏହି ଦକ୍ଷିଣୀ ସୁନ୍ଦରୀଙ୍କ ଲୋକପ୍ରିୟତା ବଲିଉଡ୍‌ରେ ମଧ୍ୟ ବୃଦ୍ଧି ପାଇଛି। ଇତିମଧ୍ୟରେ ନିର୍ଦ୍ଦେଶକ ଶଶାଙ୍କ ଖୈତାନ୍‌…