ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

taratarini temple

ଆସନ୍ତାକାଲିଠୁ ୧୪ ତାରିଖ ଯାଏଁ ବନ୍ଦ…

ଗଞ୍ଜାମ: ତାରାତାରିଣୀ ମନ୍ଦିର ୧୦ରୁ ୧୪ ତାରିଖ ପର୍ଯ୍ଯନ୍ତ ବନ୍ଦ ରହିବ। ୧୫ରୁ ୨୦ ତାରିଖ ପର୍ଯ୍ଯନ୍ତ ତାରାତାରିଣୀ ମନ୍ଦିରର ପ୍ରତିଷ୍ଠ ଉତ୍ସବ ଚାଲିବ। ତାରାତାରିଣୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଜାରି ରହିଛି। ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି।