ଟାଟା ନିର୍ମାଣ କରିବ ସି-୨୯୫ ବିମାନ
ନୂଆଦିଲ୍ଲୀ: ପରିବହନ ବିମାନ କିଣିବା ସମ୍ପର୍କିତ ଏକ କାରବାରକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ନିକଟରେ ବୁଡ଼ାନ୍ତ ରୂପ ଦେଇଛି। ଭାରତୀୟ ବାୟୁସେନା ନିମନ୍ତେ ୫୬ଟି ସି-୨୯୫ ବିମାନ କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ଏୟାରବସ୍ ଡିଫେନ୍ସ ସ୍ପେସ୍ ସ୍ପେନ୍ ସହ ରାଜିନାମା ସ୍ବାକ୍ଷର କରିଛି । ତେବେ ଟାଟା…