ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

temperature

ରାଜ୍ୟରେ ବଢ଼ିଲା ତାତି: ୩୬ ଡିଗ୍ରୀ ଉପରେ…

ଭୁବନେଶ୍ୱର: ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି।…

୩୫ ଡିଗ୍ରୀ ଛୁଇଁଲା ୪ ଜିଲ୍ଲାର ପାରଦ, ଆଉ…

ଭୁବନେଶ୍ୱର: ମାଘରେ ବାଘଖରା। ଫେବ୍ରୁଆରୀ ଆରମ୍ଭରୁ ଶୀତ ଉଭାନ ହୋଇଥିବା ଯୋଗୁଁ ରାତିରେ ବି ଆଉ ଥଣ୍ଡା ହେଉନାହିଁ। ଏବେଠାରୁ ଟାଣ ଖରା ଆରମ୍ଭ ହୋଇଯାଇଥିବା ବେଳେ ଉଭୟ ଦିନ ଓ ରାତିରେ ଏବେଠାରୁ ଫ୍ୟାନ/ଏସି ଲୋଡ଼ା ପଡ଼ିଲାଣି। ଖରାର ପ୍ରକୋପ ଯୋଗୁଁ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ…

ରାଜ୍ଯରେ ଆସନ୍ତା ୩ଦିନ ମଧ୍ଯରେ ବଢ଼ିବ…

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨-୩ ଦିନ ମଧ୍ୟରେ ରାତିର ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୩-୪ ଡିଗ୍ରୀ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ଯାହାଦ୍ୱାରା ବର୍ତ୍ତମାନ ତୁଳନାରେ ଥଣ୍ଡାର ପ୍ରକୋପ ହ୍ରାସ ପାଇବ। ଅନ୍ୟପଟେ ରାଜ୍ୟର ବିଭିନ୍ନ…

ପ୍ରତିବର୍ଷ ବଢୁଛି ୦.୦୩ ଡିଗ୍ରୀ…

ଭୁବନେଶ୍ୱର : ସେଦିନର ଯୋଜନାବଦ୍ଧ ସହର ରାଜଧାନୀ ଆଉ ୟୁନିଟ୍‍ ଭିତରେ ସୀମିତ ହୋଇ ରହିନି। ଏବେ ଆଇଗିଣିଆରୁ-ନଖରା, ଭରତପୁରରୁ-ଧଉଳି ପର୍ଯ୍ୟନ୍ତ ଲମ୍ବିଲାଣି ନୂଆ ରାଜଧାନୀ କଳେବର। ଯେଉଁ ସହର ପାଇଁ ସେ ସମୟରେ ମାତ୍ରା ୬୧୦୦ ଟଙ୍କା ଖର୍ଚ୍ଚ କରାଯାଇଥିଲା ସେଠି ଏବେ ଗୋଟେ ଗୋଟେ ପ୍ରକଳ୍ପ ପାଇଁ ରାତାରାତି…

ଆସନ୍ତା ‘୧୩’ ପରେ ବଢ଼ିବ ରାଜ୍ୟର ଦିନ…

ଭୁବନେଶ୍ୱର: ମାର୍ଚ୍ଚ ୧୩ ପରେ ଓଡ଼ିଶାର ଦିନ ତାପମାତ୍ରା ବୃଦ୍ଧି ପାଇବ। ବର୍ତ୍ତମାନ ଆରବ ସାଗର ଆଡୁ ପୂର୍ବ ଭାରତ ଆଡ଼କୁ ପ୍ରବାହିତ ହେଉଥିବା ଆର୍ଦ୍ର ବାୟୁ ବନ୍ଦ ହେବ। ଏହାସହିତ ଏକ ଅପର ଏୟାର ଟ୍ରଫ୍‍ ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ଥିବାରୁ ଓଡ଼ିଶାରେ ଦିନର ତାପମାତ୍ରା ବୃଦ୍ଧି ପାଇବ ବୋଲି ଶିକ୍ଷା…

ଓଡ଼ିଶା ହୋଇପାରେ ଦେଶର ସବୁଠୁ ଉତ୍ତପ୍ତ…

ଭୁବନେଶ୍ବର : ମାର୍ଚ୍ଚ ମାସରୁ ମେ’ ମାସ ପର୍ଯ୍ୟନ୍ତ ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିବ। ପୂର୍ବ ପ୍ରଶାନ୍ତ ମହାସାଗରରେ ମଧ୍ୟମ ଧରଣର ଲା-ନିନା ସକ୍ରିୟ ରହିବା କାରଣରୁ ତାପମାତ୍ରା ବୃଦ୍ଧି ପାଇବ। ଏମିତିକି ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକଠାରୁ ତାପମାତ୍ରା ଅଧିକ ରହିବ ବୋଲି ଭାରତୀୟ ପାଣିପାଗ…

ତତଲା କଡେଇରେ ଭାଜି ହେଉଛି ଭୁବନେଶ୍ବର,…

ଭୁବନେଶ୍ବର : ତତଲା କଡେଇରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ବର। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଛି। ଗଲା ତିନି ଦିନ ଧରି ସମଗ୍ର ଦେଶର ଉତ୍ତପ୍ତ ସହର ରହି ଆସିଥିବା ଭୁବନେଶ୍ବର ଆଜି ମଧ୍ୟ  ଚତୁର୍ଥ ଦିନ ପାଇଁ ରାଜଧାନୀ ଭୁବନେଶ୍ବର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ।…