ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

The Sakala

ପ୍ରେମସପ୍ତାହର ଆଡ଼ମ୍ବର

ଫେବୃୟାରୀ ମାସ ତଥାକଥିତ ପ୍ରେମପକ୍ଷୀଙ୍କ ନିମିତ୍ତ ଆନନ୍ଦ ଆଣିଦିଏ। କାରଣ ଏଥିରେ ପାଳିତ ହୁଏ ‘ଭାଲେଣ୍ଟଇନ୍‌‌ ସପ୍ତାହ’। ରୋମ୍‌‌ରେ ୧୪୭୭ରେ ଦ୍ୱିତୀୟ କ୍ଲାଉଡିୟସ୍‌‌ ପ୍ରେମବିବାହକୁ ନିଷିଦ୍ଧ ଘୋଷଣା କରିଥିଲେ। କାରଣ ତାଙ୍କର ଧାରଣା ଥିଲାଯେ, ଏପରି ବିବାହ ସ୍ଖଳିତ ସୈନିକ ସୃଷ୍ଟିକରେ। ଏହାକୁ ସନ୍ଥ…

ସୋମନାଥରୁ ଅଯୋଧ୍ୟା

ଗତମାସର ଶେଷ ସପ୍ତାହ ସାରା ଭାରତ ପାଇଁ ଥିଲା ରାମମୟ, ପ୍ରାଣବନ୍ତ ଓ ଉତ୍ସବମୁଖର। ସମସ୍ତଙ୍କ ଉତ୍କଣ୍ଠାର ଅନ୍ତ ଘଟାଇ ଜାନୁଆରୀ ୨୨ ତାରିଖର ଶୁଭମୁହୂର୍ତ୍ତରେ ମର୍ଯ୍ୟାଦାପୁରୁଷ ଶ୍ରୀରାମଲଲା ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହେଲା ଅଯୋଧ୍ୟାରେ। ଏହି ନବନିର୍ମିତ ରାମମନ୍ଦିର ବିଶ୍ୱର…

ଅନ୍ୟତମ କୀର୍ତ୍ତିଭୂମି ପାପଡ଼ାହାଣ୍ଡି

କୋରାପୁଟ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ପାପଡ଼ାହାଣ୍ଡି, କିନ୍ତୁୁ ଆଜି ସେ ଓଡ଼ିଶା ମାନଚିତ୍ରରେ ନିଜ ଔଜ୍ଜଲ୍ୟରେ ଭାସ୍ୱର। ପାପଡ଼ାହାଣ୍ଡିର ବୁକୁ ଉପରେ ଯେଉଁ ବିରାଟ ସହିଦ ସ୍ତମ୍ଭ ଗର୍ବର ସହ ମୁଣ୍ଡଟେକି ଛିଡ଼ା ହୋଇଛି, ସେ ବହନ କରିଛି ସେ ଗାଁର ବୀର ପୁରୁଷମାନଙ୍କର ତ୍ୟାଗ ଓ ବଳିଦାନର ଗାଥା। ଜନ୍ମମାଟିର…

ବିଶ୍ୱମଞ୍ଚରେ ଓଡ଼ିଆ ଭାଷା

ଓଡ଼ିଆ ଭାଷାର ଅନନ୍ୟପୂର୍ବ ଏକ ନବଜାଗରଣ ରୂପରେଖ ନେବାକୁ ଯାଉଛି। କୀର୍ତ୍ତିମାଳିନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ରାଜ୍ୟର ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’। ଶ୍ରୀଜଗନ୍ନାଥ ଧାମ ପୁରୀରେ ଐତିହ୍ୟ କ୍ୟାବିନେଟ୍‌‌ରେ ପାରିତ ସଂକଳ୍ପର ଏହା ବାସ୍ତବାୟନ। ଏହି ଆୟୋଜନ ପାଇଁ ରାଜ୍ୟର…

ଗାନ୍ଧୀ ଓ ଭଗବତ୍‌ ଗୀତା

ସର୍ବଶାସ୍ତ୍ରର ସାର ‘ଗୀତା’। ସନାତନ ଧର୍ମର ନିଗୂଢ଼ ନିର୍ଯାସ। ମହାଭାରତ ସମର କ୍ଷେତ୍ରରେ ପ୍ରିୟଜନଙ୍କ ବିରୁଦ୍ଧରେ ଅସ୍ତ୍ର ଉଠାଇବାକୁ ଅର୍ଜୁନ ଯେତେବେଳେ କୁଣ୍ଠା ପ୍ରକାଶ କଲେ, ସେତେବେଳେ ସଖା ଶ୍ରୀକୃଷ୍ଣ ଯେଉଁ ବକ୍ତବ୍ୟ ମାଧ୍ୟମରେ ତାଙ୍କ ଚେତନାରେ ପରିବର୍ତ୍ତନ ଆଣିଲେ - ତାହା ହିଁ ଗୀତାର ସାରମର୍ମ।…

