ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Thunderstorms

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି…

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ିଜନିତ ବର୍ଷା ଜାରି ରହିଛି। ମୌସୁମୀ ନିଷ୍କ୍ରିୟ ଯୋଗୁଁ ରାଜ୍ୟରେ ଗୁଳୁଗୁଳି ବୃଦ୍ଧି ହେବା ସହ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଯୋଗୁଁ ଏହିପରି ସ୍ଥିତି ସୃଷ୍ଟି ହୋଇଛି। ବୁଧବାର ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା…

ବଜ୍ରପାତ ନେଲା ଜୀବନ: ପୃଥକ ପୃଥକ…

ବାଙ୍କୀ/ ପିପିଲି/ ହାଟଡ଼ିହି: ବଜ୍ରାପାତ ନେଲା ଜୀବନ। ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଡମପଡ଼ା ବ୍ଲକ ପଦନପୁର ଗାଁରେ ବିଲରେ ଚାଷ କରୁଥିବା ସମୟରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତ ଚାଷୀଙ୍କ ନାମ କୁଲୁ ଦାସ ।  ସେହପରି, କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା…

ରାଜ୍ୟରେ ବଜ୍ରାଘାତରେ ପୃଥକ ପୃଥକ…

ଜୟପୁର/ ଅନୁୁୁଗୁଳ: ରାଜ୍ୟରେ ବଜ୍ରାଘାତରେ ୪ ମୃତ । ଜୟପୁରରେ ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାଆ ଓ ପୁଅ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା । ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ଘଟି ଉଭୟଙ୍କର ମୃତ୍ୟୁ ହୋଇଛି…

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରାଘାତରେ ୧୯…

ଭଞ୍ଜନଗର: କାଳ ବୈଶାଖୀର ତାଣ୍ଡବ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଦାଙ୍ଗି ଗ୍ରାମ ନିକଟ ଗୁଡ଼ିଆ ତୋଟାରେ ବଜ୍ରାଘାତରେ ୧୯ ଗୋରୁଙ୍କ ମୃତ୍ୟୁ ଘଟିଛି। ବର୍ଷା ପବନ ଫଳରେ ଏଣେ ତେଣେ ବୁଲୁଥିବା ଗୋରୁ ମାନେ ଏକ ଆମ୍ବ ଗଛ ନିକଟକୁ ଆସିଥିଲେ । ସେଠାରେ ଗଛକୁ ବଜ୍ରାଘାତ ହୋଇଥିଲା। ଫଳରେ ଆଶ୍ରୟ ନେଇଥିବା…

କଣ୍ଟିଲୋରେ ତାଣ୍ଡବ ରଚିଲା କାଳବୈଶାଖୀ,…

ନୟାଗଡ଼/କଣ୍ଟିଲୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ଓ ଏହାର ଆଖପାଖ ଅଞ୍ଚଳରେ କାଳବୌଶାଖୀ ତାଣ୍ଡବ ରଚିବା ସହିତ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ମଧ୍ୟାହ୍ନ ୧ଟାରୁ ୨ଟା ମଧ୍ୟରେ ପ୍ରଚଣ୍ଡ କୁଆପଥର ବୃଷ୍ଟି ସାଙ୍ଗକୁ ପ୍ରବଳ ବେଗରେ ଝଡ଼ ବହିବାକୁ ଲାଗିଥିଲା । କାମସାରି ଘରକୁ…

ରାଜ୍ୟରେ ମୌସୁମୀ ସ୍ଥିର, ସପ୍ତାହେ…

ଭୁବନେଶ୍ୱର: ମୌସୁମୀ ବ୍ରେକ୍‍ ଯୋଗୁଁ ରାଜ୍ୟରେ ବର୍ଷା ଉଭାନ ହୋଇଯାଇଛି। ବର୍ଷା କମିବା ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଗୁଳୁଗୁଳି ଆରମ୍ଭ ହୋଇଯାଇଛି। ଗଲା ୨-୩ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ସୋମବାର ରାଜ୍ୟର ୬ ଟି ଜିଲ୍ଲାରେ ତାପମାତ୍ରା ୩୫…

ଦାଉ ସାଜିଲା ବଜ୍ରପାତ: ୧୦ରୁ ଉର୍ଦ୍ଧ୍ବ…

ଦେବଗଡ଼: ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲ ଉପରେ ବଜ୍ରପାତ । ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ହଠାତ ବଜ୍ରପାତ ହୋଇଥିବା ଜଣାପଡ଼ିଛି । ଏହି ବଜ୍ରପାତରେ ୪ ଜଣ ଗୁରୁତର ହୋଇଛନ୍ତି ।ସୂଚନା ଅନୁଯାୟା, ପୁଟୁରାପଶି ୟୁପି ସ୍କୁଲରେ ପାଠପଢ଼ା ଚାଲୁଥିବାବେଳେ ହଠାତ ବଜ୍ରପାତ…

ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ୬ ମୃତ

ଘଟଗାଁ/ ଅନୁଗୁଳ ବ୍ଲକ/ ରାଇରଙ୍ଗପୁର/ ଛେଣ୍ଡିପଦା: ଦାଉ ସାଧୁଛି ପ୍ରକୃତି। ବଜ୍ରାଘାତ ଯୋଗୁଁ ଅକାଳରେ ଚାଲିଯାଉଛି ଜୀବନ। ବୁଧବାର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୬ ଜଣଙ୍କର ମୃତ୍ଯୁ ଘଟିଛି। କିଏ ବିଲକୁ ଯାଇଥିବା ବେଳେ କିଏ ଘରକୁ ଫେରୁଥିବା ବେଳେ ତ' ଆଉ କିଏ ଛେଳି ଓ ଗୋରୁ ଚରଉଥିବା ବେଳେ ବଜ୍ରାଘାତର…

୨୦ ଜିଲ୍ଲାକୁ କାଳବୈଶାଖୀ ଭୟ : ଜାରି…

ଭୁବନେଶ୍ବର : ଅସହ୍ୟ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ଥି ମିଳିଛି। ଆଜି ରାଜ୍ୟର ବହୁତ ଅଞ୍ଚଳରେ ଆକାଶ ମେଘୁଆ ରହିଛି। ଏହାରି ମଧ୍ୟରେ ରାଜ୍ୟରେ ୨୦ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଦକ୍ଷିଣ-ଉତ୍ତରପ୍ରଦେଶ,…

ରାଜ୍ୟରେ କାଳବୈଶାଖୀ ସମ୍ଭାବନା : ସତର୍କ…

ଭୁବନେଶ୍ବର : ରାଜ୍ୟର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ଝଡ଼ବର୍ଷା, ବଜ୍ରପାତ ହେବାର ବ୍ୟାପକ ସମ୍ଭାବନା ରହିଛି। ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୯ ତାରଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା,…