ଗାଡ଼ି ନୁହେଁ, ହେଲିକପ୍ଟରକୁ ମନ୍ଦିରରେ…
ହିନ୍ଦୁ ଘରଗୁଡ଼ିକରେ ନୂଆ ଗାଡ଼ି କିଣା ହେଲେ ତାକୁ ନେଇ ମନ୍ଦିରରେ ପୂଜା କରିବା ବିଧି ରହିଛି। କିନ୍ତୁ ତେଲଙ୍ଗାନାର ଜଣେ ବ୍ୟବସାୟୀ ଏହି ପରମ୍ପରାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ତେଲଙ୍ଗାନାର ଇନ୍ଫ୍ରାଷ୍ଟ୍ରକ୍ଚର୍ କମ୍ପାନି ପ୍ରତିମା ଗ୍ରୁପ୍ର ମାଲିକ ଶ୍ରୀନିବାସ ରାଓ ନିଜର ଏୟାର୍ବସ୍…