ଓଡ଼ିଶା ଉଚ୍ଚଶିକ୍ଷାରେ ନାମଲେଖା ହାର…

ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ନାମ ଲେଖାହାରରେ ଉନ୍ନତି ଘଟିବା ନିଶ୍ଚିତ ଏକ ଭଲ ଖବର। ନିକଟରେ ପ୍ରକାଶ ପାଇଥିବା ସର୍ବଭାରତୀୟ ଉଚ୍ଚଶିକ୍ଷା ସର୍ବେକ୍ଷଣ (ଏଆଇଏସ୍‌‌ଏଚ୍‌‌ଇ) ୨୦୨୧-୨୨ ରିପୋର୍ଟ ଅନୁସାରେ ରାଜ୍ୟରେ ସବୁବର୍ଗର ବିଦ୍ୟାର୍ଥୀଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖା ହାର…

ଗଣତନ୍ତ୍ରରେ ଜନତା ଜନାର୍ଦ୍ଦନ!

ସ୍ୱାଧୀନୋତ୍ତର ଭାରତରେ ସମ୍ୱିଧାନ ଶାସନର ୭୪ ବର୍ଷ ପୂର୍ତ୍ତି ହେଲା। ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସର ବିଶେଷ ପ୍ୟାରେଡରେ ସବୁବର୍ଷ ପରି ପ୍ରଦର୍ଶିତ ହେଲା ଗତ ସାତ ଦଶନ୍ଧିରେ ଭାରତର ମୁଖ୍ୟ ଉପଲବ୍ଧି ସବୁର ଝଲକ। ଆମର ପ୍ରତିରକ୍ଷା ପ୍ରସ୍ତୁତିର ପ୍ରାମାଣିକତା। ଆମର ଚଉସ୍ତରି ବର୍ଷର ଭାରତୀୟ…

ଆଜିର ‘ଇ-ଜୀବନ’

କଥାରେ ଅଛି, ପରିବର୍ତ୍ତନ ହିଁ ସ୍ଥିର ଓ ନିତ୍ୟ। ଏହି କଥାକୁ ଆମେ ଗ୍ରହଣ କରୁ କି ନ କରୁ ଏହା ସତ୍ୟ, ବାସ୍ତବ, ଆଉ ଚିରନ୍ତନ। ଅନେକ ଶତାବ୍ଦୀ ଧରି ଏହି ଧାରା ଚାଲି ଆସିଛି। କିନ୍ତୁ ବିଂଶ ଶତାବ୍ଦୀର ଶେଷ ଭାଗରେ ତଥା ଏକବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଯେଉଁ…

ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ନୀତୀଶ…

କିଏ କହୁଛି ‘ପଲ୍‌‌ଟୁରାମ୍‌‌’ ତ ପୁଣି ଆଉ କିଏ କହୁଛି ‘ରଙ୍ଗବଦଳା ଏଣ୍ଡୁଅ’; ଆଉ କିଏ କହୁଛି ‘କୁର୍ସିକୁମାର’ ଏବଂ ପୁଣି କଂଗ୍ରେସ ନେତା ଶଶି ଥରୁରଙ୍କ ବିଶେଷ ଅବୋଧ୍ୟ ଇଂରାଜୀ ଭାଷାରେ ସେ 'ସ୍ନୋଲିଗୋଷ୍ଟର’ - ଅର୍ଥାତ୍‌‌ ଆଦର୍ଶବିହୀନ ଓ ଅନୈତିକ ଦଳବଦଳକାରୀ। ଗତସନ୍ଧ୍ୟାରେ ଏସବୁ ବିଶେଷଣକୁ ଖାତିର ନ…

ଓଡ଼ିଶାରେ ମହିଳା ସ୍ୱାଧୀନତା ସଂଗ୍ରାମୀ ଓ…

ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସଥିବା ବେଳେ କାଠଯୋଡ଼ିର ବାଲୁକା ଶଯ୍ୟାରେ ଯେଉଁ ବିରାଟ ସାଧାରଣ ସଭାରେ ଭାଷଣ ଦେଇଥିଲେ ସେଥିରେ ପ୍ରାୟ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ମହାତ୍ମା ଗାନ୍ଧୀଙ୍କ ସହ କସ୍ତୁର୍‌‌ବା ମଧ୍ୟ ମଞ୍ଚ ଉପରେ ବସିଥିଲେ।…